ପୁଅରୁ ହେଲେ ଝିଅ
ମାନବ ଶରୀର ଅନେକ ପ୍ରକାରର ହରମୋନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ହରମୋନ୍ରେ ପରିବର୍ତ୍ତନ ହେଲେ ମଣିଷ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ବ୍ରିଟିସରେ ରହୁଥିବା ୧୧ ବର୍ଷର ବାଳକ ରିସ୍ କ୍ଷେତ୍ରରେ ଏମିତି କିଛି ଘଟିଛି। ୧୧ ବର୍ଷ ପର୍ଯ୍ୟନ୍ତ…
ମାର୍କେଟକୁ ଆସିଲା ଟଙ୍କା, ମୋବାଇଲ ସାନିଟାଇଜର
କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ତେବେ କାଗଜ ନୋଟରେ କରୋନା ଭାଇରସ…
ଶାଶୁଙ୍କ ବେକରେ ଫୁଲ ହାର ପକାଇଲେ ଜ୍ୱାଇଁ
ଭାରତରେ ବିବାହ ଉତ୍ସବରେ ବହୁତ ମଉଜ ମସ୍ତି ହୋଇଥାଏ। ବେଳେବେଳେ ଏହି ସମୟରେ ଏମିତି କିଛି ଘଟଣା ଘଟେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଥାଏ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବିବାହ…
ଆକାଶରେ ଷ୍ଟଣ୍ଟ୍ ମାରିଲେ ଯୁବକ: ରେକର୍ଡ କରିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ
ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ଦୁଃସାହସିକ କାର୍ଯ୍ୟର ଭିଡିଓ ଭାଇରାଲ ହେଉଛି। ସେହିଭଳି ଆଖି ଲାଖିଯିବା ପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ଆକାଶରେ ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳିଛି। ସେ ସାଇକେଲ୍ରେ ଏହି…
ଅମ୍ବାନୀ ପରିବାରର ଚର୍ଚ୍ଚିତ ଲଭ୍ଷ୍ଟୋରୀ: ଅନିଲଙ୍କୁ ବିବାହ କରିବା ଲାଗି ଏଭଳି ତ୍ୟାଗ କରିଥିଲେ ଟିନା
ଅମ୍ବାନୀ ପରିବାରର ବୋହୂ ହୋଇଥିବା ସତ୍ତ୍ୱେ ସେତେଟା ଚର୍ଚ୍ଚାରେ ନ ଥାନ୍ତି ଟିନା ଅମ୍ବାନୀ। ହେଲେ ଏକ ସମୟରେ ଟିନା ଫିଲ୍ମଜଗତର ଚର୍ଚ୍ଚିତ ନାମ ମଧ୍ୟରୁ ଗୋଟିଏ ଥିଲେ। ଏହା ପଛରେ କାରଣ ରହିଛି। ସେଇଟି ହେଲା ଅନିଲ ଅମ୍ବାନୀଙ୍କ ସହ…
ସପ୍ତାହକୁ କରିପାରିବେ ସାଢ଼େ ୭ ଲକ୍ଷ ଟଙ୍କା ଆୟ
କରୋନା ଯୋଗୁ ଜାରି ରହିଛି ଲକ୍ଡାଉନ୍। ଏହି ସମୟରେ ଅଧିକାଂଶ ଲୋକ ନିଜ ଜୀବିକା ହରାଇ କେବଳ ଘରେ ବସିରହିଛନ୍ତି। ଏହି ସମୟରେ ଏକ କମ୍ପାନୀ ଏକ ସୁନ୍ଦର ଅଫର ଦେଇଛି। ମାତ୍ର ସପ୍ତାହରେ ଜଣେ ବ୍ୟକ୍ତି ସାଢ଼େ ୭ ଲକ୍ଷ…
ମାଙ୍କଡ଼ ଏପରି କରି ମାସ୍କ୍ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା
ନୂଆଦିଲ୍ଲୀ, ୯।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ମାଙ୍କଡ଼ ମୁହଁରେ କନାକୁ ଢ଼ାଙ୍କି ବୁଲୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ମାଙ୍କଡ଼ଟି ମଣିଷଙ୍କୁ ମାସ୍କ୍ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା…
ଠାକୁରଙ୍କୁ ଲାଗି ହେଲା ୧୦୧ କ୍ୱିଣ୍ଟାଲ ଅଙ୍ଗୁର
ମୁମ୍ବାଇ, ୯।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି କରାଯାଇଛି। ତେବେ ଅନ୍ଲକ୍ ଘୋଷଣା କରାଯିବା ପରେ କିଛି ମନ୍ଦିର ଖୋଲାଯାଇଛି। ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଜେଜୁରି ନଗରଠାରେ…
ଜ୍ୱାଇଁଙ୍କୁ ୬୭ ପ୍ରକାର ଖାଦ୍ୟ ପରଷିଲେ ଶାଶୁ ମା’
ହାଇଦ୍ରାବାଦ୍, ୯।୭: ଜ୍ୱାଇଁଙ୍କୁ ଘରେ କୁଣିଆ କରିବା ଲାଗି ଶାଶୁ ମା’ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି। କିଭଳି ଜ୍ୱାଇଁ ପୁଅଙ୍କ ୬ ତିଅଣ ୯ ଭଜାରେ ଖାଇବାକୁ ଦିଆଯିବ ଏଥିଲାଗି ଝିଅ ଘର ପକ୍ଷରୁ ପ୍ରୟାସ କରାଯାଇଥାଏ। ଆନ୍ଧ୍ରପ୍ରଦେଶରେ ଏଭଳି…
ଏହି ମନ୍ଦିରକୁ ଦେଶବିଦେଶରୁ ଆସନ୍ତି କିନ୍ନର ଜାଣନ୍ତୁ କାହିଁକି
ଦେଶରେ ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଉପରୁ କେବେ ପରଦା ଉଠିନାହିଁ। ଏମିତି ଏକ ମନ୍ଦିର ଗୁଜୁରାଟର ମେହସାଣା ଜିଲାରେ ଅଛି। ଏହି ମନ୍ଦିରରେ ଦେବୀ ବହୁଚରା ମାତା ପୂଜା ପାଆନ୍ତି। ଦେଶବିଦେଶରୁ କିନ୍ନର ଏଠାକୁ ଆସି ବହୁଚରା ମାତାଙ୍କୁ…
କରୋନା ରୋଗୀଙ୍କ ପାଇଁ ଭାଓଲିନ ବଜାଉଛନ୍ତି ଏହି ନର୍ସ
ସାଣ୍ଟିଆଗୋ,୯।୭: ଏବେ ବିଶ୍ୱର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି ହୋଇ ରହିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଏବେ ଡାକ୍ତର, ନର୍ସ ମେଡିକାଲ ଷ୍ଟାଫ୍ କାହାକୁ ସମୟ ନାହିଁ। ପିପିଇ କିଟ୍ ପିନ୍ଧି ଏମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ…
ଦିବ୍ୟାଙ୍ଗଙ୍କ ଲାଗି ଟ୍ରାନ୍ସଫର ଟୁଲ୍ସ
ଚଣ୍ଡିଗଡ଼: ନିଜର ସବୁ କାମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଏଣିକି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦିବ୍ୟାଙ୍ଗଙ୍କ କାମକୁ ସହଜ କରିବା ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ଡିଭାଇସ୍ ବାହାର କରିଛନ୍ତି ହରିୟାଣା ରୋହତକର ଜନତା କଲୋନୀର…

