ଫୁରସତ

ଖ୍ରୀଷ୍ଟମାସ ଗିଫ୍ଟ ଦେବାକୁ ଚାହୁଁଛନ୍ତି କି? ତା’ ହେଲେ…

ଖ୍ରୀଷ୍ଟମାସ ଅବସରରେ ବନ୍ଧୁ ହୁଅନ୍ତୁ ଅବା କୌଣସି ସମ୍ପର୍କୀୟଙ୍କୁ ଯଦି କମ୍‌ ବଜେଟରେ କିଛି ଆକର୍ଷଣୀୟ ଉପହାର ଦେବାକୁ ଚାହୁଁଥାନ୍ତି, ତା’ହେଲେ ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ଆପଣେଇ ପାରିବେ- *ନିଜ ହାତରେ ଏକ ସୁନ୍ଦର ଖ୍ରୀଷ୍ଟମାସ ଗ୍ରିଟିଙ୍ଗ୍ସ କାର୍ଡ...

ମହିଳାଙ୍କୁ ମୁଣ୍ଡରୁ ଟୋପି ନେଇଯାଉଛି ହାତୀ, ଭିଡିଓ ଦେଖିଲେ…

ସମସ୍ତେ ସୋସିଆଲ ମିଡିଆରେ ମଜାଳିଆ ଏବଂ ଚମତ୍କାର ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ବି ହସ ଖେଳିଯିବ। ଭାଇରାଲ ଭିଡିଓରେ ଏକ ହାତୀ ସହିତ ଫଟୋ...

କୁକୁର-ମାଙ୍କଡ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ବାର, ଲୋକେ ଆତଙ୍କିତ…

ବିଡ଼, ୧୯।୧୨: ଦୁଇ ଅପରାଧି ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଗ୍ୟାଙ୍ଗ୍‌ଓ୍ବାର ହେବାର ଦେଖିବାକୁ ମିଳିଥାଏ। ମାତ୍ର ମାଙ୍କଡ ଏବଂ କୁକୁରମାନଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗ୍‌ଓ୍ବାର ମହାରାଷ୍ଟ୍ରର ବିଡ ଜିଲାର ମଜଲଗାଓଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଭୟଭୀତ...

ଶ୍ୱେତାଲିନ୍‌ଙ୍କ ଲକ୍ଷ୍ୟ ଜାତୀୟ ସ୍ତରୀୟ ପରିଚିତି

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ଗଁାର ସୁଲୋଚନା ଏବଂ ସୁରେନ୍ଦ୍ର ପଣ୍ଡାଙ୍କ ଝିଅ ଶ୍ୱେତାଲିନ୍‌। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ କଣ୍ଠଦାନ କରି ସୋସିଆଲ୍‌ ମିଡିଆରେ ଏକ ପରିଚିତ ଚେହେରା ପାଲଟିଛନ୍ତି ସେ। ଓଡିଶାର ଅନେକ ନାମୀ...

ଗର୍ଭାଶୟ ବଦଳରେ ଯକୃତରେ ଭ୍ରୁଣ, ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କାନାଡାରେ ଜଣେ ମହିଳାଙ୍କ ବିରଳ ଗର୍ଭଧାରଣର ଏକ ମାମଲା ସାମ୍ନାକୁ ଆସିଛି। ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏପରି ଗର୍ଭଧାରଣକୁ ‘ଅତ୍ୟନ୍ତ ବିରଳ’ ମାମଲା ବୋଲି ଡାକ୍ତର କହିଛନ୍ତି। ଏଥିରେ ପିଲାଟି ଗର୍ଭାଶୟରେ ନ ବଢ଼ି ଲିଭର ବା...

ଆଗେ କୁକୁଡ଼ା ନା ଆଗେ ଅଣ୍ଡା ? ଏବେ ବୈଜ୍ଞାନିକମାନେ ଦେଲେ ସଠିକ୍‌ ଉତ୍ତର

ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣି ଆସୁଛୁ। ତାହା ହେଉଛି ଦୁନିଆକୁ କୁକୁଡ଼ା ଆଗେ ଆସିଛି ନା ଅଣ୍ଡା। ଏହି ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲା। ଲୋକମାନେ ଆଜି ପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ...

ପଛରୁ ଉଡ଼ି ଆସି ଦେଲା ପାନେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ!

ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର ବିବାହ ହେବାକୁ ଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଏମାନଙ୍କ ଏନ୍‌ଗେଜ୍‌ମେଣ୍ଟର କିଛି...

ବିରଳ ଜୀବ: ଯାହାର ଅଛି ୧୩୦୬ ଗୋଡ଼, ୨୦୦ ଫୁଟ ଗଭୀରରେ ବାସ କରେ

ଦୁନିଆରେ ଅନେକ ବିରଳ ଜୀବ ଅଛନ୍ତି, ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ବର୍ତ୍ତମାନ ଏମିତି ଏକ ଜୀବର ସନ୍ଧାନ ମିଳିଛି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଜୀବଟିର ୧୩୦୬ଟି ଗୋଡ଼ ରହିଛି। ଯାହା ୨୦୦...

ଟିଭି ଦେଖୁଥିଲା ବିଲେଇ, ସାମ୍ନାରେ ଚଢ଼େଇ ଦେଖି କଲା ଏମିତି; ଭିଡିଓ ଦେଖିଲେ…

ଅନେକ ସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି,...

ମୁଁ ନୁହେଁ ଦାନର ବସ୍ତୁ, ପିତାଙ୍କୁ କନ୍ୟାଦାନ କରିବାକୁ ମନା କଲେ ଆଇଏଏସ୍‌ ଅଫିସର…

ନୂଆଦିଲ୍ଲୀ, ୧୮।୧୨: ବିବାହରେ କନ୍ୟା ପିତା କନ୍ୟାଦାନ କରିବାର ପରମ୍ପରା ରହିଛି। ମାତ୍ର ଜଣେ ଆଇଏଏସ୍‌ ଆଧିକାରୀ ନେ ଦାନର ବସ୍ତୁ ନୁହନ୍ତି। ତେଣୁ ପିତାଙ୍କୁ କନ୍ୟାଦାନ କରିବାକୁ ମନା କରିଛନ୍ତି। ସମ୍ପୃକ୍ତ ମହିଳା ଆଇଏଏସ ଅଧିକାରୀ ଏବଂ ଆଇଏଫଏସ...

ଏମିତି ଷ୍ଟଣ୍ଟ ମାରିଲା କୁକୁର, ଭିଡିଓ ଦେଖିଲେ…

କୁକୁରମାନେ ଶକ୍ତିଶାଳୀ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ କିଛି ବି କରିବାକୁ ଭୟ କରନ୍ତି ନାହିଁ। କିଛି କୁକୁରଙ୍କୁ ଏତେ ତାଲିମ ଦିଆଯାଏ ଯେ, ସେମାନେ ଅତି ବିପଜ୍ଜନକ ଷ୍ଟଣ୍ଟ୍‌କୁ ମଧ୍ୟ ସହଜରେ କରିପାରନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍‌ରେ...

Advertisement


Archives

Model This Week

Why Dharitri