କାର୍ ନମ୍ବର କୋଭିଡ୍-୧୯
୨୦୨୦ ସବୁଠାରୁ ଖରାପ ବର୍ଷ କହିଲେ କିଛି ଭୁଲ ହେବ ନାହିଁ। କାରଣ ଏହି ବର୍ଷ କରୋନା (କୋଭିଡ୍-୧୯) ସଂକ୍ରମଣ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। କରୋନା ବା…
ବିନା ଟାୟାରରେ ଚଲାଇଲେ କାର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଡ୍ରାଇଭିଂ ଶିଖୁଥିଲେ ଟାୟାର ବଦଳାଇବା ମଧ୍ୟ ଶିଖିଯାଆନ୍ତୁ। ନ ହେଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏମିତି କିଛି ମେଲବର୍ଣ୍ଣର ଜଣେ ଯୁବକଙ୍କ ସହ ଘଟିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଜୁଲାଇ ୧୪ରେ ୟାରା ରୋଡ୍ରେ ଏକ କାର ଯୋଗୁ ରାସ୍ତା…
ଅନ୍ୟର ଭୁଲ ବଦଳାଇ ଦେଲା ଭାଗ୍ୟ: ଜିତିଲେ ୯ କୋଟି ଟଙ୍କା
ବେଳେ ବେଳେ ଭୁଲ ଅନ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆମେରିକାର ମିଚିଗନ ଶହରର ଏମିତି ଏକ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଲଟେରି କ୍ଲର୍କ ଏକ ଭୁଲ ଲଟେରି ଟିକଟ ଦେଇଦେଲେ। ଏବେ ଏହି ଭୁଲ ଟିକେଟରେ ବ୍ୟକ୍ତି ଜଣଙ୍କ…
ଦୁଇ ହାତୀ ଛୁଆଙ୍କ ମଧ୍ୟରେ ଲଢେଇ
ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହଁରେ କନା ଗୁଡାଇ ବୁଲୁଛି ତ ଆଉବେଳେ ବାଘ ମଣିଷ ଭିତରେ ଥିବା ଭଲ ପାଇବାର ସମ୍ପର୍କ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ…
କରୋନା ରୋଗୀଙ୍କ ମେଡିକାଲ ବିଲ୍ ଆସିଲା ୧ କୋଟି ୫୨ ଲକ୍ଷ
କରୋନାରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି। ମାତ୍ର ଅଧିକ ଖର୍ଚ୍ଚ ଭୟରେ ପ୍ରାଇଭେଟ୍ ହସ୍ପିଟାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। ଏମିତିରେ ଦୁବାଇର ଏକ ପ୍ରାଇଭେଟ ହସ୍ପିଟାଲରେ…
ଗରିବ ଛାତ୍ରଙ୍କ ମହଙ୍ଗା କାର୍, ପୋଲ୍ ଖୋଲିବାରୁ ପରିବାର ଫେରାର
ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି ପନ୍ଥା ଆପଣାଇ ଥିଲେ, ଯାହା ଜଣାପଡିବା ପରେ ମାମଲା କୋର୍ଟରେ ପହଞ୍ଚିଛି। ସୂଚନାଯୋଗ୍ୟ, ଜଣେ…
ଶୂନ୍ୟରେ ବସିଛନ୍ତି ଏହି ବ୍ୟକ୍ତି, ଭିଡିଓ ଭାଇରାଲ
ଅନେକ ସମୟରେ ଆପଣ ହୁଏତ ରାସ୍ତା ପାର୍ଶ୍ୱରେ କିମ୍ବା ବଜାରରେ କୌଣସି ଲୋକ ଯାଦୁ ଦେଖାଉଥିବା ଦେଖିଥିବେ। ସେହି ଯାଦୁଗର ଯାଦୁ ଦେଖାଇବା ପରେ ମନକୁ ପ୍ରଶ୍ନ ଆସେ ଏସବୁ କରୁଛନ୍ତି କେମିତି? ଠିକ୍ ସେହିପରି ଏକ ଯାଦୁଗରି କୌଶଳ ବର୍ତ୍ତମାନ…
କରୋନାରୁ ମୁକ୍ତି ପାଇବା ପାଇଁ ପବ୍ ମାଲିକ ବାର୍ରେ ବାନ୍ଧିଲେ ବିଦ୍ୟୁତ ତାର: ସତ୍ୟତା ଜାଣିଲେ ହେବେ ଚକିତ
କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ଅଣଦେଖା କରୁଛନ୍ତି। ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଏହି ସମୟରେ,…
୬୦ ଦିନରେ ବଦଳି ଗଲା ଜ୍ୟୋତିଙ୍କ ଜୀବନ
ପାଟନା, ୧୬।୭: ବିହାରର ଜ୍ୟୋତି କୁମାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ଜୀବନ ଗତ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ୧୨୦୦ କିମି ସାଇକେଲ ଚଳାଇ ପିତାଙ୍କୁ ଲକ୍ଡାଉନ୍ ସମୟରେ ଘରକୁ ଆଣିଥିଲେ। ସେ ଗୁଡଗାଓଁ ରୁ ପିତାଙ୍କୁ…
ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି କାଳିଚରଣଙ୍କ ଶିବତାଣ୍ଡବ ସ୍ତୋତ୍ର ପାଠ: ଶୁଣିଲେ ଟାଙ୍କୁରି ଉଠିବ ଲୋମ…
ଚାଲିଛି ଶ୍ରାବଣ ମାସ। ପ୍ରଭୁ ଶିବଙ୍କ ପ୍ରୀୟ ମାସ। ଏହି ମାସରେ ଭକ୍ତମାନେ ଶିବଙ୍କୁ ଆରାଧନା କରିବା ପାଇଁ ପ୍ରତ୍ୟେକ ସୋମବାର ପବିତ୍ର ପୁଷ୍କରିଣୀର ଜଳ ଆଣି ଶିବଲିଙ୍ଗରେ ଢ଼ାଳିଥାନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତମାନଙ୍କୁ ନିରାଶ ହେବାକୁ…
ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ
ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ଆସିଥିବା ଏକ ଫଟୋରୁ ଏହା ସ୍ପଷ୍ଟ ବାରି…
ମିସ୍ କଲ୍ରୁ ପ୍ରେମ, ପରେ ଥାନା; ଶେଷରେ ମନ୍ଦିରରେ ପହଞ୍ଚିଲା ଏହି ପ୍ରେମକାହାଣୀ
ମିରଟ: ମିସ୍ କଲରୁ ସୃଷ୍ଟି ହୋଇଥିଲା ପ୍ରେମ। ପରେ ଘଟଣା ପହଞ୍ଚିଥିଲା ଥାନାରେ। ପ୍ରାୟ ୩ ବର୍ଷ ପ୍ରେମସମ୍ପର୍କ ପରେ ପ୍ରେମିକ ପ୍ରେମିକାକୁ ବିବାହ କରିଦେବାକୁ ମନା କରିବାରୁ ପ୍ରେମିକା ଜଣକ ହଙ୍ଗାମା କରିଥିଲେ। ଫଳରେ ମାମଲା ଥାନାକୁ ଯାଇଥିଲା। ପୋଲିସ…

