Posted inଫୁରସତ

ଏମିତି ଦେଶ, ଯେଉଁଠାରେ ମାତ୍ର ୧ ଘଣ୍ଟାରେ ହୋଇଥିଲେ ୩ ରାଷ୍ଟ୍ରପତି

ଇତିହାସରେ ଏମିତି ଅନେକ ଘଟଣା ଘଟିଯାଇଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏମିତି ଏକ ଘଟଣା ଉତ୍ତର ଆମେରିକାର ମେସ୍କିକୋ ଦେଶରେ ଘଟିଛି ଯାହାକୁ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ସେଠାରେ ମାତ୍ର ୧ ଘଣ୍ଟା ମଧ୍ୟରେ ୩ଜଣ ରାଷ୍ଟ୍ରପତି ହୋଇଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ମେସ୍କିକୋ ଦେଶର ୧୪ତମ ସର୍ବବୃହର ରାଷ୍ଟ୍ର। ବିଶ୍ୱର ସବୁଠାରୁ ସୁନ୍ଦର ଦେଶ ଭାବେ ମଧ୍ୟ ଏହା ଜଣାଯାଏ। ତେବେ ୧୦୬ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୧୩ ମସିହା ଫେବୃଆରୀ ୧୯ର ଘଟଣା। ସେତେବେଳେ ରାଷ୍ଟ୍ରପତି ଥିଲେ ଫ୍ରାନ୍‌ସିସ୍‌କୋ ଆଈ ମୈଡେରୋ। ସେ ରାଷ୍ଟ୍ରପତି ପଦରୁ ହଟିବାର ମାତ୍ର ୧ ଘଣ୍ଟା ମଧ୍ୟରେ ପେଡ୍ରୋ ଲାସ୍କୁରିନ୍‌ ରାଷ୍ଟ୍ରପତି ହେଲେ। କିନ୍ତୁ ସେ ମାତ୍ର କିଛି ମିନିଟ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଲେ। ଏହା ପରେ ଭିକ୍ଟୋରିଆନୋ ହୁଏର୍ଟା ରାଷ୍ଟ୍ରପତି ହେଲେ। ସେ ମାତ୍ର ୨୬ ମିନିଟ ପାଇଁ ରାଷ୍ଟ୍ରପତି ହୋଇଥିଲେ। ଯାହାକି ଏକ ବିଶ୍ୱ ରେକର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈ ପେଟରୁ ୨୦ ଗ୍ରାମ୍‌ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…

ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର...

ଖପୁରୀ ଭଳି ଦେଖାଯିବାର ନିଶାରେ କାନ କାଟିବାକୁ ପଛାଇଲେନି ଏହି ଯୁବକ, ଏବେ ଚାକିରିରେ ରଖୁନାହାନ୍ତି କେହି

ଜର୍ମାନୀ ଫିନ୍‌ଷ୍ଟରବୋଲ୍ଡେରେ ରହୁଥିବା ସେଣ୍ଡ୍ରୋ ନିଜର ବିଚିତ୍ର ଶରୀରକୁ ନେଇ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

ପ୍ରପୋଜ୍‌ ଡେ’ରେ ସାଥୀଙ୍କୁ ଏମିତି କୁହନ୍ତୁ ମନକଥା, ନଚେତ୍‌ ହୋଇଯିବେ ହାତଛଡ଼ା

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି।...

ବାଇକ୍‌ ଚଲାଇ କରୁଥିଲେ ଫେସ୍‌ବୁକ୍‌ ଲାଇଭ୍‌, ଆଉ ତା’ପରେ..

ଏବେ ଏକପ୍ରକାର ନିଶା ପାଲଟିଛି ସ୍ମାର୍ଟଫୋନ। କେବଳ ଯୁବପିଢି ନୁହେଁ, ସମସ୍ତଙ୍କୁ ନିଜ ମାୟାରେ ବଶୀଭୂତ କରିଛି ସ୍ମାର୍ଟଯୁଗର ସ୍ମାର୍ଟଫୋନ। ସ୍ମାର୍ଟଫୋନ କେବଳ ଆଖି ଖରାପ...

ସାଇକେଲ୍‌ ନେଇ ଯାଉଥିଲେ: ସେପଟୁ ହଠାତ ଆସିଲା ଏହି ପ୍ରାଣୀ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୧.୫ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ଜେନେଭା: ଆସନ୍ତା ୫ ବର୍ଷରେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇପାରେ। ୨୦୨୧ରୁ ୨୦୨୫ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ଅତି କମ୍‌ରେ...

ସ୍କିପିଂ ଖେଳି କୁକୁରର ରେକର୍ଡ

ଝିଅମାନେ ସ୍କିପିଂ ନିଶ୍ଚୟ ଖେଳିଥିବେ। କେବେ ଏକା ଖେଳିଥିବେ ତ ଆଉ କେବେ ଦୁଇଜଣ ସାଙ୍ଗ ମୁହାଁମୁହିଁ ହୋଇ ରହି ଏକାସାଙ୍ଗରେ ଡେଇଁ ଡେଇଁ ସ୍କିପିଂ...

ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week