ମୌସୁମୀ ଆସିବାର ୭ ଦିନ ପୂର୍ବରୁ ଏହି ମନ୍ଦିରରୁ ମିଳିଥାଏ ସଙ୍କେତ, ଛାତରୁ ଅଚାନକ ଗଳେ ପାଣି
ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତର ପ୍ରଦେଶର କାନପୁରରେ ଥିବା ଏକ ମନ୍ଦିରରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ମୌସୁମୀ ପହଞ୍ଚିବା ପୂର୍ବରୁ ସଙ୍କେତ ମିଳିଯାଇଥାଏ। ମୌସୁମୀ ଆସିବାର ୭ ଦିନ ପୂର୍ବରୁ ମନ୍ଦିରର ଛାତରୁ…
ପିତାଙ୍କ ମୃତ୍ୟୁର ୧୦ ମାସ ପରେ ଝିଅକୁ ମିଳିଲା ଏକ ଇ-ମେଲ, ଯାହା ଲେଖା ଥିଲା ପଢି ହେଲେ ଆଶ୍ଚର୍ଯ୍ୟ
ଫିଲିପାଇନ୍ସର ବାସିନ୍ଦା ଆଲିସା ମେଣ୍ଡୋଜା ପ୍ରତିଦିନ ଭଳି ସକାଳୁ ନିଜ କାମରେ ବାହାରିଥିଲେ। ହଠାତ୍ ତାଙ୍କ ମୋବାଇଲ୍କୁ ଏକ ଇ-ମେଲ ଆସିଥିଲା। ଏହି ଇ-ମେଲଟି ତାଙ୍କ ପିତାଙ୍କଠାରୁ ଆସିଥିଲା। ଯେ କି ୧୦ ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଏଥିରେ ଆଶ୍ଚର୍ଯ୍ୟ…
ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଲେ ମହିଳା
ଜୟପୁର,୧୭।୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜସ୍ଥାନର ନାଗୋରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ଜଣେ ମହିଳା ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସଞ୍ଜୁଙ୍କ ନର୍ମାଲ…
ପୁଅର ସ୍ପାଇଡରମ୍ୟାନ୍ ହେବା ଇଚ୍ଛା ପୂରଣ କଲେ ବାପା
ସାଧାରଣତଃ ପିଲାମାନେ ସ୍ପାଇଡର ଏବଂ ସୁପରମ୍ୟାନ୍ ପରି ସୁପରହିଟ୍ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି। ଖାଲି ସେତିକି ନୁହେଁ, ମନଭିତରେ ନିଜକୁ ସ୍ପାଇଡର ମ୍ୟାନ୍ ବନେଇବାର ଇଚ୍ଛା ମଧ୍ୟ ରଖିଥାନ୍ତି। ଏପରି ଜଣେ ଶିଶୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ…
ଲକ୍ଡାଉନ୍: ୫ ମାସରେ ଶରୀର ଓଜନ ୧୭୭ କିଲୋରୁ ହେଲା ୨୭୮ କିଲୋ
ଉହାନ, ୧୭।୬: ଚାଇନାର ଉହାନ ସହର କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ। ସଂକ୍ରମଣ ଯୋଗୁ ଏଠାରେ ଲକ୍ଡାଉନ୍ ଜାରି ହୋଇଥିଲା। ଲକ୍ଡାଉନ୍ ସମୟରେ କେବଳ ଘରେ ବସି ଖାଇବା ପିଇବା ଛନା ଅନ୍ୟ କାମ ନ ଥିବାରୁ ଉହାନର ଜଣେ ୨୬ ବର୍ଷ…
କୁକୁର ପାଇଁ ଏହି ଦୁଇ ଦେଶରେ ହୋଇଥିଲା ଯୁଦ୍ଧ
ଇତିହାସରେ ଆଜିପର୍ଯ୍ୟନ୍ତ ଅନେକ ଯୁଦ୍ଧ ହୋଇସାରିଛି। ଯେଉଁଥିରେ ବିଶ୍ୱଯୁଦ୍ଧ ପରି ମହାନ ଯୁଦ୍ଧ ସ୍ଥାନ ପାଇଛିି। ସାଧାରଣତଃ ପ୍ରତ୍ୟେକ ଯୁଦ୍ଧ କ୍ଷମତା କିମ୍ବା ସାମ୍ରାଜ୍ୟ ବିସ୍ତାର ପାଇଁ ହୋଇଥାଏ। ମାତ୍ର ଏମିତି ଏକ ଅଦ୍ଭୁତ ଯୁଦ୍ଧ ହୋଇଥିଲା, ଯାହାର କାରଣ ସମସ୍ତଙ୍କୁ…
ମାଙ୍କଡ଼କୁ ଜେଲଦଣ୍ଡ !
ଲକ୍ଷ୍ନୌ, ୧୭।୬: ମଣିଷଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହେବା କଥା ଶୁଣାଅଛି। ତେବେ ମାଙ୍କଡ଼କୁ ଆଜୀବନ ଜେଲଦଣ୍ଡା ଦେଶ କରାଯିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଉତ୍ତରପ୍ରଦେଶ ମିର୍ଜାପୁର ଜିଲାରେ ଏଭଳି ଘଟିଛି। ଗତ ୩ବର୍ଷ ତଳେ ଧରାପଡ଼ିଥିବା ଏକ…
ସାତଫେରା ପରେ କ୍ୱାରାଣ୍ଟାଇନ୍ରେ କନ୍ୟା-ବର-ବରଯାତ୍ରୀ
ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ସାତଫେରା ପରେ କନ୍ୟା, ବର ଏବଂ ୮୫ ବରଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ସ୍ଥାନୀୟ ଛତ୍ରପୁର ଅଞ୍ଚଳରେ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଗ୍ରାମ୍ରୁ ବରଯାତ୍ରୀ ଘୁବରା ସହରକୁ ଆସିଥିଲେ। ତେବେ ବିବାହରେ ଯୋଗଦେଇଥିବା…
କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’
ଗାଙ୍ଗଟକ୍,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨ ମା’…
ମଣିଷ ଭଳି ପରସ୍ପରକୁ ଆଲିଙ୍ଗନ କଲେ ଦୁଇ ଗୋଧି: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ସୋସିଆଲ୍ ମିଡ଼ିଆରେ ଶେୟାର କରାଯାଇଥିବା ଏକ ଭିଡ଼ିଓକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାକୁ ଆଇପିଏସ୍ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି। ୫୩ ସେକେଣ୍ଡର ଏହି ଭିଡ଼ିଓରେ…
ଗଛ କାଟିଲେ ବାହାରୁଛି ପାଣି, ଶୋଷ ମେଣ୍ଟାଉଛନ୍ତି ଲୋକେ!
ଗଛ ବିନା ଜୀବନ ପରିକଳ୍ପନା କରିବା ଅସମ୍ଭବ। ଗଛ ଛାଇ ଏବଂ ଫଳ ଦେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିଥାଏ। ଗଛ ଯୋଗୁ ଆମେ ଅମ୍ଲଜାନ ମଧ୍ୟ ପାଇଥାଉ। ଏବେ ସୋସିଆଲ ମିଡିଆରେ ଏପରି ଏକ ଗଛ ଭାଇରାଲ ହୋଇଛି।…
ଘରେ ପ୍ରତିଦିନ କରୋନା ଦେବୀଙ୍କ ପୂଜା କରୁଛନ୍ତି ଏହି ବ୍ୟକ୍ତି
କୋଲ୍ଲମ,୧୪।୬: ବିଶ୍ୱରେ କରୋନା ଭାଇରସ ବେଳକୁ ବେଳ ବଢି ଚାଲିଥିବା ବେଳେ କେରଳର ଜଣେ ବ୍ୟକ୍ତି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି। ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଯେଉଁ ଭାଇରସ ସାରା ବିଶ୍ୱରେ ଲକ୍ଷ ଲକ୍ଷ…

