ଫୁରସତ

ପ୍ରେମିକଙ୍କ ସହ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ସ୍ବାମୀର ପରିଚୟ ଦେଲେ ମହିଳା କନଷ୍ଟେବଳ

ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଯେ କୌଣସି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି ତାଙ୍କୁ ସଙ୍ଗେ ସଙ୍ଗେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କିନ୍ତୁ ମହାରାଷ୍ଟ୍ରର ନାଗପୁରରେ କ୍ୱାରାଣ୍ଟାଇନ୍‌ ସହିତ ଜଡ଼ିତ ଏକ…

କରୋନା ଦେଇଛି ଦୁଃଖ: ପୁଅଙ୍କ ଏହି ଗୋଟିଏ ଭୁଲ ପାଇଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବାପା

ସାରା ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼ୁଛି। ବିଶେଷଜ୍ଞମାନେ ରୋଗର ଔଷଧ ବାହାର କରିବାକୁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ଏଯାଏ ତାହା ବାହାରିପାରୁ ନ ଥିବାରୁ ଲୋକମାନଙ୍କୁ ସତର୍କ ଏବଂ ସଚେତନ ରହିବାକୁ କୁହାଯାଉଛି। ଏହାକୁ ଅନେକ…

କରୋନା ରୋଗୀଙ୍କ ସେବା କରୁଛି ରୋବର୍ଟ: ସମୟରେ ଦେଉଛି ଖାଦ୍ୟ, ଔଷଧ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେମାନଙ୍କ ଯତ୍ନ ନେବାରେ ସମସ୍ୟା ମଧ୍ୟ ହେଉଛି। ଏଭଳି ସ୍ଥିତିରେ ଗୁଜୁରାଟର ଭଦୋଦରାସ୍ଥିତ ସର୍‌ ସୟାଜିରାଓ ଗେକଓ୍ବାଡ୍‌(ଏସ୍‌ଏସ୍‌ଜି) ହସ୍ପିଟାଲ ଏକ ବିଶେଷ ପଦକ୍ଷେପ ନେଇଛି। କରୋନା ରୋଗଙ୍କ ସେବା ପାଇଁ…

ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ

ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସଚେତନ କରାଇବା ଆରମ୍ଭ କରିଛନ୍ତି। ସାମାଜିକ ଦୂରତା ଅବଲମ୍ବନ, ମାସ୍କ୍‌…

ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ ଯବାନ ବିନ୍ଦାସ୍‌ ହୋଇ ପଞ୍ଜାବୀ ସୁପରହିଟ୍‌ ଗୀତ ‘ଦାରୁ ବଦନାମ କର ଦି’ ରେ…

ସିଧା ପ୍ରସାରଣ ସମୟରେ ଖସି ପଡିଲା ମହିଳା ଆଙ୍କରଙ୍କ ଦାନ୍ତ

କ୍ୱିଭ,୧୮।୭: ୟୁକ୍ରେନର ଜଣେ ଟେଲିଭିଜନ ନ୍ୟୁଜ ଆଙ୍କର ମରିକା ପଡଲ୍କୋ ସମାଚାର ପଢିବା ସମୟରେ ହଠାତ୍‌ ତାଙ୍କର ଏକ ଦାନ୍ତ ଖସି ପଡିଥିଲା। ହେଲେ ସେ ଖୁବ୍‌ ସତର୍କତାର ସହ ହାତରେ ତାଙ୍କ ଦାନ୍ତକୁ ଧରି ନେଇଥିଲେ। ଏହାପରେ ଏହାର ଏକ…

ଦୁଇ ସ୍କୁଲ ମିଶି ଛାତ୍ରୀଛାତ୍ରଙ୍କ ପାଇଁ ଘର ନିର୍ମାଣ କଲେ

କସାରାଗୋଡ: ମୌସୁମୀ ବର୍ଷାରେ ୨ବର୍ଷ ତଳେ ଘର ଭାଙ୍ଗିଯିବା ପରେ ବାସହୀନ ହୋଇଥିଲେ ଦୁଇ ଛାତ୍ରୀଛାତ୍ର(ଭଉଣୀ-ଭାଇ)। ତେବେ ଦୁଇ ସ୍କୁଲ ଏକାଠି ହୋଇ ସେମାନଙ୍କ ପାଇଁ ଏକ ଘର ତିଆରି କରିଛନ୍ତି। କେରଳର କସାରାଗୋଡ ଜିଲାରୁ ଆସିଛି ଏପରି ଏକ ଭଲ…

ଭେଦଭାବ ଭୁଲି ସାମାଜିକ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଇଆସୁଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ମଣ୍ଡେଲା ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ରଙ୍ଗଭେଦ ବିରୋଧୀ କର୍ମକର୍ତ୍ତା ଭାବେ ସେ ବିଶ୍ୱରେ ପରିଚିତ। କଳା- ଗୋରା…

ହାତ ଥିବା ଚଢ଼େଇ ଭିଡିଓ

ନୂଆଦିଲ୍ଲୀ: ଚଢ଼େଇମାନଙ୍କର ଯଦି ହାତ ଥାନ୍ତା, ତେବେ ସେମାନେ ବି ମଣିଷଙ୍କ ଭଳି ବିଭିନ୍ନ ପ୍ରକାର କାମ କରିପାରିଥାନ୍ତେ। ଏମିତି ଏକ ଭାବନାକୁ ଏବେ ଟୁଇଟରରେ ରୂପ ଦେଇଛନ୍ତି କର୍ଲି କିଡ୍‌ ଲାଇଫ୍‌। ବିଭିନ୍ନ ପ୍ରକାର ପକ୍ଷୀଙ୍କର ହାତ ଥିବାରୁ ସେମାନେ…

ମେଶିନରେ ସାନିଟାଇଜ୍‌ ହେବ ଟଙ୍କା

ଲକ୍ଷ୍ନୌ: ଆଜିକାଲି ମେଶିନରେ ଖୁବଶୀଘ୍ର ଟଙ୍କା ଗଣିବା କାମ କରିହେଉଛି। କିନ୍ତୁ ଟଙ୍କା ଗଣିବା ସହିତ ଏହାକୁ ସାନିଟାଇଜ୍‌ ବି କରିହେବ। ଏଭଳି ଏକ ଭିନ୍ନ ମେଶିନ୍‌ ତିଆରି କରିଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଥିବା ଏପିଜେ ଅବଦୁଲ କଲାମ୍‌ ଟେକ୍ନିକାଲ୍‌ ୟୁନିଭର୍ସିଟିର…

ପିଅ ରମ୍‌, ଖାଅ ଅଧାସିଝା ଅଣ୍ଡା, ହେବ ନାହିଁ କରୋନା: କଂଗ୍ରେସ କାଉନସିଲର ବତାଇଲେ ଏହି ଫର୍ମୁଲା

ମାଙ୍ଗାଲୋର ,୧୭।୭-ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକେ ବି ସଚେତନ ହୋଇ ଘରେ ରହୁଛନ୍ତି। ତେବେ ଏହି ସମୟରେ କର୍ଣ୍ଣାଟକର ମାଙ୍ଗାଲୋର ଉଲାଲ ନଗରପାଳିକା…

ଅଣ୍ଡରଓ୍ବିୟର ପାଇଁ ଥାନାରେ ପହଞ୍ଚିଲା ମାମଲା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି। ସାମାନ୍ୟ ଏକ ଅଣ୍ଡରଓ୍ବିୟର ପାଇଁ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକୃତ ଘଟଣା ହେଲା, ଭୋପାଳର ଭୀମ ନଗରରେ ରହୁଥିବା କୃଷ୍ଣ କୁମାର ଦୁବେ ଏକ ଅଣ୍ଡରଓ୍ବିୟର ତିଆରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?