ଏଇ ଫୁର୍ସତରେ
ଦିନଥିଲା ମଣିଷ ଟିକେ ଅବସର ସମୟ ପାଇଁ ତରସି ଯାଉଥିଲା। କାମର ଚାପରେ ଅନ୍ତର୍ନିହିତ ଇଚ୍ଛାସବୁ ଦବି ରହି ଯାଉଥିଲା। ହେଲେ ଏବେ ଏହି ମହାମାରୀ ପାଇଁ ଅନେକଙ୍କର କାମଦାମ ବନ୍ଦ । ଘରେ ବସି ରହିଛନ୍ତି ଅନେକେ ।...
ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ
ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ ପ୍ରଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ...
ଏହି ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ, ଜାଣନ୍ତୁ କାହିଁକି
କୁହାଯାଏ, ମଣିଷ ଯଦି ଚାହେଁ ତେବେ ମାନବିକତା ମାଧ୍ୟମରେ ସେ ସମଗ୍ର ଦୁନିଆକୁ ଆହୁରି ସୁନ୍ଦର କରିପାରିବ। ଠିକ୍ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲାବାସୀ। ଯେଉଁଠାରେ ଏକ ପକ୍ଷୀ ପାଇଁ ସମଗ୍ର ଗାଁ ୩୫...
ସମୁଦ୍ର ମଧ୍ୟରେ ଶୋଇଛି ୭୫ ଫୁଟ ଲମ୍ବର ବିଶାଳକାୟ ଜୀବ: ଲୋକେ ହେଲେ ଆଶ୍ଚର୍ଯ୍ୟ
ବେଳେବେଳେ ସମୁଦ୍ର ବିଷୟରେ ଅନେକ କୌତୁହଳପୂର୍ଣ୍ଣ ସୂଚନା ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଆସିଥାଏ। ସେଥିରୁ ଅନେକ ଘଟଣାକୁ କଳ୍ପନା କରି ହୁଏ ନାହିଁ। ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ ହୋଇଥିବା ଏହିପରି ଅନେକ ଭିଡିଓ କିମ୍ବା ଫଟୋ ପୂର୍ବରୁ...
ଲକ୍ଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ: ୨ ବିଦେଶୀ ମହିଳାଙ୍କ ସମେତ ୧୨ ଗିରଫ
ନୂଆଦିଲ୍ଲୀ,୨୫।୭-ଲାକଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ। ନୂଆଦିଲ୍ଲୀ ମାଲରୋଡସ୍ଥିତ ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବାବେଳେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଉଜବେକିସ୍ଥାନର ଯୁବତୀ, ଦିଲ୍ଲୀର ଜଣେ ଯୁବତୀଙ୍କ...
ଏଠାରେ କରୋନା ଭୟ ଶୂନ: ମାତ୍ର ୭୫ ଟଙ୍କାରେ ଘର କିଣି ରହିପାରିବେ
କରୋନା ଭାଇରସ ସମଗ୍ର ବିଶ୍ୱର ହଇଚଇ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିଲା ଏହି ମରାମାରୀ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ୟୂରୋପର ଇଟାଲୀ...
କରୋନା ଆରମ୍ଭରୁ ସୂଚନା ଦେବ ହାତ ବ୍ୟାଣ୍ଡ: ମୂଲ୍ୟ ମାତ୍ର ୩, ୫୦୦ ଟଙ୍କା
ନୂଆ ଦିଲ୍ଲୀ, ୨୫।୭: କରୋନା ବିିଷୟରେ ସୂଚନା ଦେବ ହାତ ବ୍ୟାଣ୍ଡ। ଆଇଆଇଟି ମାଡ୍ରାସ କରୋନା ଜୀବାଣୁ ସଂକ୍ରମଣ ଚିହ୍ନଟ ପାଇଁ ଏପରି ଏକ ବ୍ୟାଣ୍ଡ ତିଆରି କରିଛି। ଏହା ସଂକ୍ରମଣ ଆରମ୍ଭ ହେବାମାତ୍ରେ ସୂଚନା ଦେବ। ଆଗାମୀ ମାସ...
ଛେଳିର ଦାମ୍ ୫ ଲକ୍ଷ ଟଙ୍କା: କାନରେ ଲେଖାଅଛି ଏମିତି
ପଞ୍ଜାମର ସାଙ୍ଗରୁର ଗ୍ରାମର ଶେର ଖାନ ନାମକ ଏକ ଛେଳି ଏବେ ଚର୍ଚ୍ଚାରେ। ଇଦ୍ ପାଇଁ ଏହି ଛେଳିକୁ ନେବାପାଇଁ ଲୋକେ ଆଗେଇ ଆସିଛନ୍ତି। ଶେରକୁ ନେବା ପାଇଁ ନିଲାମ ଡକାଯାଇଛି। ଦେଢ଼ ବର୍ଷର ଏହି ଛେଳିକୁ ୩ ଲକ୍ଷ...
କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..
ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଅନ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ କରୋନାରେ ଜୀବନହାନୀ ହେଉଥିବା ହେତୁ ସତର୍କ...
୫୨୩୦ଲୋକଙ୍କ ମୃତ୍ୟୁର ଅପରାଧୀ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ
୯୩ ବର୍ଷୀୟ ଜଣେ ନାଜି ଗାର୍ଡଙ୍କୁ ଜର୍ମାନ କୋର୍ଟ ୫୨୩୦ ଜଣଙ୍କ ହତ୍ୟା ଘଟଣାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବ୍ରୁନୋ ଦେ। ବ୍ରୁନୋ ୭୫ ବର୍ଷ ପୂର୍ବେ ଷ୍ଟଥ୍ଅଫ୍ କନ୍ଷନଟ୍ରେଶନ କ୍ୟାମ୍ପରେ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ।...
ପିପିଇ କିଟ୍ ସହ ଖେଳୁଛନ୍ତି ମାଙ୍କଡ
ପିପିଇ କିଟ୍ କରୋନା ଯୋଦ୍ଧାଙ୍କ ପାଇଁ ସବୁଠାରୁ ବଡ଼ ଅସ୍ତ୍ର। ଏହା ହେଉଛି ସେହି ଯୋଷାକ ଯାହାକି କରୋନା ରୋଗୀ ଏବଂ ଯୋଦ୍ଧାଙ୍କ ମଧ୍ୟରେ କାନ୍ଥଭଳି କାମ କରିଥାଏ। ହେଲେ ତାମିଲନାଡୁର ଏକ କୋଭିଡ୍ କେୟାର ସେଣ୍ଟରରେ ବ୍ୟବହୃତ ପିପିଇ...
ଗଧ ସହ ସାକ୍ଷାତ୍କାର: କାହିଁକି ପିନ୍ଧିନ ମାସ୍କ୍ ପଚାରିଲେ ରିପୋର୍ଟର
ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା ଏକ ଗଧକୁ କାହିଁକି ମାସ୍କ୍ ପିନ୍ଧିନ ବୋଲି ପ୍ରଶ୍ନ କରୁଛନ୍ତି। ଭିଡ଼ିଓଟି ବିହାରର...
Archives


