ଲକ୍‌ଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ: ୨ ବିଦେଶୀ ମହିଳାଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ,୨୫।୭-ଲାକଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ। ନୂଆଦିଲ୍ଲୀ ମାଲରୋଡସ୍ଥିତ ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବାବେଳେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଉଜବେକିସ୍ଥାନର ଯୁବତୀ, ଦିଲ୍ଲୀର ଜଣେ ଯୁବତୀଙ୍କ ସମେତ ୯ ଜଣ ପୁରୁଷ ରହିଛନ୍ତି।
ଏସିପି(ଉତ୍ତର) ସରବ୍‌ଜିତ୍‌ ସିଂ କହିଛନ୍ତି, ଲିଜରେ ନିଆଯାଇଥିବା ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବା ସଦର ଷ୍ଟେଶନ ହାଉସ ଅଫିସର ପରଭେନ କୁମାର ସୂଚନା ପାଇଥିଲେ। ପରେ ପରଭେନଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ସ୍ପା ସେଣ୍ଟରରେ ଚଢାଉ କରି ଗିରଫ କରିଥିଲେ। ପୋଲିସ ୧୨ ଗିରଫ ଅଭିଯୁକ୍ତଙ୍କ ସମେତ ମ୍ୟାନେଜରଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ଆକ୍ଟ ୧୯୫୬ ଅନୁସାରେ ମାମଲା ରୁଜୁ କରିଛି। ମ୍ୟାନେଜର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ନିଟ୍‌ ପିଜି ପରୀକ୍ଷା

ନୂଆଦିଲ୍ଲୀ,୧୩।୫: ନିଟ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏବେ ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ମେ’୨୧ରେ ନିଟ ପିଜି ପରୀକ୍ଷା...

କାମ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ, ୩୧।୫: ଲଗାତର ଦ୍ୱିତୀୟଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କାମ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି। ଶୁକ୍ରବାର ହାଇଦ୍ରାବାଦ ହାଉସରେ ସେ...

୨୦୨୪ ସୁଦ୍ଧା ସାରା ଦେଶରେ ଏନ୍‌ଆର୍‌ସି: ସବୁ ଅନୁପ୍ରବେଶକାରୀ ବିଦାହେବେ

ରାଞ୍ଚି,୩ା୧୨(ପି.ଟି.): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କାର୍ଯ୍ୟକାରୀ ହେବାର ସମୟସୀମା ୨୦୨୪। ଏହି ସମୟ ମଧ୍ୟରେ ଦେଶରୁ ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ...

ଦେଶରେ କାମ କରୁଛି ୫୯୭ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ,୩୧।୧୨: ଦେଶରେ ସମ୍ପ୍ରତି ୫୯୭ ଫାଷ୍ଟ ଟ୍ରାକ୍‌ କୋର୍ଟ କାମ କରୁଛି। ସେଥିମଧ୍ୟରୁ ୩୨୧ କୋର୍ଟରେ ମୁଖ୍ୟତଃ ପୋକ୍ସୋ ମାମଲାର ବିଚାର କରାଯାଉଛି। ଦେଶର ୨୪...

ଓଡ଼ିଶାର କଳାସଂସ୍କୃତି ମୋ ପରିଚୟ: ଯୁବ ଶିଳ୍ପୀ ପଦ୍ମଚରଣ

ପ୍ରତ୍ୟେକ ଚିତ୍ର ପଛରେ କିଛି ଅକୁହା କାହାଣୀ ରହିଛି। ଯେତେବେଳେ ଦର୍ଶକ ଛବି ଦେଖାରେ ନିଜକୁ ହଜେଇ ଦିଅନ୍ତି ସେତେବେଳେ ମତେ ଖୁବ୍‌ ଖୁସି ଲାଗେ...

ନଦୀକୁ ଡେଇଁ କାରରୁ ନବବିବାହିତଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ପାଲାମୁ (ଝାଡ଼ଖଣ୍ଡ), ୨୨।୬- ଝାଡ଼ଖଣ୍ଡରେ ନବବିବାହିତ ଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀ ମଧ୍ୟକୁ ଖସି ପଡ଼ିଥିଲା। କାର୍‌ଟି ଅଧାବୁଡ଼ି ନଦୀର ପ୍ରଖର ସ୍ରୋତରେ...

ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ

ନୂଆଦିଲ୍ଲୀ, ୧୨।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର...

ବାବା ରାମଦେବଙ୍କୁ ଝଟ୍‌କା ଦେଲା ନେପାଳ

କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍‌ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...

Advertisement
Archives

Model This Week