ଫୁରସତ

ଏମିତି ଗାଁ, ଯେଉଁଠି ରାଖୀ ବାନ୍ଧିବା ଅଶୁଭ

ଲକ୍ଷ୍ନୌ: ରକ୍ଷାବନ୍ଧନ ପର୍ବକୁ ନେଇ ସାରା ଦେଶରେ ଉତ୍ସାହ ଭରି ରହିଥିବା ବେଳେ ଏମିତି ଏକ ଗାଁ ରହିଛି ଯେଉଁଠି ଏହି ପର୍ବ ପାଳନକୁ ଅଶୁଭ ବୋଲି ଧରାଯାଏ। ଏଭଳି ଏକ ଗାଁ ହେଉଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲାର ଜଗତପୁରବା। ଏହି…

୭ ଫୁଟ୍‌ ଲମ୍ବର ରାଖୀ

ଚଣ୍ଡିଗଡ଼: ରକ୍ଷାବନ୍ଧନ ପର୍ବକୁ ନେଇ ଏଥର ସବୁଆଡ଼େ ଉତ୍ସାହ ଫିକା ପଡ଼ିଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଏଥର ରାଖୀ ବଜାରରେ କଟକଣା ଜାରି କରାଯାଇଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ପିଲାମାନେ ଘରେ ରାଖୀ ତିଆରି କରୁଛନ୍ତି। ଭାଇ ହାତରେ ସ୍ନେହର…

ସୁନ୍ଦର ଦେଶର କଥା

ଆମ ପୃଥିବୀ ବଡ଼ ବିଚିତ୍ର। ଏ ପୃଥିବୀରେ ବିଭିନ୍ନ ଦେଶ ରହିଛି। ଆଉ ପ୍ରତ୍ୟେକ ଦେଶରେ କିଛି ନା କିଛି ଭିନ୍ନକଥା ଦେଖିବାକୁ ମିଳିଥାଏ। ସେହିସବୁ ଦେଶର ଇତିହାସ ମଧ୍ୟ ବଡ଼ ବିଚିତ୍ର। ସେସବୁ ଇତିହାସମାନଙ୍କରେ ଏଭଳି ଅନେକ ଘଟଣା ଲୁଚି…

ୟୁଟ୍ୟୁବ୍‌ରେ ‘କିଛି ନ କରିବା’ ଭିଡିଓ ଶେୟାର କରି ଷ୍ଟାର ପାଲଟିଲେ ଏହି ବାଳକ, ଦେଖନ୍ତୁ ଭିଡିଓ

ଆଜିକାଲି ୟୁଟ୍ୟୁବ୍‌ରେ ଭିଡିଓ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ୟୁଜର ବା ବ୍ୟବହାରକାରୀ ଅର୍ଥ ରୋଜଗାର କରୁଛନ୍ତି। ଏଭଳି ପରିସ୍ଥିତିରେ ଇଣ୍ଡୋନେସିଆର ଜଣେ ୟୁଟ୍ୟୁବର୍‌ ତାଙ୍କ ୟୁଟ୍ୟୁବ୍‌ ଆକାଉଣ୍ଟରେ କିଛି ନ କରି କ୍ୟାମେରା ଉପରେ ଦୁଇ ଘଣ୍ଟାରୁ ଅଧିକ ସମୟ…

ବନ୍ଧୁ: ଗୋଟିଏ ଶବ୍ଦରେ ଅୟୁତ ଯୁଗର ପରିକଳ୍ପନା..

ବନ୍ଧୁତା, ହେଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା’ ପରିଧି କେଉଁଠୁ ଯେ କେତେଦୂର ଆଖିପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡ଼ି ହେଇଯିବା ବିଧି ନିର୍ଦ୍ଦିଷ୍ଟ ନା ଘଟଣାମାତ୍ର! ଯିଏ ଯାହା ବୁଝେ ସେହି ହିସାବରେ ତା’ ବନ୍ଧୁତା…

କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ

ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟକର୍ମୀମାନେ ଆମ୍ବୁୂଲାନ୍ସ ଛାଡ଼ଇ ଫେରାର ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି…

ଶବ ସଂରକ୍ଷଣ ଗୃହରେ ଥିଲା ମୃତଦେହ: ଓଠ, କାନ ଖାଇଗଲେ ମୂଷା, ପରେ ଘଟିଲା ଏମିତି…

ଅମୃତସର,୨ା୮: ପଞ୍ଜାବର ମୋହାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡେରାବସିସ୍ଥିତ ଇଣ୍ଡସ୍‌ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତଦେହରୁ ଓଠ ଏବଂ କାନକୁ ମୂଷା ଖାଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।…

ରାମମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ତଳେ ସଂକଳ୍ପ କରିଥିଲେ ଏହି ମହିଳା: ଆଜି ଯାଏ ଗ୍ରହଣ କରିନାହାନ୍ତି ଅନ୍ନ

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତେବେ ରାମମନ୍ଦିର ନିର୍ମାଣ ଲାଗି ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ଅନେକ ଲୋକ ବର୍ଷ ବର୍ଷ…

ବନ୍ଧୁତ୍ୱ ଦିବସରେ ଦିଅନ୍ତୁ ଏମିତି ଉପହାର, ସମ୍ପର୍କ ହେବ ଆହୁରି ନିବିଡ଼

ବନ୍ଧୁ ଏମିତି ଏକ ଶବ୍ଦ ଯାହାର ତୁଳନା ନାହିଁ। ଜଣେ ବନ୍ଧୁ ହିଁ ସୁଖଦୁଃଖ ସବୁ ପରିସ୍ଥିତିରେ ପାଖରେ ଠିଆ ହୋଇଥାନ୍ତି। ଏହି ବନ୍ଧୁତାକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ଫ୍ରେଣ୍ଡ୍‌ସିପ୍‌ ଡେ’…

କରୋନା ଭୟରେ ଓ୍ବାଶିଂ ମେଶିନ୍‌ରେ ଧୋଇଲେ ୧୪ ଲକ୍ଷ, ଓଭାନ୍‌ରେ ଶୁଖାଇଲେ: ଆଉ ତା ପରେ..

ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ସ୍ଥିତିରେ ଭୂତାଣୁକୁ ନେଇ ମନରେ ଭୟ ଆସିବା ସ୍ବାଭାବିକ କଥା। ଲୋକମାନେ କରୋନାକୁ ଡରି ବାହାରୁ କିଣୁଥିବା ଖାଦ୍ୟସାମଗ୍ରୀ ହେଉ ଅଥବା ପନିପରିବା ଆଦି ଧୋଇବାକୁ ପଛାଉ ନାହାନ୍ତି।…

ଫ୍ରେଣ୍ଡଶିପ୍‌ ଡେ’

ସୁଖ ହେଉ ଅବା ଦୁଃଖ, ଯିଏ ସବୁବେଳେ ପାଖରେ ଥାଏ, ଆଉ ଯାହା ଆଗରେ ସବୁ ମନ କଥା କହି ହୋଇଯାଏ, ସିଏ ହେଉଛି ବନ୍ଧୁ। ଯଦିଓ ଏହି ସୁନ୍ଦର ସମ୍ପର୍କ ଲାଗି ପ୍ରତିଟି ଦିନ ସ୍ପେଶାଲ ତଥାପି ଏହାକୁ ଆହୁରି…

ସାଇକେଲରେ ୨୬୩ ଦିନରେ ୨୫ ଦେଶ ବୁଲି ବିଶ୍ୱ ରେକର୍ଡ କଲେ ଏହି ମହିଳା

ଲଣ୍ଡନ, ୧।୮: କ୍ୟାଟ୍‌ ଡିକ୍ସନ (୫୪ ବର୍ଷ) ଓ ରେଜ ମାର୍ସଡେନ (୫୫ ବର୍ଷ)। ବ୍ରିଟେନର ଏହି ଦୁଇ ମହିଳା ସାଇକ୍ଲିଷ୍ଟ ମିଳିତ ଭାବେ ୨୬୩ ଦିନ ୮ ଘଣ୍ଟା ଓ ୭ ମିନିଟ୍‌ରେ ୨୯ ହଜାର କିଲୋ ମିଟର ସାଇକେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?