ଫୁରସତ

କାର୍‌ ଚକାରେ ଥିଲା ବିରାଟକାୟ ଅଜଗର..ଆଉ ତା’ପରେ

ନ୍ୟୁମେକ୍ସିକୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ କାର ଚକାରେ ଅଜଗର ଦେଖି ଚକିତ ହୋଇପଡିଥିଲେ। ସେ ତୁରନ୍ତ ପୋଲିସରେ ଏନେଇ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ କାର ଚକାରୁ ୩ ଫୁଟ ଲମ୍ବର…

ମହାତ୍ମାଙ୍କ ଚଷମା ହେଉଛି ନିଲାମ, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଲଣ୍ଡନ, ୧୦।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯିବ। ଏନେଇ ଅନ୍‌ଲାଇନ୍‌ରେ ୫ ଲକ୍ଷ ୮୮ ହଜାର ୧୦ ଟଙ୍କା(୬ ହଜାର ପାଉଣ୍ଡ) ପର୍ଯ୍ୟନ୍ତ ଏହାର ଦାମ ଯାଇଛି। ମହାତ୍ମାଙ୍କ ଏହି ଗୋଲାକାର ଚଷମା କିଣିବା ପାଇଁ ଲୋକଙ୍କ…

୨୭ ବର୍ଷ ପରେ ଜନ୍ମାଷ୍ଟମୀରେ ମହାସଂଯୋଗ: ଏହି ୩ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ

ଚଳିତ ବର୍ଷ ଅଗଷ୍ଟ ୧୧ ଅର୍ଥାତ୍‌ ମଙ୍ଗଳବାର ଦିନ ଜନମାଷ୍ଟମୀ ପାଳନ କରାଯିବ। ତେବେ ଏଥର ଅଷ୍ଟମୀ ତିଥି ୧୧-୧୨ ଅଗଷ୍ଟରୁ ଦୁଇ ଦିନ ରହିବ। ତେଣୁ ଲୋକମାନେ ଅଗଷ୍ଟ ୧୨ ବୁଧବାର ଦିନ କେତେକ ସ୍ଥାନରେ ଜନ୍ମାଷ୍ଟମୀ ପାଳନ କରିବେ।…

ବିବାହର ୮ ଦିନ ପରେ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଯୁବତୀ ସହ ଫେରାର୍‌ ହୋଇଗଲେ ବର

ରାମପୁର, ୯।୮: ନୂଆ ଜୀବନର ଅନେକ ସ୍ବପ୍ନ ନେଇ ଶାଶୁ ଘରେ ପହଞ୍ଚତ୍ଥିଲେ ନବବିବାହିତ କନ୍ୟା। ଏପରିକି ହାତରୁ ମେହେନ୍ଦି ମଧ୍ୟ ଲିଭି ନ ଥିଲା। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବା ଲାଗି ଯାହା ଭରସାରେ ଘରୁ…

ରାମ ମନ୍ଦିର ପାଇଁ ୨୧୦୦ କିଲୋଗ୍ରାମ ଓଜନର ଘଣ୍ଟି ତିଆରି କରୁଛନ୍ତି ହିନ୍ଦୁ-ମୁସଲମାନ କାରିଗର

ଲକ୍ଷ୍ନୌ, ୯।୮: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିସାରିଛନ୍ତି। ଏବେ ମନ୍ଦିର ନିର୍ମାଣ କାମ ଆଗେଇ ଚାଲିବ। ଏହି ଅବସରରେ ଉତ୍ତର ପ୍ରଦେଶର ଜଣେ ଘଣ୍ଟି କାରିଗର…

ସମୁଦ୍ର ମଝିରେ ଯୋଗ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ…

ଯୋଗ କରିବା ଦ୍ୱାରା ମଣିଷ ଶରୀର ଫିଟ୍‌ ରହିଥାଏ। ସାଧାରଣତଃ ଲୋକମାନେ ଘରେ କିମ୍ବା ପଡିଆରେ ଯୋଗ କରୁଥିବା ନଜିର ରହିଛି। ମାତ୍ର ସମୁଦ୍ର ମଝିରେ ଜଣେ ଯୁବକ ଯୋଗ କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ…

ଏମିତି ଦେଶ, ଯେଉଁଠି ମହିଳା ଏବଂ ପୁରୁଷ ପିନ୍ଧିଥାନ୍ତି ଏକାପ୍ରକାର ପୋଷାକ

ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶ ନିଜର ସ୍ବତନ୍ତ୍ର ପରିଚୟ ପାଇଁ ଜଣାଶୁଣା। ଅନେକ ଦେଶ ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଅନେକ ଦେଶର ଅନନ୍ୟ ସଂସ୍କୃତି ଏବଂ ଏହାର ନାଗରିକଙ୍କ…

ବଡ଼ ତ୍ରିରଙ୍ଗା

ତ୍ରିରଙ୍ଗା ଆମ ଗର୍ବ ଆଉ ଗୌରବର ପ୍ରତୀକ। ଫର୍‌ ଫର ହୋଇ ଉଡୁଥିବା ତ୍ରିରଙ୍ଗାକୁ ଦେଖିଦେଲେ ମନରେ ସାହସ ଓ ଦମ୍ଭ ଭରିଯାଏ । ତେବେ ଭାରତର ବିଭିନ୍ନ ସ୍ଥାନରେ ଉଡୁଛି ଏମିତି କିଛି ତ୍ରିରଙ୍ଗା, ଯାହାର ଆକାର ବେଶ୍‌ ବଡ଼…

ସ୍ବାଧୀନତାର ସଙ୍ଗୀତ

କୁହାଯାଏ, ସଙ୍ଗୀତର ବିକଳ୍ପ ନାହିଁ। ମଣିଷଠୁ ଆରମ୍ଭକରି ପଶୁପକ୍ଷୀ ଏପରିକି ବୃକ୍ଷଲତାଙ୍କୁ ମଧ୍ୟ ଆକର୍ଷିତ କରିପାରିଥାଏ ସଙ୍ଗୀତ। ସେଥିଲାଗି ଯେବେ ବି ମଣିଷ ସଙ୍କଟରେ ପଡ଼ିଛି ସେଥିରୁ ମୁକ୍ତି ପାଇବା ପାଇଁ ସଙ୍ଗୀତକୁ ହିଁ ଆଶ୍ରା କରିଛି। ସେମିତି ଏକ ମହାସଙ୍କଟର…

ସ୍କୁଲ ଖୋଲିବାର ପ୍ରସ୍ତୁତି କରୁଛନ୍ତି ସରକାର! ହେଲେ ଏହି ଦେଶରେ ୧୫ ଦିନରେ ସଂକ୍ରମିତ ହେଲେଣି ୯୭୦୦୦ ଶିଶୁ

ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଏହାକୁ ନେଇ ସ୍କୁଲ, କଲେଜ ଆଦି ବନ୍ଦ ରହିଛି। ହେଲେ ଦୀର୍ଘ ଦିନ ଧରି ପିଲାଙ୍କ ପାଠପଢ଼ା ବନ୍ଦ ଥିବାରୁ ଏବେ…

ଜନଶୂନ୍ୟ ରାସ୍ତାରେ ଯାଉଥିଲେ ବ୍ୟକ୍ତି, ଦୌଡ଼ି ଆସି ମାଙ୍କଡ ଦେଲା ଧକ୍କା: ଆଉ ତା’ ପରେ…

ମାଙ୍କଡ଼କୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ହସକୁ ନିୟନ୍ତ୍ରଣ କରିପାରିବେ ନାହିଁ। ମାଙ୍କଡଟି ରାସ୍ତାରେ ଯାଉଥିବା ଲୋକକୁ ଏମତି ଏକ ଧକ୍କା…

ଦେଖନ୍ତୁ ବୁଲେଟ୍‌ ଟ୍ରେନ୍‌ରେ କିପରି ବସିଲା ମାଙ୍କଡ଼

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?