ଫୁରସତ

ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ ନିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ। ତେବେ ଏହି ଟିକା ତାଙ୍କର…

ନିଜେ ମାସ୍କ ନ ପିନ୍ଧି ଚାଲାଣ କାଟୁଥିଲେ ଥାନାଧିକାରୀ: ଘଟିଲା ଏମିତି କିଛି..

ଲକ୍ଷ୍ନୌ, ୧୨।୮: କରୋନା ସଂକ୍ରମରରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉତ୍ତରପ୍ରଦେଶର ଜଣେ ଥାନାଧିକାରୀ ମାସ୍କ ନ ପିନ୍ଧି ଚାଲାଣ କଟିବା ତାଙ୍କୁ ଭାରି ପଡିଛି। ବଣ୍ଡି ଥାନା ଅଧିକାରୀ ସୁଭାଷ ଚନ୍ଦ୍ର…

ଅନ୍ତର୍ଜାତୀୟ ଯୁବ ଦିବସ: ଶାନ୍ତି, ସମନ୍ବୟ ଓ ବିକାଶର ଶକ୍ତି

ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ। ଯୁବଶକ୍ତି ବିଶ୍ୱରେ ଶାନ୍ତି ତଥା ସମାଜିକ ସମନ୍ବୟ ଆଣି ପାରିବେ। ଏଣୁ ଯୁବଶକ୍ତିର ବିକାଶ ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ଯୁବକମାନଙ୍କ ସମସ୍ୟା…

ଚାଲୁଥିବା ଫାଇଭ୍‌ଷ୍ଟାର୍‌ ହୋଟେଲ

ନୂଆଦିଲ୍ଲୀ: କରୋନା ଯୋଗୁ ଏବେ ଅଧିକାଂଶ ସମୟ ଘରେ ରହିବା ଫଳରେ ଅନେକ ବୋର୍‌ ହୋଇଗଲେଣି। ବାହାରକୁ କେଉଁଠିକୁ ଯାଇ ହେଉନି କି ବୁଲାବୁଲି କରି ହୋଟେଲରେ ଖିଆପିଆ କରି ହେଉନି। ତେବେ ଏମିତି ଏକ ସମୟରେ ଆପଣଙ୍କ ପାଖକୁ ଯଦି…

ରାମଭକ୍ତ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍‌ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଦାନିଶ୍‌ କାନେରିଆ ଏଭଳି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତ ସରକାରଙ୍କ ଅନୁମତି ଲୋଡ଼ିବେ ବୋଲି କହିଛନ୍ତି। ସେ…

ରୁଷିଆର କରୋନା ଟିକା ଉପରେ ବିଶ୍ୱକୁ ହେଉନାହିଁ ଭରସା? ଜାଣନ୍ତୁ ୫ କାରଣ

ମସ୍କୋ,୧୧।୮: ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା। ଏନେଇ ମଙ୍ଗଳବାର ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଛନ୍ତି। ହେଲେ ଏହାର ଟିକାକୁ ସନ୍ଦେହଜନକ ଦୃଷ୍ଟିରେ ଦେଖାଯାଉଛି। କାରଣ କରୋନା ଟିକା ପ୍ରସ୍ତୁତ ନେଇ ଶହେରୁ ଅଧିକ ଦେଶ ପ୍ରୟାସ…

ଏହି ରାଜ୍ୟର ଦୁଇ ନଦୀରୁ ମିଳିଥାଏ ସୁନା, ଏବେ ସୁନାଖଣି ଥିବା ନେଇ ବଢ଼ିଲା ସମ୍ଭାବନା

ଛତିଶଗଡ଼ର ଜଶପୁରରେ ସୁନାଖଣି ପାଇବାର ସମ୍ଭାବନା ବଢ଼ିବାରେ ଲାଗିଛି। କାରଣ ଏଠାରେ ଥିବା ଦୁଇଟି ନଦୀ ଅବବାହିକାରେ ସୁନାର କଣିକା ଦେଖିବାକୁ ମିଳିଥିଲା। ଏବେ ଏଠାରେ ସର୍ଭେ କରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ଜଶପୁରନଗରରେ ଥିବା ଈବ୍‌ ଏବଂ…

ଏ ହେଉଛନ୍ତି କ୍ରିକେଟ ଦୁନିଆର ଆଗାମି ସୁପରଷ୍ଟାର: ଭିଡିଓ ଶେୟାର କଲେ ଡିନ୍‌ ଜୋନ୍ସ

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍‌ ଜୋନ୍ସ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବିଲେଇ ଅତି ସୁନ୍ଦର ଭାବେ ଫିଲ୍ଡିଂ କରୁଛି। ଏହାକୁ ଦେଖି ଲୋକେ କ୍ରିକେଟ ଦିନିଆର…

ଏହି ପଶୁର ସିଂଘ ଦେଖି ଲୋଭ ହେଲା ହାତୀର, ପରେ ଏମିତି କରି ସେ ବି ଲଗାଇଲା ସିଂଘ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ସ୍ତ୍ରୀଙ୍କୁ ଛୋଟ ଛୋଟ ଖଣ୍ଡକରି କାଟି ବାଥ୍‌ରୁମ୍‌ରେ ଫ୍ଲସ୍‌ ମାରିଦେଲେ ସ୍ବାମୀ: ଜାଣନ୍ତୁ କାହିଁକି…

ବେଜିଂ, ୧୧।୮: ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ସାଧାରଣ କଥା। ଏହାର ସମାଧାନ କରି ପୁଣିଥରେ ସେମାନେ ଖୁସିରେ ଜୀବନ ବିତାଇଥାନ୍ତି। ଜଦି ଏହି ଝଗଡା ଅଣାୟତ ହୁଏ, ତେବେ ସେମାନେ ଛାଡପତ୍ର ନେଇ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି। ହେଲେ…

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି ବୈଜ୍ଞାନିକମାନେ ଏକ ଗବେଷଣା ପରେ ଦାବି କରିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ, ଜର୍ମାନର Ruhr…

ବଜାରରେ ବିକ୍ରି ହେଉଛି ପିପିଇ କିଟ୍‌, କ୍ୟାପ, ମାସ୍କ, ଫେସସିଲ୍ଡ ପିନ୍ଧା କୃଷ୍ଣଙ୍କ ମୂର୍ତ୍ତି

ବାରାଣସୀ,୧୧।୮: କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ପାଳନ କରାଯାଉଥିବା ଅନେକ ପର୍ବପର୍ବାଣୀ ତା’ର ଚମକ ହରାଇଛି। ଭାରତଭଳି ଏକ ଧର୍ମନିରପେକ୍ଷ ଦେଶରେ ବି ପ୍ରାୟ ସମସ୍ତ ପର୍ବପର୍ବାଣୀର ରଙ୍ଗ ମଉଳି ଯାଇଛି କହିଲେ ଚଳେ। ଚଳିତ ବର୍ଷ ଅଗଷ୍ଟ୧୧ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?