ଫୁରସତ

ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ଜାଳିଦିଅନ୍ତି ତାଲିବାନ, ସେଠି ମହିଳା ଗଢ଼ିଛନ୍ତି ଅର୍କେଷ୍ଟ୍ରା ପାର୍ଟି

ଆଫଗାନିସ୍ତାନ ଏମିତି ଏକ ଦେଶ ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ତାଲିବାନମାନେ ଜିଅନ୍ତା ଜାଳିଦିଅନ୍ତି। କିନ୍ତୁ ସେଠି ମହିଳାମାନେ ଏକତ୍ରିତ ହୋଇ କାହାକୁ ଖାତିର ନ କରି ଗଢ଼ିଛନ୍ତି ଏକ ଅର୍କେଷ୍ଟ୍ରା ପାର୍ଟି। ଏହି ପାର୍ଟିର ୩୦ ମହିଳା ଷ୍ଟେଜ୍‌ ପ୍ରୋଗ୍ରାମ କରି ସଙ୍ଗୀତର…

ଏହି ଗାଁରେ ଝିଅ ବାହା ଦେବାକୁ ରାଜି ନାହାନ୍ତି ମାତାପିତା

ଜୟପୁର, ୨୧।୬: ରାଜସ୍ଥାନର ସିକର ନିକଟସ୍ଥ କିରୋ କି ଢାଣି ଗ୍ରାମକୁ ଝିଅ ବାହା ଦେବାକୁ ରାଜି ନାହାନ୍ତି ମାତାପିତା। ଏହି ଗାଁରେ ଯୁବକଙ୍କ ବିବାହ ବୟସ ବୃଦ୍ଧି ପାଉଥିଲେ ମଧ୍ୟ ଝିଅ ମିଳୁନାହାନ୍ତି। ଏହା ପଛରେ କାରଣ ହେଉଛି ଜଳସଙ୍କଟ।…

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି। ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗଛ ନିକଟରେ ପୂଜା…

ଯେଉଁ ଗାଁରେ ମୃତକଙ୍କୁ ନିଜଘରେ ଦିଆଯାଏ କବର

ଉତ୍ତର ପ୍ରଦେଶ ଆଗ୍ରାର ଅଛନେରା ବ୍ଲକ ଛହ ପୋଖରା ଗାଁର ମୁସଲମାନ ପରିବାରର ସଦସ୍ୟମାନେ ସେମାନଙ୍କ ପରିଜନଙ୍କ ମୃତ ଶରୀରକୁ ନିଜ ଘରେ ହିଁ କବର ଦେଉଥିବା ପ୍ରକାଶ କରିଛନ୍ତି। ଗାଁରେ ଏମାନଙ୍କ ପାଇଁ କୌଣସି କବରସ୍ଥାନ ନ ଥିବାରୁ ଏମାନେ…

ଏବେ ବି ସୁସ୍ଥ ଅଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୁମ୍ଭୀର ‘ମୁଜା’

ଆମେରିକାର ବେଲଗ୍ରେଡ ଚିଡ଼ିଆଖାନାକୁ ଆସିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୁମ୍ଭୀର ‘ମୁଜା‘। ଆଶ୍ଚର୍ଯ୍ୟର କଥା କୁମ୍ଭୀରଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ନିଜ ପ୍ରଜାତିଙ୍କ ମଧ୍ୟରେ ଏହା ସବୁଠୁ ବୟସ୍କ। ବୟସ ୮୦ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସମସ୍ୟା ପରିଲକ୍ଷିତ…

ଏହି ଗ୍ରାମରେ ଦଳିତଙ୍କୁ ଚପଲ ପିନ୍ଧିବା ମନା

ବେଙ୍ଗାଲୁରୁ, ୨୦।୬: କର୍ନାଟକର ଟିପ୍ପୁର ଗ୍ରାମରେ ଦଳିତ ଶ୍ରେଣୀର ଲୋକେ ମନ୍ଦିର ଯିବା ତ ଦୂରର କଥା, ଚପଲ ପିନ୍ଧିବାକୁ ମଧ୍ୟ ଅନୁମତି ନାହିଁ। ଏଭଳି ଅମାନବୀୟ ବ୍ୟବହାର ପାଇଁ ଦଳିତମାନେ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ସେମାନେ ଅଭିଯୋଗ କରି…

ଏମିତି ଗାଁ ଯେଉଁଠି ପ୍ରତିବର୍ଷ ଦିଆଯାଏ ମାଗଣା ଆମ୍ବ ପାର୍ଟି, ମଜା ନେଇଥାନ୍ତି ହଜାର ହଜାର ଲୋକ

ଲୋକେ ନିଜ ବାଡ଼ିବଗିଚାରେ ଚାଷ କରି ବର୍ଷକ ଯାଏ ଚାହିଁ ରହିଥାନ୍ତି ଅମଳ ହେଲେ ବିକି୍ରି କରି ଦୁଇ ପଇସା ରୋଜଗାର କରିବେ। କିନ୍ତୁ ଏମିତି ଜଣେ କୃଷକ ଅଛନ୍ତି ଯିଏ ନିଜ ବଗିଚାରେ ଲଗାଇଥିବା ଆମ୍ବ ଗଛରୁ ଯାହା ଅମଳ…

ଏହି ମନ୍ଦିରରେ ଦୀପରୁ ବହେ କେଶର ଠୋପା…

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ରହସ୍ୟର ସମାଧାନ କରିବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇ ନ ଥାଏ। ମଧ୍ୟପ୍ରଦେଶ ମନାସା ସହରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅହ୍ଲେଡଠାରେ…

ସିରିଏଲ୍‌ କିଲର୍‌ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍‌ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲ୍‌ର ୟୁନିଭର୍ସିଟିରେ ଡିଏଗୋ ଏଲ୍ବେସ୍‌ ନାମକ ସିରିଏଲ୍‌ କିଲର୍‌ର ମୁଣ୍ଡ ପ୍ରାୟ ୧୫୦ ବର୍ଷରୁ ସଂରକ୍ଷିତ ହୋଇ ରହିଛି। ଡିଏଗୋ…

ଏଠାରେ ୬୯ ଦିନ ବୁଡ଼ନ୍ତିନି ସୂର୍ଯ୍ୟ : ଶୀତଋତୁରେ ୯୦ ଦିନ ହୁଏ ଅନ୍ଧାର

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତିନି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଏମିତି ଦୃଶ୍ୟ ଦେଖିବାକୁ ମିଳେ ନରଓ୍ବେର ସମାରୋହ ଦ୍ୱୀପରେ। ଏଠାରେ ୧୮ ମେ’ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ୬୯ ଦିନ…

ବିଶ୍ୱର ସବୁଠୁ ବିପଜ୍ଜନକ ସୁଡ଼ଙ୍ଗ

ଚୀନ୍‌ର ତେହାଙ୍ଗ ପାହାଡ଼କୁ ମଝିରୁ କାଟି ତିଆରି କରାଯାଇଛି ବିଶ୍ୱର ସବୁଠୁ ଭୟାନକ ସୁଡ଼ଙ୍ଗ। ଏହାର ନାମ ରହିଛି ଗୁଓଲିୟାଙ୍ଗ୍‌। ସୁଡ଼ଙ୍ଗର ନିର୍ମାଣ ୧୯୭୨ରେ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁଡ଼ଙ୍ଗରେ କେବଳ ଚାଲି ଚାଲି ଯିବାର ନିୟମ ଥିଲା। ଏବେ…

୩ ହଜାର ଫୁଟ୍‌ ପାହାଡ଼ ଚଢ଼ିଲେ ୧୦ ବର୍ଷର ଝିଅ

ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ କମ୍‌ ବୟସରେ ୩ ହଜାର ଫୁଟ୍‌ ଉଚ୍ଚ ପାହାଡ ଚଢ଼ି ଝିଅଟି ପ୍ରଥମ ପାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?