ଫୁରସତ

ପଞ୍ଜୁରୀ ଭିତରେ ଥିବା ଛଞ୍ଚାଣର ଖାଦ୍ୟ ଛଡ଼ାଇ ନେଉଥିଲା ଏହି ପକ୍ଷୀ, ପାଇଲା ପାନେ

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ବଗ ଏବଂ ଛଞ୍ଚାଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ପଞ୍ଜୁରୀ ଭିତରେ ଥିବା ଛଞ୍ଚାଣ ନିକଟରୁ ବଗ ଖାଦ୍ୟ ଛଡାଇବାକୁ ଚେଷ୍ଟା କରୁଛି।…

ତରଳୁଛି ଗ୍ଲେସିଅର, ଯେଉଁଠି ଶୁଟିଂ ହୋଇଥିଲା ଓସ୍କାର ବିଜେତା ଫିଲ୍ମ

ନ୍ୟୁଜିଲାଣ୍ଡ୍‌ର ଗ୍ଲେସିଅର ଅଧାରୁ ଅଧିକ ତରଳି ସାରିଲାଣି। ଯେଉଁଠି ଓସ୍କାର ବିଜେତା ହଲିଉଡ୍‌ ଫିଲ୍ମ ‘ଲଡ୍‌ ଅଫ୍‌ ଦ ରିଙ୍ଗ୍‌ସ’ ଏବଂ ‘ହବିଟ୍‌’ ଶୁଟିଂ ହୋଇଥିଲା। ଏହି ଗ୍ଲେସିଅର ନ୍ୟୁଜିଲାଣ୍ଡ୍‌ର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ…

ସ୍ତ୍ରୀଙ୍କ ସହ ଏହି ଉପାୟରେ ଫଟୋ ଉଠାଉଛନ୍ତି ସ୍ବାମୀ, ପୂରା ଭିଡିଓ ଦେଖିଲେ ରୋକିହେବନି ହସ

ସୋସିଆଲ ମିଡିଆରେ ବର୍ତ୍ତମାନ ଅଧିକରୁ ଅଧିକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଉପଭୋଗ କରି ଜଣେ ଅନ୍ୟ ଜଣଙ୍କୁ ଶେୟାର କରୁଛନ୍ତି। ମାତ୍ର ଏପରି କିଛି ଭିଡିଓ ଅଛି ଯାହାକୁ ଆପଣ ବାରମ୍ବାର ଦେଖିବାକୁ ଇଚ୍ଛାକରିବେ। ଯାହାକୁ ଦେଖି ହସ ନିୟନ୍ତ୍ରଣ…

୨ ଯୁବକଙ୍କୁ ବିବାହ କରି କୋଟିଏ ୪୫ ଲକ୍ଷ ଠକିନେଲେ କନ୍ୟା: ଏବେ ତୃତୀୟ ବିବାହ କରି ବିଦେଶକୁ ଉଡ଼ନ ଛୁ…

ନୂଆଦିଲ୍ଲୀ, ୯।୮: ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କୋଟିଏ ୪୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ କନ୍ୟା। ଏହାପରେ ଏବେ ତୃତୀୟ ଯୁବକଙ୍କୁ ବିବାହ କରି ହନିମୁନ୍‌ ପାଇଁ ବିଦେଶକୁ ଉଡ଼ନ ଛୁ…

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା

୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା ଏକ ଗୌରବମୟ ଭୂମିକା ଗ୍ରହଣ କରିଥିଲା। ଅଗଷ୍ଟ ୯ ତାରିଖ ରାତିରେ ବମ୍ବେଠାରେ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ହରେକୃଷ୍ଣ ମହତାବଙ୍କ ସମେତ ତୁଙ୍ଗନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏଥିସହ ଓଡ଼ିଶାର…

ଯୁବ ପ୍ରତିଭା: ଦରଦୀଙ୍କ ବନ୍ଧୁ ପିଙ୍କୁ

ପିଲା ବେଳୁ ସମାଜ ସେବା ପ୍ରତି ତାଙ୍କର ଆଗ୍ରହ । ବୟସ ବଢିବା ସହିତ ଏହା ତାଙ୍କ ନିଶାରେ ପରିଣତ ହୋଇଛି। ରାସ୍ତାକଡରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେବା ହେଉ କି ଅସହାୟଙ୍କୁ ସାହାଯ୍ୟ ପୁଣି ପରିବେଶ ସୁରକ୍ଷା, ଜୀବଜନ୍ତୁଙ୍କ ସେବା…

ଲାଲ ରଙ୍ଗର ଅତି ଦୁର୍ଲଭ ସାପ ଉଦ୍ଧାର

ଡେରାଡୁନ, ୮।୮: ଉତ୍ତରାଖଣ୍ଡର ନୈନିତାଲ ଜିଲାରୁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଅତି ଦୁର୍ଲଭ ଲାଲ ରଙ୍ଗର କୋରାଲ୍‌ କୁକ୍‌ରି ସାପ ଉଦ୍ଧାର କରାଯାଇଛି। ନୈନିତାଲର ବିନ୍ଦୁଖଟ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଏହି ସାପଟିକୁ ପଶିଯାଇଥିଲା। ଏହାପରେ ଜଙ୍ଗଲ ବିଭାଗ…

କରୋନାଠାରୁ ଅଧିକ ବେଗରେ ବ୍ୟାପୁଛି ‘ବିନୋଦ’: ପେଟିଏମ୍‌କୁ ଛାଡ଼ିଲା ନାହିଁ; ଘଟିଲା ଏପରି..

ସୋନମ ଗୁପ୍ତା ଏବଂ ଆଞ୍ଜେଲ ପ୍ରିୟାଙ୍କ ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିନୋଦ। ସେ କିଏ? ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ତାଙ୍କ ନାମ ଟ୍ରେଣ୍ଡ କରୁଛି। କରୋନାଠାରୁ ଅଧିକ ଗତିରେ ବିନୋଦ ବ୍ୟାପୁଛନ୍ତି…

କରୋନା ପଜିଟିଭ୍‌ ହେଲେ ଏହି ଦେଶରେ ମିଳିବ ୯୪୦୦୦ ଟଙ୍କା, କାରଣ ଜାଣିଲେ ହେବେ ଚକିତ

ଓ୍ବାଶିଂଟନ,୮ା୮: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହାର ସଫଳ ଟିକା ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେଣୁ ବିଭିନ୍ନ ଦେଶରେ ଏହାକୁ ରୋକିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି। ସେହିପରି ଆମେରିକାର କାଲିଫର୍ନିଆ ଏକ…

କୁକୁଡ଼ା ଛୁଆର ବିନ୍ଧୁଛି ଅଣ୍ଟା: କରୁଛି ବ୍ୟାୟାମ, ଭିଡିଓ ଦେଖିଲେ ହସିହସି ଗଡ଼ିିବେ..

କୁକୁଡ଼ା ଛୁଆକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ହସକୁ ନିୟନ୍ତ୍ରଣ କରିପାରିବେ ନାହିଁ। କୁକୁଡ଼ା ଛୁଆଟି ପଛପଟେ ହାତ ଦେଇ ପୁରା ନଇଁଯାଉଛି। ଯେପରି ମଣିଷ ମାନଙ୍କ ଅଣ୍ଟା…

ଛେଳିପଲ କରୁଛନ୍ତି ଡିସ୍କୋ ଡ୍ୟାନ୍ସ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ ମାରି ନିଜେ ପାଣି ପିଉଛି। ବର୍ତ୍ତମାନ ଛେଳିପଲ ଡିସ୍କୋ ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ…

ପତ୍ର ଉପରେ ଯାଉଥିଲା ଗେଣ୍ଡା, ୧୨ ଫୁଟ ଜିଭ ଲମ୍ବେଇ ଚାହିଁଲା ଏଣ୍ଡୁଅ: ଆଉ ତା’ ପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ବହୁରୂପି ଏଣ୍ଡୁଅ ଓ ଗେଣ୍ଡାର ଏକ ଭିଡିଓ ଭାଇରାଲ ହେଉଛି। ଏକ ଗେଣ୍ଡା ପତ୍ର ଉପରେ ଚାଲିକରି ଯାଉଥିବା ବେଳେ ଏଣ୍ଡୁଅଟି ତାକୁ ଚାହିଁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?