୧୦୩ ବର୍ଷରେ ହାତରେ ପ୍ରଥମ ଟାଟୁ କଲେ ଏହି ମହିଳା
୧୦୩ ବର୍ଷୀୟା ଜଣେ ମହିଳା ହାତରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାରେ ରହୁଥିବା ଡୋରଥି ପଲକ ନାମକ ଏହି ମହିଳା ଜଣଙ୍କ ହାତରେ ବେଙ୍ଗ ଟାଟୁ କରିଛନ୍ତି। କରୋନା ଯୋଗୁ ସେ ମିଶିଗନସ୍ଥିତ ଏକ ହସ୍ପିଟାଲରେ ଆଇସୋଲେଟ୍ ଥିଲେ। ସେଠାରେୁ…
ଡଙ୍ଗାରେ ବର ପାଣିରେ ବରଯାତ୍ରୀ: ବନ୍ୟା ବିଭିଷୀକାରେ ହେଉଛି ଏଭଳି ବିବାହ
ପାଟନା,୧୧।୮: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ବିହାର ଏହି ସମୟରେ ବନ୍ୟା ଘେରରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ…
ମୂଲ୍ୟବାନ ଜିନିଷ ପରିବର୍ତ୍ତେ ଚୋରି ହେଉଛି ଗୋବର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଚୋରି ବିଷୟରେ ଆମେ ଅନେକ ଖବର ଶୁଣିଛୁ। ଚୋରମାନେ ବିଶେକରି ସୁନା, ରୂପା ଅଳଙ୍କାର ଅବା ମୂଲ୍ୟବାନ ଜିନିଷ ଚୋରିକରି ନେଇଥାନ୍ତି। ତେଣୁ ଏପରି ଜିନିଷକୁ ଲୋକମାନେ ଲୁଚାଇ ରଖିଥାନ୍ତି। ହେଲେ ଛତିଶଗଡ଼ର କୋରିଆ ଜିଲାରୁ ଏକ ଭିନ୍ନ ଜିନିଷ ଚୋରି…
ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା
ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍ଡାଉନ୍, ଶଟ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ…
ଖୁଣ୍ଟରେ ଚଢି ବିଦ୍ୟୁତ୍ ତାର ସଜାଡୁଛନ୍ତି ମହିଳା, ଲୋକଙ୍କ ସମାଲୋଚନାର ଶିକାର
କୌଣସି ମହିଳାଙ୍କୁ କେବେ ଖୁଣ୍ଟରେ ଚଢି ବିଦ୍ୟୁତ୍ ତାର ସଜାଡୁଥିବା ଦେଖିଛନ୍ତି କି? ହୁଏତ ଦେଖି ନ ଥିବେ। ମହାରାଷ୍ଟ୍ରରେ ଜଣେ ମହିଳା ଏଭଳି କାମ କରୁଥିବା ଦେଖାଯାଇଛି। ଏବେ ମହିଳାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ସ୍ତ୍ରୀଙ୍କୁ କରୋନା ହୋଇଥିବା ଶୁଣି ଜୀବନ ହାରିଲେ ସ୍ବାମୀ
ମୁଜାଫରପୁର, ୧୧।୮: ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଶୁଣିବା ପରେ ହାର୍ଟଆଟାର୍କରେ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଆନନ୍ଦପୁର ଗଙ୍ଗାଲିଆ ଗ୍ରାମରେ। ଗ୍ରାମର ଏକ ଦମ୍ପତି ସାରେୟା ସିଏଚ୍ଜିରେ କରୋନା ପରୀକ୍ଷା କରାଇଥିଲେ। ତେବେ…
ହାତରେ ଗୀତା ଧରି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିପ୍ଲବୀ
ଯେଉଁ ବୟସରେ ଜଣେ ଯୁବକ ତାଙ୍କ କ୍ୟାରିୟର ଏବଂ ଭବିଷ୍ୟତ ବିଷୟରେ ଚିନ୍ତିତ ଥାନ୍ତି ସେହି ବୟସରେ ଜଣେ ବିପ୍ଳବୀ ବାହାରି ଆସିଥିଲେ ଯିଏ ଦେଶ ପାଇଁ ଜୀବନ ଦେଇଥିଲେ। ମାତ୍ର ୧୮ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନକୁ…
କୂଅରେ ଦେଖାଗଲେ ହଜାର ହଜାର ସଂଖ୍ୟକ ସାପ
ଛତ୍ରପୁର, ୧୦।୮: ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସୀମାନ୍ତ ଛତ୍ରପୁର ଜିଲାରେ ଚକିତ କଲାଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜିଲାର ହର୍ପାଲପୁର ଅନ୍ତର୍ଗତ ଭଣ୍ଡାର ଗ୍ରାମର ଏକ ରାସ୍ତା ପାର୍ଶ୍ୱସ୍ଥ କୂଅରେ ଅଚାନକ ହଜାର ହଜାର ସଂଖ୍ୟକ ସାପକୁ ଦେଖି…
୫୩ ବର୍ଷ ବୟସରେ ଯୁକ୍ତ ୨ରେ ଆଡ୍ମିଶନ କଲେ ଏହି ରାଜ୍ୟର ଶିକ୍ଷାମନ୍ତ୍ରୀ
ରାଞ୍ଚି, ୧୦।୮: କୁହାଯାଏ ପାଠ ପଢ଼ିବାର କୌଣସି ବୟସ ନାହିଁ। ଯେକୌଣସି ବୟସରେ ମଧ୍ୟ ଜଣେ ଚାହିଁଲେ ଶିକ୍ଷା ଗ୍ରହଣ କରିପାରିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ବର୍ତ୍ତମାନ ରାଜ୍ୟ ଶିକ୍ଷା…
ଜନ୍ମ ନେଲା ଅଜବ ଛେଳି ଛୁଆ; ନାକ ଜାଗାରେ ରହିଛି ଆଖି
ବିଳାସପୁର, ୧୦।୮: ଛତିଶଗଡ଼ର ବିଳାସପୁରରେ ଏକ ଅଜବ ଛେଳି ଛୁଆ ଜନ୍ମ ନେଇଛି। ନବଜାତ ଛେଳି ଛୁଆର ନାକ ନ ଥିବାବେଳେ ଏହି ସ୍ଥାନରେ ଆଖି ରହିଛି। ଏଭଳି ବିଚିତ୍ର ଛେଳି ଛୁଆକୁ ନେଇ ଏବେ ବେଶ୍ ଚର୍ଚ୍ଚା। ବିଳାସପୁର ବାସିନ୍ଦା…
ଚାହୁଁ ଚାହୁଁ ମାଟିରେ ମିଶିଗଲା କୂଅ: ପରେ ଘଟିଲା ଏମିତି…
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ଚାହୁଁ ଚାହୁଁ ମାଟିରେ ପୋତି ହୋଇଯାଉଛି। ଏହି ଭିଡିଓଟିକୁ…
ବିଶ୍ୱର ୫ ବିପଜ୍ଜନକ ବିମାନବନ୍ଦର: ଯେଉଁଠି ଯାତ୍ରାତ ଦୂର କଥା ଦେଖିଲେ ଲାଗିବ ଡର
ବିମାନରେ ଯାତ୍ରା କରିବାକୁ ହେଲେ ବିମାନବନ୍ଦର ଯିବାକୁ ପଡ଼ିଥାଏ। ମାତ୍ର ଏପରି ଅନେକ ବିମାନବନ୍ଦର ଅଛି ଯାହା ଦେଖିବାକୁ ବହୁତ ସୁନ୍ଦର। କ’ଣ ଆପଣ ଏପରି ୫ଟି ବିମାନବନ୍ଦର ବିଷୟରେ ଜାଣନ୍ତି ଯାହା ଅତ୍ୟନ୍ତ ବିପଜ୍ଜନକ। ଏହି ବିମାନବନ୍ଦରଗୁଡ଼ିକରେ ବିମାନ ଉଡ଼ାଣ…

