ଫୁରସତ

ଏହି ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ, ଜାଣନ୍ତୁ କାହିଁକି

କୁହାଯାଏ, ମଣିଷ ଯଦି ଚାହେଁ ତେବେ ମାନବିକତା ମାଧ୍ୟମରେ ସେ ସମଗ୍ର ଦୁନିଆକୁ ଆହୁରି ସୁନ୍ଦର କରିପାରିବ। ଠିକ୍‌ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲାବାସୀ। ଯେଉଁଠାରେ ଏକ ପକ୍ଷୀ ପାଇଁ ସମଗ୍ର ଗାଁ ୩୫ ଦିନ…

ସମୁଦ୍ର ମଧ୍ୟରେ ଶୋଇଛି ୭୫ ଫୁଟ ଲମ୍ବର ବିଶାଳକାୟ ଜୀବ: ଲୋକେ ହେଲେ ଆଶ୍ଚର୍ଯ୍ୟ

ବେଳେବେଳେ ସମୁଦ୍ର ବିଷୟରେ ଅନେକ କୌତୁହଳପୂର୍ଣ୍ଣ ସୂଚନା ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଆସିଥାଏ। ସେଥିରୁ ଅନେକ ଘଟଣାକୁ କଳ୍ପନା କରି ହୁଏ ନାହିଁ। ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ ହୋଇଥିବା ଏହିପରି ଅନେକ ଭିଡିଓ କିମ୍ବା ଫଟୋ ପୂର୍ବରୁ ଦେଖିଥିବେ।…

ଲକ୍‌ଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ: ୨ ବିଦେଶୀ ମହିଳାଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ,୨୫।୭-ଲାକଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ। ନୂଆଦିଲ୍ଲୀ ମାଲରୋଡସ୍ଥିତ ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବାବେଳେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଉଜବେକିସ୍ଥାନର ଯୁବତୀ, ଦିଲ୍ଲୀର ଜଣେ ଯୁବତୀଙ୍କ ସମେତ…

ଏଠାରେ କରୋନା ଭୟ ଶୂନ: ମାତ୍ର ୭୫ ଟଙ୍କାରେ ଘର କିଣି ରହିପାରିବେ

କରୋନା ଭାଇରସ ସମଗ୍ର ବିଶ୍ୱର ହଇଚଇ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିଲା ଏହି ମରାମାରୀ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ୟୂରୋପର ଇଟାଲୀ ସବୁଠାରୁ…

କରୋନା ଆରମ୍ଭରୁ ସୂଚନା ଦେବ ହାତ ବ୍ୟାଣ୍ଡ: ମୂଲ୍ୟ ମାତ୍ର ୩, ୫୦୦ ଟଙ୍କା

ନୂଆ ଦିଲ୍ଲୀ, ୨୫।୭: କରୋନା ବିିଷୟରେ ସୂଚନା ଦେବ ହାତ ବ୍ୟାଣ୍ଡ। ଆଇଆଇଟି ମାଡ୍ରାସ କରୋନା ଜୀବାଣୁ ସଂକ୍ରମଣ ଚିହ୍ନଟ ପାଇଁ ଏପରି ଏକ ବ୍ୟାଣ୍ଡ ତିଆରି କରିଛି। ଏହା ସଂକ୍ରମଣ ଆରମ୍ଭ ହେବାମାତ୍ରେ ସୂଚନା ଦେବ। ଆଗାମୀ ମାସ ସୁଦ୍ଧା…

ଛେଳିର ଦାମ୍‌ ୫ ଲକ୍ଷ ଟଙ୍କା: କାନରେ ଲେଖାଅଛି ଏମିତି

ପଞ୍ଜାମର ସାଙ୍ଗରୁର ଗ୍ରାମର ଶେର ଖାନ ନାମକ ଏକ ଛେଳି ଏବେ ଚର୍ଚ୍ଚାରେ। ଇଦ୍‌ ପାଇଁ ଏହି ଛେଳିକୁ ନେବାପାଇଁ ଲୋକେ ଆଗେଇ ଆସିଛନ୍ତି। ଶେରକୁ ନେବା ପାଇଁ ନିଲାମ ଡକାଯାଇଛି। ଦେଢ଼ ବର୍ଷର ଏହି ଛେଳିକୁ ୩ ଲକ୍ଷ ଟଙ୍କାର…

କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..

ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଅନ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ କରୋନାରେ ଜୀବନହାନୀ ହେଉଥିବା ହେତୁ ସତର୍କ ରହିବାକୁ…

୫୨୩୦ଲୋକଙ୍କ ମୃତ୍ୟୁର ଅପରାଧୀ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ

୯୩ ବର୍ଷୀୟ ଜଣେ ନାଜି ଗାର୍ଡଙ୍କୁ ଜର୍ମାନ କୋର୍ଟ ୫୨୩୦ ଜଣଙ୍କ ହତ୍ୟା ଘଟଣାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବ୍ରୁନୋ ଦେ। ବ୍ରୁନୋ ୭୫ ବର୍ଷ ପୂର୍ବେ ଷ୍ଟଥ୍‌ଅଫ୍‌ କନ୍‌ଷନଟ୍ରେଶନ କ୍ୟାମ୍ପରେ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ସେ…

ପିପିଇ କିଟ୍‌ ସହ ଖେଳୁଛନ୍ତି ମାଙ୍କଡ

ପିପିଇ କିଟ୍‌ କରୋନା ଯୋଦ୍ଧାଙ୍କ ପାଇଁ ସବୁଠାରୁ ବଡ଼ ଅସ୍ତ୍ର। ଏହା ହେଉଛି ସେହି ଯୋଷାକ ଯାହାକି କରୋନା ରୋଗୀ ଏବଂ ଯୋଦ୍ଧାଙ୍କ ମଧ୍ୟରେ କାନ୍ଥଭଳି କାମ କରିଥାଏ। ହେଲେ ତାମିଲନାଡୁର ଏକ କୋଭିଡ୍‌ କେୟାର ସେଣ୍ଟରରେ ବ୍ୟବହୃତ ପିପିଇ କିଟ୍‌…

ଗଧ ସହ ସାକ୍ଷାତ୍‌କାର: କାହିଁକି ପିନ୍ଧିନ ମାସ୍କ୍‌ ପଚାରିଲେ ରିପୋର୍ଟର

ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍‌କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା ଏକ ଗଧକୁ କାହିଁକି ମାସ୍କ୍‌ ପିନ୍ଧିନ ବୋଲି ପ୍ରଶ୍ନ କରୁଛନ୍ତି। ଭିଡ଼ିଓଟି ବିହାରର ବୋଲି…

ଆତ୍ମନିର୍ଭରଶୀଳ ଭାରତର ଉଦାହରଣ ସୃଷ୍ଟି କଲେ ଏହି ମହିଳା: ଏଥିରୁ ତିଆରି କଲେ ଇକୋ ଫ୍ରେଣ୍ଡଲି ରାକ୍ଷୀ

ଇନ୍ଦୋର,୨୫।୭: ମହାମାରୀ କରୋନା ଭାଇରସ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ‘ଆତ୍ମନିର୍ଭର ଭାରତ’ର ମନ୍ତ୍ର ଦେଇଛନ୍ତି। ଏଥିରୁ ଅନୁପ୍ରାଣିତ ହୋଇ ଜଣେ ମହିଳା ନିଆରା ଢ଼ଙ୍ଗରେ ଇକୋ ଫ୍ରେଣ୍ଡଲି ରାକ୍ଷୀ ଓ ଗଣେଶ ମୂର୍ତ୍ତି ତିଆରି କରିଥିବା ଦେଖିବାକୁ…

ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?