ଗଧ ସହ ସାକ୍ଷାତ୍‌କାର: କାହିଁକି ପିନ୍ଧିନ ମାସ୍କ୍‌ ପଚାରିଲେ ରିପୋର୍ଟର

ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍‌କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା ଏକ ଗଧକୁ କାହିଁକି ମାସ୍କ୍‌ ପିନ୍ଧିନ ବୋଲି ପ୍ରଶ୍ନ କରୁଛନ୍ତି। ଭିଡ଼ିଓଟି ବିହାରର ବୋଲି କୁହାଯାଉଛି। ୩୮ ସେକେଣ୍ଡର ଏହି ଭିଡ଼ିଓରେ ରିପୋର୍ଟର ଗଧକୁ ପଚାରିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ସେ କାହିଁକି ବାହାରେ ବୁଲୁଛନ୍ତି ତାହା ରିପୋର୍ଟର ପ୍ରଶ୍ନ କରିଛନ୍ତି। ତେବେ ଗଧ କୌଣସି ଉତ୍ତର ନ ଦେବାରୁ ରିପୋର୍ଟର ଜଣକ ରାସ୍ତାରେ ବିନା ମାସ୍କ୍‌ରେ ବୁଲୁଥିବା ଲୋକଙ୍କୁ ଭେଟି ଗଧ ଉତ୍ତର ଦେଉ ନ ଥିବା ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କିଛି ଲୋକ ଗଧ କ’ଣ ଉତ୍ତର ଦେଇ ପାରିବ ଏପରି କହିଛନ୍ତି। ଏହାପରେ ରିପୋର୍ଟର ସେମାନଙ୍କୁ ପଚାରିଛନ୍ତି ଯେ, ଆପଣମାନେ ବିନା ମାସ୍କ୍‌ରେ ଲକ୍‌ଡାଉନ୍‌ ସମୟରେ ବାହାରେ ବୁଲିବାର କାରଣ କ’ଣ। ଏହାର ଉତ୍ତରରେ ଲୋକେ ମଧ୍ୟ ଚୁପ୍‌ ରହିଯାଉଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ସାଢ଼େ ୩ ଲକ୍ଷରୁ ଅଧିକ ୟୁଜର ଦେଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସଲ ଦୁର୍ନୀତି ସାମ୍ନାକୁ ଆସିଲେ କେଜ୍‌ରିୱାଲ-ସିସୋଡିଆ ଆଖି ମିଶାଇ ପାରିବେ ନାହିଁ: କପିଲ ମିଶ୍ର

ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ଗତ କିଛି ଦିନ ହେବ ଦେଶର ରାଜଧାନୀରେ ଚାଲିଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ। ଏହି ପ୍ରସଙ୍ଗରେ ଭାଜପା...

ଗୁଜରାଟ ନିର୍ବାଚନ ପ୍ରଚାର ଶେଷ

ଅହମଦାବାଦ,୪।୧୨: ଦ୍ୱିତୀୟ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଚାଲିଥିବା ହାଇଭୋଲ୍ଟେଜ୍‌ ପ୍ରଚାର ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ୫ ତାରିଖରେ ୯୩ ଆସନ...

ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ...

ଗଞ୍ଜାମ ମାଛ ମାର୍କେଟରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ବିଡିଓ

ଗଞ୍ଜାମ,୮।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏଥିପାଇଁ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ...

ସରକାରଙ୍କ ନୂଆ ଯୋଜନା: ପୂଜାରୀଙ୍କୁ ବିବାହ କଲେ କନ୍ୟାଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ବେଙ୍ଗାଲୁରୁ,୯।୧: କର୍ନାଟକ ସରକାର ରାଜ୍ୟରେ ବ୍ରାହ୍ମଣଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ପକ୍ଷରୁ ଦୁଇଟି ଯୋଜନା...

ପୋଲିସଙ୍କୁ ଛତା ପ୍ରଦାନ

ଛେଣ୍ଡିପଦା, ୬।୪(ସ୍ବ.ପ୍ର.)-କରୋନା ମୁକାବିଲା ଲାଗି ପରିବାରକୁ ଭୁଲି ଦିନରାତି ଖଟୁଛନ୍ତି ପୋଲିସ କର୍ମଚାରୀ। କେତେକ ସ୍ଥାନରେ ଅମାନିକ ଯୁବକମାନେ ପୋଲିସ ଉପରକୁ ଆକ୍ରମଣ କରିବା ଭଳି...

ଅଳ୍ପକେ ବର୍ତ୍ତିଗଲେ ୪୦ ଆଇଟିବିପି ଯବାନ

ମସୌରୀ, ୮।୧୦: ଉତ୍ତରାଖଣ୍ଡ ମସୌରୀରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଇଣ୍ଡୋ-ତୀବ୍ଦତୀୟ ବର୍ଡର ପୋଲିସ (ଆଇଟିବିପି)ର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଅଳ୍ପକେ...

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ...

Advertisement
Archives

Model This Week