ଆମ ଜିଲା ଖବର

ଷଣ୍ଢକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବାଲିଆପାଳ, ୧୨।୧(ଅମୂଲ୍ୟ କୁମାର ଦାସ)-ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଡିଗ୍ରିପାହୀ ଗ୍ରାମରେ ଏକ ଷଣ୍ଢକୁ କେହି ଅଜଣା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଷଣ୍ଢକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରାଣୀ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି। ଷଣ୍ଢ…

ମିଲିସିଆ ସେକ୍ସନ କମାଣ୍ଡର ଶାମେଲଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୨ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀ ସଙ୍ଗଠନ ମିଲିସିଆ ସେକ୍ସନର କମାଣ୍ଡର ଶାମେଲ ତେଲାମ ଓରଫ ମିଥୁନ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୋଲିସ ପକ୍ଷରୁ ମାଓବାଦୀ ଦମନ ସମୟରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ…

କାମାକ୍ଷାନଗର ବାର୍‌ ଆସୋସିଏଶନ୍‌ ନିର୍ବାଚନ ମାମଲା: ବାର୍‌ ସଭାପତି, ନିର୍ବାଚନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ,୧୨ା୧ (କାର୍ତ୍ତିକ ସାହୁ)- ଢେଙ୍କାନାଳ ଜିଲା କାମାକ୍ଷାନଗର ବାର୍‌ ଆସୋସିଏଶନ୍‌ ନିର୍ବାଚନ ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍‌ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସଭାପତି…

୧୩ ତାରିଖ ପରୀକ୍ଷା ୨୪ରେ ହେବ

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଶନିବାର ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ସମେତ ଜିଲାର ୭୦ ଶିକ୍ଷାନୁଷ୍ଠାନର ପ୍ରାୟ ୧୦,୪୦୦ ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ…

ଛୁଟିରେ ଅଧିକାରୀ, ଦରମା ନ ପାଇ ହଟହଟା କର୍ମଚାରୀ

ବୈପାରିଗୁଡ଼ା,୧୨ା୧୧ (କଳ୍ପତରୁ ମହାନ୍ତି): ଅଧିକାରୀ ଛୁଟିରେ ଥିବାରୁ ବୈପାରିଗଡ଼ା ବ୍ଲକ୍‌ରେ କାର୍ଯ୍ୟରତ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକମାନେ ଡିସେମ୍ବର ମାସର ଦରମା ଏ ଯାଏ ପାଇନାହାନ୍ତି। ଅଧିକାରୀ କେବେ ଆସିବେ କେବେ କର୍ମଚାରୀଙ୍କୁ ଦରମା ମିଳିବ ସେନେଇ ଅନିଶ୍ଚିତତା ଦେଖାଦେଇଛି…

ତେଜିଲା ପଦ୍ମପୁର ଜିଲା ଦାବି, ୧୬ରେ ୧୨ ଘଣ୍ଟିଆ ବନ୍ଦ

ପାଇକମାଳ,୧୨ା୧(ବଡ ଶତପଥି): ବରଗଡ଼ ଜିଲା ପାଇକମାଳସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ପଦ୍ମପୁର ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଆଇନଜୀବୀ ରାମରତନ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଇକମାଳ ନାଗରିକ କମିଟି, ବଣିକ ସଂଘ,…

ବିପଦସଙ୍କୁଳ ଗୃହରେ ଶିକ୍ଷାଦାନ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ 

ଚମ୍ପୁଆ,୧୨ା୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାସ୍ଥିତ ବ୍ଲକ୍‌ କଲୋନୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଶ୍ରେଣୀଗୃହ ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦେଖାଯାଇଛି। ସରକାର ଶିକ୍ଷାର ଉନ୍ନତି ପାଇଁ ନାନା…

ଦୀର୍ଘ ଦିନ ପରେ କେରାଣ୍ଡିରେ ଚାଲିଲା ବୋଟ୍‌

କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଲେଞ୍ଜିଗୁଡାଠାରେ ଥିବା କେରାଣ୍ଡି ନଦୀରେ ବୋଟ୍‌ ଚାଲିବା ନେଇ ବହୁବାର ଦାବି ପରେ ଯନ୍ତ୍ରଚଳିତ ବୋଟକୁ ପ୍ରଶାସନ ପକ୍ଷରୁ ପୁନଃଚାଳିତ କରାଯାଇଛି। ସେମିଲିଗୁଡା ବ୍ଲକ ଅଧୀନରେ ଥିବା ଚାରାଙ୍ଗୁଳା ଗ୍ରାମରୁ…

୧୫.୬ ଗ୍ରାମ୍‌ ବ୍ରାଉନସୁଗାର ସହ ଧରାପଡ଼ିଲେ ବେପାରୀ

ଭଦ୍ରକ,୧୨।୧(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ପାଟ୍ରୋଲିଂ ବେଳେ ୧୫.୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ପାଟ୍ରୋଲିଂ କରିବା ବେଳେ ଭଦ୍ରକ ଚରମ୍ପା ମାଷ୍ଟର କଲୋନୀ ବଉଳପୋଖରୀ ଠାରେ ୨ ଯୁବକ ବୁଲୁଥିବାର…

ପୋଲିସ ଏସ୍‌ଆଇ ଚୟନ ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୧୨ା୧(କାର୍ତ୍ତିକ ସାହୁ): ପୋଲିସ ଏସ୍‌ଆଇ ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏ ସଂକ୍ରାନ୍ତରେ ଜବାବ ଦାଖଲ ନିମନ୍ତେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍‌…

ଭାଜପା ଯୁବ ସମାବେଶରେ ଉଡିଲା ଚେୟାର

ନିଶ୍ଚିନ୍ତକୋଇଲି,୧୨।୧(ଅଶୋକ କୁମାର ମହାପାତ୍ର ): କଟକ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ହନୁମାନ ମନ୍ଦିର ପାଖରେ ଭାଜପା ପକ୍ଷରୁ ଯୁବ ସମାବେଶ ହୋଇଥିଲା। ଏହି ସଭାରେ ୫ ହଜାର ଯୁବକଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏତେ ସଂଖ୍ୟକ ଯୁବକଙ୍କୁ ଦେଖିବାକୁ ମିଳି…

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ୩ କି.ମି ବୁହାହେଲେ ପ୍ରସୂତି

ରାୟଗଡା,୧୨।୧(ଭାଗ୍ୟଶ୍ରୀ ମିଶ୍ର): ମା’ଙ୍କୁ ସମ୍ମାନ ନାରା ପ୍ରହସନ। ଦୁର୍ଗମରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ବାଟରେ ପ୍ରସବ କଲେ ମହିଳା। ଏଭଳି ଏକ ଘଟିଛି କଲ୍ୟାଣସିଂହପୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?