ଆମ ଜିଲା ଖବର

ମୋବାଇଲ ପାଇଁ କବାଡ଼ିଆଙ୍କୁ ହତ୍ୟା

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର)ସାମାନ୍ୟ ଏକ ମୋବାଇଲ ପାଇଁ ଜଣେ କବାଡ଼ିଆବାଲାଙ୍କୁ ହତ୍ୟା କରାଯିବା ଘଟଣା ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପୋଲିସ ବୁଧବାର ଏକ ଜଙ୍ଗଲ ମଧ୍ୟରୁ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ମୃତଦେହକୁ…

ପ୍ରଶାନ୍ତଙ୍କୁ ନେଇ ଅଡ଼ୁଆରେ ଭାଜପା

ଖୋର୍ଦ୍ଧା,୧୪ା୩ (ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ବହିଷ୍କୃତ ହେବା ପରେ ପୁଣି ଦଳକୁ ଫେରିବେ ବୋଲି ଆଶା ବାନ୍ଧିଥିଲେ। ଦଳୀୟ କର୍ମୀ, ନେତାଙ୍କ ସହ ସୁସମ୍ପର୍କ ସତ୍ତ୍ୱେ ଚେଷ୍ଟା କରି ମଧ୍ୟ ଦଳକୁ ଫେରିପାରି ନ ଥିଲେ।…

ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗୋପାଳପୁର/ବ୍ରହ୍ମପୁର,୧୩ା୩(ନବୀନ ରାଜ ଆଚାରୀ/ତନୁଶ୍ରୀ ନାହାକ): ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନାର ନିର୍ମିତ କୋଠା ଓ ବିଜୁପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।…

ଗୋବରୀ ନଦୀ ଖନନରେ ଅଦାଲତ ଅବମାନନା: କେନ୍ଦ୍ରାପଡ଼ା ଡ୍ରେନେଜ୍‌ ଡିଭିଜନ୍‌ ଯନ୍ତ୍ରୀଙ୍କୁ ହାଜିରା ନିର୍ଦ୍ଦେଶ

କଟକ,୧୩ା୩(କାର୍ତ୍ତିକ ସାହୁ): ଗୋବରୀ ନଦୀ ଖନନ ବେଳେ ଅଦାଲତ ଅବମାନନା ନେଇ ରୁଜୁ ମାମଲାରେ ହାଇକୋର୍ଟ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ଡିଭିଜନ୍‌ ଯନ୍ତ୍ରୀଙ୍କୁ ବ୍ୟକ୍ତିଗତ ହାଜିରା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ବିଭୂ ପ୍ରସାଦ ରାଉତରାୟ ମାମଲାର ଶୁଣାଣି କରି ଏହି…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ

ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ): ମହିଳାଙ୍କର ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହି ଧମକ ଚମକ ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବୁଧବାର ଗୋଳନ୍ଥରା ଥାନା ଅଞ୍ଚଳରୁ ଯୁବକକୁ ମୋଟାଙ୍ଗ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି l ଯୁବକ ଜଣକ…

ଶ୍ରୀମନ୍ଦିରରେ ଦୁଇ ସେବାୟତ ହାତାହାତି

ପୁରୀ, ୧୩ା୩(ଅଜିତ୍‌ ମହାନ୍ତି)- ଶ୍ରୀମନ୍ଦିରରେ ବୁଧବାର ସକାଳେ ଦୁଇଜଣ ସେବାୟତ ପାଳିକୁ ନେଇ ହାତାହାତି ହୋଇଛନ୍ତି। ଶ୍ରୀମନ୍ଦିର ପରିସରସ୍ଥ ବିମଳାଙ୍କ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ପାଳି ଖଟିବାକୁ…

ହାଇକୋର୍ଟରେ ଏସ୍‌ସିବି ମେଡିକାଲ ଅଗ୍ନି ନିରାପତ୍ତା ମାମଲା: ହାଜର ହେଲେ ଅଗ୍ନିଶମ ଡିଜି

କଟକ,୧୩ା୩(କାର୍ତ୍ତିକ ସାହୁ): ଏସ୍‌ସିବି ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଂକ୍ରାନ୍ତ ମାମଲାରେ ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ହାଇକୋର୍ଟରେ ହାଜର ହୋଇଛନ୍ତି। ସେହିପରି ଏସ୍‌ସିବି ଅଧୀକ୍ଷକ ଡ. ସୁଧାଂଶୁ ଶେଖର ମିଶ୍ର ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ…

୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କୋରାପୁଟ,୧୩ା୩(ଅମିତାଭ ବେହେରା): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାମୂହିକ ଭାବେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିଲା। ବିଶ୍ୱବିଦ୍ୟାଳୟ…

୧୪ ବର୍ଷ ପରେ ଗିରଫ ହେଲେ ହତ୍ୟା ଅଭିଯୁକ୍ତ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୧୪ ବର୍ଷ ଧରି ଫେରାର ଥିବା ହତ୍ୟା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଅଭୟ କୁଲୁଙ୍କ ନେତୃତ୍ୱରେ ଚଢାଉ କରି ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ୨୦୧୦ରେ ଏକ ହତ୍ୟା ମାମଲାରେ ସେ…

ଗ୍ରୀଲ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ନିରାକାରପୁର,୧୩ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ରାତିରେ ସମସ୍ତେ ଘରେ ଶୋଇଥିବା ସମୟରେ ଗ୍ରୀଲ୍‌ ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ସମେତ ସୁନା ଅଳଙ୍କାର ଲୁଟ୍‌ କରି ନେଇଥିବା ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ଖୋର୍ଦ୍ଧା…

ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ

କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି। ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ ନିୟମିତ…

ଝୁଲନ୍ତା ଅବସ୍ଥାରେ ଆମ୍ବଗଛରୁ ମିଳିଲା ନାବାଳକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡ଼ା,୧୩ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ବର୍ଷର ନାବାଳକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?