ଆମ ଜିଲା ଖବର

ଫଟା ପାଇପ୍‌ରେ ମିଶୁଛି ଅପରିଷ୍କାର ପାଣି

ରାଉରକେଲା,୨୪।୧୨(ଦିନେଶ ମିଶ୍ର): ରାଉରକେଲା ସହରରେ ଝାଡ଼ାବାନ୍ତି ଆତଙ୍କ ଲାଗି ରହିଥିବା ବେଳେ ଏବେମଧ୍ୟ ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟି ରାସ୍ତାରେ ପାଣି ବୋହୁଛି। ଫଳରେ ଏହି ଫଟା ପାଇପ୍‌ରେ ଅପରିଷ୍କାର ପାଣି ମିଶୁଥିବାରୁ ଲୋକେ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଏଭଳି…

ମଣିଷର କଟା ପାପୁଲି ଧରି ଦୌଡ଼ି ଆସିଲା କୁକୁର

ନିରାକାରପୁର,୨୪।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ମାନପୁର ଗ୍ରାମରୁ ପୋଲିସ ରବିବାର ମଣିଷର ଏକ କଟା ପାପୁଲି ଜବତ କରିଛି। ତେବେ କଟା ପାପୁଲିଟି କାହାର ସେନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି। ଏନେଇ ପୋଲିସ ଏକ ମାମଲା…

ରାଧାକୃଷ୍ଣଙ୍କୁ ଲାଗିହେଲା ୮୫୧ ବ୍ୟଞ୍ଜନ

ପୁରୀ,୨୩ା୧୨(ଅଜିତ୍‌ ମହାନ୍ତି):ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ବୈଷ୍ଣବ ସମ୍ପ୍ରଦାୟରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଏହି ପରିପେକ୍ଷୀରେ ରବିବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ) ପରିସରରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ପାଳିତ ହୋଇଯାଇଛି। ଏହି…

ଗାଡ଼ି ଧକ୍କାରେ ଚାଲିଗଲା ୨ ଭାଇଙ୍କ ଜୀବନ

ଗୋପାଳପୁର,୨୪ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥରେ ଏକ ଗାଡ଼ି ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗୋଳନ୍ଥରା ଗ୍ରାମର କାହ୍ନୁ ଚରଣ ରାଉଳ ଓ ମନୋଜ କୁମାର ରାଉଳ। ମନୋଜ…

ରାତି ପାହିଲେ ବଡ଼ଦିନ: କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡା:୨୪।୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ରାତି ପାହିଲେ ବଡ଼ ଦିନ। ବଡ଼ ଦିନ ଧୁମ୍‌ଧାମରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ କନ୍ଧମାଳ ଜିଲାର ପ୍ରତ୍ୟେକ ଚର୍ଚ୍ଚ ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ…

ହର ହର ଶମ୍ଭୁ ପରେ ଜିତୁ ଶର୍ମାଙ୍କ ‘ମେରେ ରାଜା ମେରେ ରାମ ଗୀତ’ ହେଉଛି ଭାଇରାଲ

କେନ୍ଦୁଝର,୨୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଭୁ ରାମଙ୍କ ଉପରେ ଆଧାରିତ ଜିତୁ ଶର୍ମା ଗାଇଥିବା ଗୀତ ‘ମେରେ ରାଜା ମେରେ ରାମ, ମେରା ଦେଶ ମେରି ଜାନ, ମେରେ ଶିବ ହେ ମେରେ ପ୍ରାଣ, ମେରା ଭାରତ ମେରି ସାନ…’ ସୋସିଆଲ ମିଡିଆରେ…

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଦୁଇ ଯବାନ ଗୁରୁତର

କୋଟଗଡ଼,୨୪ା୧୨(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ସିର୍ଲା ଜଙ୍ଗଲରେ ରବିବାର ଏସ୍‌ଓଜି ଯବାନ କମ୍ବିଂ ଅପରେଶନ ସମୟରେ ହଠାତ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରିଥିଲେ। ଫଳରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା…

କୋବି ପାଇଁ ମା’ଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପୁଅ

ଯୋଡ଼ା/ଚମ୍ପୁଆ(ମାନସ ମହାନ୍ତି/ ମହେଶ୍ୱର ଦାଶ), ୨୪ା୧୨: ହଜିଗଲାଣି ମାନବିକତା। ପୁଅ ବାଡ଼ିରୁ କୋବି ଆଣି ଖାଇଦେଲେ ବୋଲି ମା’ଙ୍କୁ ନିର୍ଦ୍ଦୟ ଭାବେ ଖୁଣ୍ଟରେ ବାନ୍ଧି ପିଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା…

ବଡ଼ ଦିନ-ନୂଆବର୍ଷକୁ ନଜରରେ ରଖି ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର ,୨୪ା୧୨: ଆସନ୍ତାକାଲି ବଡ଼ଦିନ ଓ ଆଗାମୀ ନୂଆବର୍ଷ ପାଳନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ପୁରୀକୁ ଆସୁଛନ୍ତି। ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ…

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ ୨୪।୧୨ : ଶ୍ରୀମନ୍ଦିର ଭିତର କାଠ ନିକଟରେ ରବିବାର ରକ୍ତଛିଟା ପଡ଼ିଛି । ଏ ନେଇ ମହାପ୍ରଭୁ ମହାସ୍ନାନ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ମହାପ୍ରଭୁଙ୍କ ସକାଳଧୂପ ନୀତି ବଢ଼ିବା ପରେ…

ରାଜପଥରେ ଗଡ଼ିଲା ମୁଣ୍ଡ

କେନ୍ଦୁଝର,୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ରବିବାର ଦ୍ରୁପଦା ବାଇପାସ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଟ୍ରକ ଚାପି ଦେଇ ଫେରାର୍‌ ହୋଇଯାଇଛି। ମୃତକ ଜଣଙ୍କ ହେଲେ…

ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨୪ା୧୨(ଶଶାଙ୍କ ଶେଖର ଝାଙ୍କର): ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣ ଗିରଫ ହୋଇଥିବା ନେଇ ରବିବାର ଦେବଗଡ଼ ଆଦର୍ଶ ଥାନାରେ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଥାନାଧିକାରୀ ସରୋଜ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?