ଆମ ଜିଲା ଖବର

ପାଦରେ ଚାଲି ମଧ୍ୟପ୍ରଦେଶରୁ ପୁରୀ

ଗଣିଆ,୧୪ା୧(ସନ୍ତୋଷ କୁମାର ପ୍ରଧାନ)ଜଗା ଦର୍ଶନର ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶ୍ରୀକ୍ଷେତ୍ରଧାମରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ୪ଜଣିଆ ତୀର୍ଥଯାତ୍ରୀ ଦଳ ପୁରୁଣା ଜଗନ୍ନାଥ ସଡ଼କରେ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଯାଉଛନ୍ତ। ଏହି…

ରାମଲାଲାଙ୍କୁ ସମର୍ପଣ କରାଯିବ ମୟୂରକଣ୍ଠିଆ ଧନୁତୀର

ଖଣ୍ଡପଡ଼ା,୧୪ା୧(ଅଜୟ କୁମାର ମହାରଣା)ଆସନ୍ତା ୨୨ ତାରିଖରେ ଅଯୋଦ୍ଧାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କଣ୍ଟିଲୋ ପଞ୍ଚାୟତ ଖୁଦବେହେରା ପାଟଣାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁଙ୍କ ଦ୍ୱାରା…

ରାଜ୍ୟ ପ୍ରଭାରୀଙ୍କୁ ଭେଟିଲେ ଗିରିଧରଙ୍କ ପରିବାର

ଗୁଣପୁର,୧୪।୧(ପ୍ରଦୀପ କୁମାର ପାଢ଼ୀ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ଏବେ କଂଗ୍ରେସ ଶରଣରେ ପଶିଲା ଭଳି ସ୍ଥିତିରେ ଗିରିଧରଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ହେମା ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶନିବାର ନୂଆଦିଲ୍ଲୀଠାରେ ରାଜ୍ୟ ପ୍ରଭାରୀ…

ଭାଜପାରେ ୩ ଗୋଷ୍ଠୀ

ନିମାପଡ଼ା, ୧୪।୧ (ରଞ୍ଜନ ପଟ୍ଟନାୟକ): ପୁରୀ ଜିଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଯଦି ଭାଜପା କଥା ଦେଖାଯାଏ, ଏଠାରେ ତିନି ଗୋଷ୍ଠୀ ସକ୍ରିୟ ଥିବା ଦୃଷ୍ଟିଗୋଚର ହେଉଛି। ଦଳର ପୂର୍ବତନ…

ମକରରେ ବିସର୍ଜନ ନିଅନ୍ତି ଟୁସୁମଣୀ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ଚମ୍ପୁଆ(ମହେଶ୍ୱର ଦାସ),୧୪ା୧ମକର ସଂକ୍ରାନ୍ତିରେ ସମସ୍ତେ ପୂଜାପାଠ କରିବା ସହ ନୂଆ ଲୁଗା ପିନ୍ଧି ପିଠାପଣା ଖାଇ ମେଳା ବୁଲିଥାନ୍ତି। ମାତ୍ର କୁଡୁମୀ ସମ୍ପ୍ରଦାୟର ମହିଳାମାନେ ମକର ପର୍ବରେ ପାରମ୍ପରିକ ଟୁସୁ(ମାଟିରେ ତିଆରି ଦେବୀ ମୂର୍ତ୍ତି)ଙ୍କୁ ପୂଜାର୍ଚ୍ଚନା କରି…

ବିନା ଅସ୍ତ୍ରୋପଚାରରେ ୩ ସନ୍ତାନ ଜନ୍ମ

ଜଗନ୍ନାଥ ପ୍ରସାଦ, ୧୪ା୧(ବିଭୁ ପ୍ରସାଦ ପଟ୍ଟନାୟକ)ଏକକାଳୀନ ୩ଟି କନ୍ୟା ସନ୍ତାନକୁ ଜନ୍ମଦେଲେ ମହିଳା । ଶୁକ୍ରବାର ରାତି ପ୍ରାୟ ୮.୩୦ ସମୟରେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନୟାଗଡ ଜିଲା ଓଡଗାଁ…

ରକ୍ତଭଣ୍ଡାରରେ ରକ୍ତ ଅଭାବ

ବ୍ରହ୍ମପୁର,୧୪।୧(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ନେଗେଟିଭ ଗ୍ରୁପ ପୂରା ଖାଲି ହୋଇଯାଇଛି। ଫଳରେ ଜରୁରୀ ପରିସ୍ଥିତିରେ ରୋଗୀ ନାହିଁ ନ ଥିବା…

ମାଟିତଳୁ ମିଳିଲା ବୃଦ୍ଧାଙ୍କ ମୃତଦେହ

ବଇଣ୍ଡା,୧୩ା୧(ପରୀକ୍ଷିତ ସାହୁ): ଅନୁଗୋଳ ଜଲା କିଶୋରନଗର ଥାନା ଘୋଷର ଗ୍ରାମର ପଙ୍କଜିନୀ ପ୍ରଧାନ (୭୫)ଙ୍କ ମୃତଦେହ ଶନିବାର କିଶୋରନଗର ପୋଲିସ ମାଟିତଳୁ ଜବତ କରିଛି। ଏ ନେଇ ନମ୍ବର ୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।…

ବାଇକ୍‌-ସ୍କୁଟି ମୁହାଁମୁହିଁ: ୩ ଜଣଙ୍କ ଜୀବନ ଗଲା

ବାରିପଦା,୧୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଘାଘରବେଡ଼ା ଥାନା ଅଧୀନ ଶଙ୍କରପୁର ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ବୁଡାମରା ଅଞ୍ଚଳର ରାଜ କିଶୋର…

ନିର୍ବାଚନକୁ ଅବାଧ, ଅପରାଧ ମୁକ୍ତ କରିବାକୁ ଡିଜିପିଙ୍କ ଆହ୍ବାନ

କଟକ,୧୩ା୧(କାର୍ତ୍ତିକ ସାହୁ): ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣଠାରୁ ଆରମ୍ଭ କରି ଅବାଧ ନିର୍ବାଚନ ପରିଚାଳନା ଓଡ଼ିଶା ପୋଲିସ ପାଇଁ ବଡ଼ ଆହ୍ବାନ। ଏହି ପରିପ୍ରେକ୍ଷୀରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ…

ସାତକୋଶିଆରେ ବଢ଼ିଛି କୁମ୍ଭୀର ସଂଖ୍ୟା, କମିଛନ୍ତି ପକ୍ଷୀ

ଅନୁଗୋଳ,୧୩ା୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ମହାନଦୀ ଗଣ୍ଡରେ ଚଳିତବର୍ଷ କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ୬ରୁ ୯ ଯାଏ ହୋଇଥିବା କୁମ୍ଭୀର ଓ ଗତ ୧୦ ତାରିଖରେ ଶେଷ ହୋଇଥିବା…

ପ୍ରେମିକଙ୍କ ସହ ବୁଲିବାକୁ ଯାଇ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ, ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ମା’

ଗୋପାଳପୁର,୧୩ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଅଟୋନଗର ଅଞ୍ଚଳରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ବୈଶାଳୀ ପାଣ୍ଡେ (୨୬)। ତେବେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?