ସୋମବାର ନନ୍ଦନକାନନ ଖୋଲା,ମଙ୍ଗଳବାର ବନ୍ଦ
ଖୋର୍ଦ୍ଧା,୩୧।୧୨: ଜାନୁୟାରୀ ୧ ତାରିଖ ଅର୍ଥାତ ନୂଆବର୍ଷରେ ନନ୍ଦନକାନନ ଖୋଲା ରହିବ। ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲି ମଜାନେଇ ପାରିବେ। ଏ ନେଇ ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ । ନନ୍ଦନକାନନ କର୍ତ୍ତୃପକ୍ଷ ଏନେଇ ସୂଚନା…
ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥାନାନ୍ତର ହେଲେ ଡାଲମେ
ଦଶମନ୍ତପୁର,୩୧ା୧୨ (ଅରବିନ୍ଦ ନାୟକ)ଦୀର୍ଘ ୧୭ ବର୍ଷ କାଳ ଜୀବନ ଅତିବାହିତ କରୁଥିବା ଜଣେ ମସ୍ତିଷ୍କ ବିକୃତ ମହିଳା ଶନିବାର ଉଚ୍ଚତ୍ତର ଚିକିତ୍ସା ପାଇଁ କୋରାପୁଟକୁ ସ୍ଥାନାନ୍ତରିତହୋଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚାଉଳକନ୍ତି ଗ୍ରାମର ଏହି ମହିଳା ଜଣକ…
୧୨ ଗ୍ରାମ ବିକାଶରେ ରେଳଧାରଣା ବାଧକ
ନନ୍ଦପୁର, ୩୧ା୧୨(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ପଞ୍ଚାୟତର ୧୨ଟି ଗ୍ରାମ ବିକାଶରେ ରେଳଧାରଣା ବାଧକ ସାଜିଛି। ଏହି ଗ୍ରାମଗୁଡିକ ବିଶାଖାପାଟଣା-କିରାଣ୍ଡୁଲ ରେଳ ଧାରଣା ଆରପଟେ ରହିଛି। ରେଳ ଧାରଣା ଆରପଟକୁ ଭାରିଯାନ ଯାତାୟାତ ନିଷେଧ ଥିବାରୁ ସରକାରଙ୍କ…
ଦୁର୍ଘଟଣା ପରେ ଶେଯରେ କମଳ, ସହାୟତା ଅପେକ୍ଷାରେ କଟୁଛି ଦିନ
ଡାବୁଗାଁ,୩୧।୧୨ (ପ୍ରଜ୍ଞାରଞ୍ଜନ ପରିଡ଼ା)ଧକ୍କାଦେଲା ଗାଡ଼ି। ଅର୍ଥ ଅଭାବରୁ ଆହତ ହୋଇ ଦେଶୀ ଚିକିତ୍ସା ଉପରେ ନିର୍ଭରକଲେ। ଏହା ମଧ୍ୟରେ ମାସେ ବିତିଯାଇଥିଲେ ମଧ୍ୟ ଶେଯରୁ ଉଠିପାରୁନାହାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ମୁଣ୍ଡିଗୁଡ଼ା ଗ୍ରାମରେ କମଳଚାନ୍ଦ ଓଡ଼। ପିଲା…
ଦେଶୀଡଙ୍ଗାରେ ଜଳବନ୍ଦୀବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା
ତେନ୍ତୁଳିଖୁଣ୍ଟି, ୩୧।୧୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଜଳବନ୍ଦୀ ଅଞ୍ଚଳବାସୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ମୋଟର ଚାଳିତ ଲଞ୍ଚରେ ଛିଦ୍ର ରହିଛି। ଠିକ୍ ସମୟରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଯାତାୟତ ପାଇଁ…
ଛତିଶଗଡ଼ ନେଉଛି ଓଡ଼ିଶା ଧାନ
ମାଥିଲି,୩୧ା୧୨(ସୁବାସ ଚନ୍ଦ୍ର ଖୁଡୁପିଆ)ଛତିଶଗଡ଼ ମୁହାଁ ଓଡ଼ିଶା ଧାନ। ଟୋକନ ଅଛି କିନ୍ତୁ ମଣ୍ଡିକୁ ଚାଷୀ ଆଣୁନାହାନ୍ତି ଧାନ। ମାଥିଲି ବ୍ଲକର ଧାନମଣ୍ଡି ଏବେ ଖାଁ ଖାଁ। ପ୍ରତିବର୍ଷ ମଣ୍ଡିରେ ଧାନ ରଖିବାକୁ ଜାଗା ମିଳୁ ନ ଥାଏ। ତେବେ ଚଳିତ ବର୍ଷ…
ମା’ ବାପାଙ୍କ ଆଗରେ ଛୁଆ ଉପରେ ଚଢ଼ିଗଲା ଟ୍ରକ୍
ରାଇଘର, ୩୧।୧୨(କିରଣ ପଟ୍ଟନାୟକ)ବାହାଘରର ୧୭ ବର୍ଷ ପରେ କୋଳକୁ ଆସିଥିଲା ପୁଅ। କିନ୍ତୁ ଅସାବଧାନତାରୁ କୁନିପୁଅ ଉପରେ ଚଢ଼ିଗଲା ଟ୍ରକ୍। ମା’ ବାପାଙ୍କ ଆଗରେ ଚାଲିଗଲା ତା ଜୀବନ। ପିଲାଟିର ମୃତଦେହ ଧରି ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଥିଲେ ମା’…
କୁଦୋପାଲି ହେବ ଦେଶର ପ୍ରମୁଖ ତୀର୍ଥକ୍ଷେତ୍ର
ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର)ଓଡ଼ିଆ ଜାତି ବୀର ପୁରୁଷଙ୍କ ଜାତି। ଏହି ଜାତି କଦାପି ପରାଧୀନତାକୁ ସ୍ବୀକାର କରେ ନାହିଁ। ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଏହାର ଜ୍ୱଳନ୍ତ ଉଦାହରଣ। ସେମାନେ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବେ।…
ରେଳଧାରଣାରୁ ୩ ମୃତଦେହ ଜବତ
ବ୍ରହ୍ମପୁର,୩୧ା୧୨ (ସୁବାସ ଚନ୍ଦ୍ର ପାଢ଼ୀ)ସରକାରୀ ରେଳବାଇ ପୋଲିସ (ଜିଆରପି) ପୃଥକ ପୃଥକ ରେଳଧାରଣାରୁ ୩ ମୃତଦେହ ଜବତ କରିଛି। ଦୁଇଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଶୁକ୍ରବାର ଛତ୍ରପୁର ରେଳଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ…
ଏନ୍ଏମ୍ଏମ୍ଏସ୍ ଆପ୍ରେ ଚାଲିଛି ପୁରୁଣା ଫଟୋ ଅପ୍ଲୋଡ
ନାଉଗାଁ,୩୧ା୧୨(ସୁଧା ବେହୁରା)ଏମ୍ଜିଏନ୍ଆର୍ଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ସ୍ବଚ୍ଛତା ସହ ଗ୍ରାମାଞ୍ଚଳ ଲୋକଙ୍କୁ ଠିକ୍ଭାବେ କାମ ଯୋଗାଇବା ଉଦ୍ଦେଶ୍ୟରେ ଏମ୍ଜିଏନ୍ଆର୍ଇଜିଏସ୍ ଡିଭିଜନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏନ୍ଏମ୍ଏମ୍ଏସ୍ ଆପ୍କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ କମିଶନରଙ୍କୁ ନିର୍ଦ୍ଦେଶ…
୧ରୁ କଡ଼ାକଡ଼ି ହେବ ଧରପଗଡ଼
ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ଓ ପରବର୍ତ୍ତୀ ସମୟରେ ଦୁର୍ଘଟଣା, ମୃତକ ଓ…
ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ, ପ୍ରତିବାଦ କରିବାରୁ ମାଡ଼ ମାରି କଲେ ଲହୁଲୁହାଣ
କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ମହିଳାଙ୍କ ପ୍ରତି ସ୍ବାମୀଙ୍କର ଅଜବ ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼…

