ନିର୍ମାଣ ଚାଲିଛି ଆଠମଲ୍ଲିକ-ଧଳପୁର ବ୍ରିଜ: କାମ ସରିଲେ ସେତୁ ରଚିବ କୀର୍ତ୍ତିମାନ
ବଇଣ୍ଡା, ୨୩।୮: ଧାର୍ଯ୍ୟ ଅବଧି ୮ ମାସ ତଳୁ ଶେଷ ହେଲାଣି। ତଥାପି ମହାନଦୀ ଉପରେ ନିର୍ମାଣ ସରୁନି ଓଡ଼ିଶାର ସବୁଠୁ ଲମ୍ବା ସେତୁର ଗୌରବ ଅର୍ଜନ କରିବାକୁ ଯାଉଥିବା ଆଠମଲ୍ଲିକ-ଧଳପୁର ସେତୁ। ଅନୁଗୋଳ ଜିଲା ଆଠମଲ୍ଲିକରୁ ବୌଦ୍ଧ ଜିଲା ହରଭଙ୍ଗା…
ଶୌଚାଳୟ ଅବସ୍ଥା ଶୋଚନୀୟ
ମାଧପୁର, ୨୩ା୮: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ବର୍ଷ ତଳେ ମାଧପୁର ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ତାହା…
୧୫ ଏକର ଫସଲ ଦଳିଦେଲେ
ଖମାର, ୨୨ା୮ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାରରେ ଥମୁନି ହାତୀ ଉପଦ୍ରବ। ବାରମ୍ବାର ଗଁା ନିକଟକୁ ଆସି ଧନ ଜୀବନ ନଷ୍ଟ କରୁଥିବାବେଳେ ଶୁକ୍ରବାର ପୁଣି ବ୍ୟାପକ ଫସଲ କ୍ଷତି ଘଟାଇଛନ୍ତି ହାତୀ ପଲ। ଖମାର ରେଞ୍ଜ ଝାଲକିଲିଣ୍ଡା ଗ୍ରାମ…
ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି
ଅନୁଗୋଳ ଅଫିସ, ୨୨ା୮ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ ଜାତୀୟସ୍ତରରେ ପ୍ରଦର୍ଶନ ଭଲ ଥିବା ତାଲିକାରୁ ସ୍ପଷ୍ଟ ହୋଇଛି। ୨୦୧୯ରେ ଅନୁଗୋଳ ପୌରପାଳିକା ଜାତୀୟସ୍ତରରେ…
କରୋନା ବଦଳାଇଛି ପେସା, ପରିଚୟ
ବଅଁରପାଳ,୨୧ା୮(ଡି.ଏନ.ଏ.) ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି। ରାତିରେ ମାନସିକଧାରୀଙ୍କ ଘରେ ଦଣ୍ଡନୃତ୍ୟ ପରିବେଷଣ ହୋଇଥାଏ। ମାତ୍ର ବାଦଦଣ୍ଡ କଥା ଭିନ୍ନ। ଏହା…
ପୂଜା ଅର୍ଥ ଲାଗିବ ପରୋପକାରରେ
ଅନୁଗୋଳ ଅଫିସ୍, ୨୦।୮: ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପୂଜାଋତୁ ଚଳିତବର୍ଷ ଫିକା ପଡ଼ିବ। କରୋନା କଟକଣା ପାଇଁ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଘ୍ନରାଜ ଗଜାନନଙ୍କ ପୂଜା ଅନୁଗୋଳରେ ପୂର୍ବପରି ଧୁମ୍ଧାମରେ ହେବ ନାହିଁ। ପ୍ରଶାସନ ଏ ନେଇ…
ପ୍ରଶାସନ କଲାନି, ଯୁବଗୋଷ୍ଠୀ କଲେ
ବଇଣ୍ଡା, ୧୯ା୮(ଡି.ଏନ.ଏ.) – ଜଙ୍ଗଲିଆ ଗଁ। ଭାବି ପ୍ରଶାସନ ଯେଉଁ ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ହେଲା ଅବହେଳା କରିଆସିଥିଲା ସେହି ଗ୍ରାମବାସୀ ଓ ଯୁବଗୋଷ୍ଠୀ ସ୍ବାଧୀନତା ଦିବସ ଅବସରରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଦୀର୍ଘଦିନର ରାସ୍ତା ସମସ୍ୟାର ସାମୟିକ ସମାଧାନ କରିବା…
ଚିତ୍ରାଳୟ ଉପରେ କରୋନା ପର୍ଦ୍ଦା
ଅନୁଗୋଳ ଅଫିସ୍, ୧୯ା୮ – ପାର୍ବଣ ସମୟ ପାଖେଇ ଆସିଲେ ନୂତନ ରୂପ ନିଏ ନାଟମଣ୍ଡପ। ବର୍ଷାଋତୁର ବିରତି ସାରି ମଞ୍ଚକୁ ଫେରେ ନାଚ। ନୂଆ ନୂଆ ନାଟକର ଚରିତ୍ରମାନଙ୍କ ସାଜସଜ୍ଜା ପାଇଁ ଖୋଜାପଡ଼େ ଝିଲ୍ମିଲ୍ ପୋଷାକ। ଏଥିପାଇଁ ଚିତ୍ରାଳୟ ସମ୍ମୁଖରେ…
ଖୋଳକୁ କରତାଳ ଦେଉନି ତାଳ
ବଅଁରପାଳ, ୧୮ା୮ ଗଁ। ସଂସ୍କୃତିରେ ଧର୍ମୀୟ ପ୍ରଲେପ ଦିଏ ସଂକୀର୍ତ୍ତନ। ଏକ ପବିତ୍ର ଧାରା ସୃଷ୍ଟି କରେ ମଣିଷ ମନରେ। ଭାଇଚାରା ଓ ଏକତାର ବନ୍ଧନକୁ ଆହୁରି ସଶକ୍ତ କରେ ଏହି ଭକ୍ତିର ଶକ୍ତି। ହେଲେ କରୋନା କଟକଣା ଯୋଗୁ ୫…
ଅନୁଗୋଳର ଏହି ଦୁଇ ପଞ୍ଚାୟତ ଶଟ୍ଡାଉନ୍
ମାଧପୁର,୧୭ା୮(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଏବଂ ପୁରୁଣାମାନତ୍ରୀ ପଞ୍ଚାୟତକୁ ସୋମବାରଠାରୁ ୩ ଦିନ ପାଇଁ ସ୍ଥାନୀୟ ସରପଞ୍ଚ ଦ୍ୱୟ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ସୂଚନା ଅନୁସାରେ ରବିବାର କିଆକଟା ଥାନାର ୫ଜଣ ପୋଲିସ କର୍ମଚାରୀ କରୋନା…
ଛତିଶଗଡ଼ରୁ ଧରାହେଲେ ୭ ଲୁଟେରା
ଅନୁଗୋଳ ଅଫିସ୍, ୧୫।୮ – ଅନୁଗୋଳ ସହରର ଦୁଇଟି ଏଟିଏମ୍ କାଟି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ବାହାର ରାଜ୍ୟର ଲୁଟେରାଙ୍କ ହାତ ଥିବା ପୋଲିସ ଅନୁସନ୍ଧାନରୁ ଜାଣିବା ପରେ…
ଆତ୍ମନିଯୁକ୍ତିର ଆହ୍ବାନ ଦେଇଥିଲେ ଗାନ୍ଧୀ
ଅମିତ କୁମାର ସାମଲ ଅନୁଗୋଳ ଅଫିସ୍, ୧୫।୮ – ସ୍ବାଧୀନତାର ୭୪ ବର୍ଷ ଅବସରରେ ସେହି ସଂଗ୍ରାମ ଓ ସଂଗ୍ରାମୀଙ୍କୁ ମନେ ପକାଉଛି ଅନୁଗୋଳର ମାଟି। ଏବେ ବି ଅନୁଗୋଳର ପାଣି ପବନରୁ ମିଳୁଛି ମହାତ୍ମାଙ୍କ ଅନୁଭବ। ଆଜି ମଧ୍ୟ ଶୁଣାଯାଉଛି…

