ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ
ମାଧପୁର,୧୮ା୯(ଡି.ଏନ୍.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି କର୍ମଭୂମି ମୁହାଁ ହୋଇଛନ୍ତି। କାରଣ ଲକ୍ଡାଉନ ପରେ ରୋଜଗାର ହରାଇ ନିଜ ନିଜ ଘରକୁ…
ଠିକାଦାରଙ୍କୁ ଅନୁକମ୍ପା ଚର୍ଚ୍ଚା
ଅନୁଗୋଳ ଅଫିସ୍, ୧୭।୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାଗୁଡିକୁ ଅନୁକମ୍ପା ଦେଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକାସଂସ୍ଥାଗୁଡିକର ଟେଣ୍ଡର ଡକା ନ ଯାଇ କେବଳ ରିନ୍ୟୁଆଲ କରିଦିଆଯାଉଥିବା ନେଇ ଅଭିଯୋଗ ଉଠିଛି। ସୂଚନା ଅନୁଯାୟୀ, ଚିକିତ୍ସାଳୟରେ…
୧୨ ଫୁଟର ଅଜଗର ଉଦ୍ଧାର
ଅନୁଗୋଳ ଅଫିସ, ୧୭।୯: ଅନୁଗୋଳ ଜିଲା ବେନ୍ତପୁର ଗ୍ରାମରୁ ବୁଧବାର ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ମହେନ୍ଦ୍ର ଭୋଇଙ୍କ ଘର ପାଖ ଧାନ ବିଲରେ ଅଜଗରକୁ ଦେଖି ସ୍ଥାନୀୟ ଯୁବକମାନେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ। ଆଦିତ୍ୟଙ୍କ…
ଅନୁଗୋଳର ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସିଦ୍ଧାର୍ଥ ସ୍ବାଇଁ
ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍ର ଆଇଏଏସ୍ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ ସେ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ ଅବସରରେ ସରକାରୀ…
ଝଲସିବନି ଆଲୁମିନିୟମ ନଗରୀ
ବଅଁରପାଳ, ୪ା୯(ଡି.ଏନ.ଏ.) ଚଳିତ ବର୍ଷ ଝଲସିବନି ଆଲୁମିନିୟମ ନଗରୀ। କରୋନା ଯୋଗୁ ବନ୍ଦ ହେବାକୁ ଯାଉଛି ୩୦ ବର୍ଷର ପରମ୍ପରା। ଏଥର ମୂର୍ତ୍ତି ବଦଳରେ ନାଲ୍କୋରେ ଫଟୋରେ ଦେବଶିଳ୍ପୀ ପୂଜା ପାଇବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ…
ଖତ ହେଉଛି ଜବତ ଗାଡ଼ି
ଅନୁଗୋଳ ଅଫିସ, ୪ା୯ – ଖତ ଖାଉଛି କୋଟି କୋଟି ଟଙ୍କାର ଗାଡ଼ି। ନୂଆ ମଡେଲ ଠାରୁ ଆରମ୍ଭ କରି ପୁରୁଣା ସ୍କୁଟର ପର୍ଯ୍ୟନ୍ତ ବହୁ ଗାଡ଼ି ବର୍ଷ ବର୍ଷ ଧରି ପଡ଼ିରହିଛି ଥାନାରେ। ଜିଲାର ବିଭିନ୍ନ ଥାନା, ଅବକାରୀ କାର୍ଯ୍ୟାଳୟରେ…
ଗାଧୋଇବାକୁ ଯାଇ ବ୍ରାହ୍ମଣୀରେ ବୁଡ଼ିଗଲେ ବୃଦ୍ଧ
କଣିହାଁ,୩ା୯(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବିକିଶର ଗ୍ରାମରେ ବ୍ରାହ୍ମଣୀରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସେହି ଗ୍ରାମର ନବୀନା ନାଏକ (୭୦)। ନବୀନାଙ୍କ ପୁଅ କିଶୋରୀ ଅଭିଯୋଗ ମୁତାବକ ତାଙ୍କ ବାପା (ବୁଧବାର) ଅପରାହ୍ନ…
୮ରୁ ଅନ୍ଲାଇନ୍ ପଞ୍ଜୀକରଣ
ଅନୁଗୋଳ ଅଫିସ୍, ୩।୯: ଅନୁଗୋଳରେ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ରାଜ୍ୟର ୩୦ଟି ଜିଲାରୁ ଆଶାୟୀଙ୍କୁ ନେଇ ଆସନ୍ତା ୨୩ ତାରିଖରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ପୋଲିସ ଟ୍ରେନିଂ କଲେଜ(ପିଟିସି) ପଡିଆରେ ଏହି ରାଲି କରାଯିବ। ଏ ନେଇ…
ବ୍ଲେଡ୍ରେ ବେକ କାଟିଥିଲେ ପ୍ରେମିକ
ମାଧପୁର/ଆଠମଲ୍ଲିକ, ୩ା୯(ଡି.ଏନ.ଏ.) ଅନୁଗୋଳ ଜିଲା କିଆକଟା ଥାନା ଓରଡା କେରାଣ୍ଡି ନାଳ ନିକଟରୁ ଗତ ସୋମବାର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ କହିବା ସହ…
ସପକ୍ଷରେ ୨୧, ବିପକ୍ଷରେ ୮ ଗାଁ
ବଇଣ୍ଡା, (ପରିକ୍ଷିତ ସାହୁ ) ୩ା୯: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଧଉରାଗୋଠ ବାରବାଙ୍କିଆ ନାଳଠାରେ ହେବାକୁ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଏହି ପ୍ରକଳ୍ପକୁ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୨୧ ଖଣ୍ଡ…
ଟ୍ରକ ସହ ମୁହାଁମୁହିଁ: ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିଲା ବସ୍
ଛେଣ୍ଡିପଦା,୨ା୯(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ଗ୍ରାମ ନିକଟ ଦେଇ ଯାଇଥିବା ଅନୁଗୋଳ – ସମ୍ବଲପୁର ୫୫ନଂମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିପଡ଼ିଛି। ତେବେ ଏହି ଦୁର୍ଘଟଣାରୁ ୪୦ ଜଣରୁ ଊଦ୍ଧର୍ବ…
ରାତି ଦେଖିଲା ଅନୁଗୋଳ ବଜାର
ଅନୁଗୋଳ ଅଫିସ, ୨ା୯ – ଗତ ୫ ମାସ ହେଲା ବାରମ୍ବାର ଶଟ୍ଡାଉନ୍, ଲକ୍ଡାଉନ୍ ଓ କର୍ଫ୍ୟୁ ପରେ ମଙ୍ଗଳବାରଠାରୁ ଅନୁଗୋଳରେ ସ୍ବାଭାବିକ ହୋଇଛି ବ୍ୟବସାୟ ବାଣିଜ୍ୟ। ପୂର୍ଣ୍ଣକାଳୀନ ଦୋକାନ ଖୋଲାଯାଇଥିବା ବେଳେ ରାତି ଦେଖିଛି ଅନୁଗୋଳ ବଜାର। ସରକାରଙ୍କ ଅନ୍ଲକ୍-୪…

