ମଉଳୁଛି କୁମ୍ଭକାରଙ୍କ ଆଶା
ବଅଁରପାଳ,୧ା୯(ଡି.ଏନ.ଏ.) – ଖରା ହେଉ କି ବର୍ଷା, ସର୍ବଦା ଚଳଚଞ୍ଚଳ ଥାଏ କୁମ୍ଭାରଶାଳ। ବର୍ଷକ ବାର ମାସ ମାଟି ସାମଗ୍ରୀ ବିକି ଭଲ ଆୟ କରନ୍ତି କୁମ୍ଭକାରମାନେ। ବିଶେଷକରି ଭାଦ୍ରବ ମାସରୁ ଆରମ୍ଭ ହେଉଥିବା ପୂଜା ଋତୁରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି…
ନାଳରେ ଭାସୁଥିଲେ ଅଜଣା ଯୁବତୀ, ଗଳା କାଟି ହତ୍ୟା ସନ୍ଦେହ
ମାଧପୁର,୩୧।୮(ଡି.ଏନ୍.ଏ.): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତ କିଆକଟା ରେଢାଖୋଲ ବୋର୍ଡର ଓରଡା କେରାଣ୍ଡି ନାଳରେ ସୋମବାର ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଏହି ମୃତଦେହଟି ନାଳ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି।…
ଅଭିବୃଦ୍ଧିରେ ସହାୟକ ହେବ ଆବର୍ଜନା
ଅନୁଗୋଳ ଅଫିସ, ୩୧ା୮: କରୋନା କଟକଣା ମଧ୍ୟରେ ସୋମବାର ସ୍ବାୟତ୍ତ ଶାସନ ଦିବସ ପାଳିବ ଅନୁଗୋଳ ପୌରପାଳିକା। ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଛି। ନିରାଡମ୍ବର ଭାବେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ଚଳିତବର୍ଷ ପୌରପାଳିକାର ୩ଟି ମାଇକ୍ରୋ କମ୍ପୋଷ୍ଟିଂ…
ପୀଡ଼ା ଭୋଗୁଛନ୍ତି ପ୍ରାଣୀଧନ
ବଇଣ୍ଡା, (ପରିକ୍ଷିତ ସାହୁ) ୩୦ା୮: କୃଷି ଅର୍ଥନୀତିର ପ୍ରମୁଖ ଅଙ୍ଗ ପ୍ରାଣୀ ସମ୍ପଦ। ଗୃହପାଳିତ ପ୍ରାଣୀଙ୍କ ଉପରେ ନିର୍ଭର କରେ ଚାଷୀଙ୍କ ସମୃଦ୍ଧି। ସେଥିପାଇଁ ଚାଷ ସହିତ ପଶୁପାଳନକୁ ଦିଆଯାଉଛି ଗୁରୁତ୍ୱ। ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଅନେକ ଯୋଜନା…
ଅନୁମୋଦନରେ ବିଳମ୍ବ କରୁଛି ତାମଡ଼ା
ଅନୁଗୋଳ ଅଫିସ, ୨୯ା୮ ଜମି କିସମ ପରିବର୍ତ୍ତନ ପାଇଁ ଆସୁଥିବା ଫାଇଲ ପଡ଼ିରହୁଛି। ଏହାକୁ ମାସେ ମଧ୍ୟରେ ଅନୁମୋଦନ ଦେବାର ନିୟମ ରହିଥିଲେ ବି ତାହାକୁ ପାଳନ କରାଯାଉ ନାହିଁ। ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) କାର୍ଯ୍ୟାଳୟରେ…
ରେଙ୍ଗାଳି ଡ୍ୟାମର ୩ଗେଟ ଖୋଲିଲା
କଣିହାଁ,୨୭।୮(ଡି.ଏନ୍.ଏ): ରାଜ୍ୟରେ ଗତ କିଛି ଦିନରୁ ଲଗାତର ଭାବେ ପ୍ରବଳ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇପଡ଼ିଛି। ଇତିମଧ୍ୟରେ କଣିହାଁ ବ୍ଲକ ସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ବନ୍ୟାଜଳ ନିଷ୍କାସନ…
୨ ରହୁଛି ଖୋଲା, ୫ରେ ତାଲା
ବଇଣ୍ଡା,(ପରିକ୍ଷିତ ସାହୁ) ୨୭ା୮: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାସେବା। ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଜଙ୍ଗଲ ଅଧ୍ୟୁଷିତ ୭ ପଞ୍ଚାୟତର ୪୦ ଗ୍ରାମବାସୀଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ…
ଟ୍ୟାକ୍ସ ଛୁଇଁପାରୁନି ଟାର୍ଗେଟ୍
ଅନୁଗୋଳ ଅଫିସ, ୨୬।୮ – ପ୍ରତି ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟ୍ୟାକ୍ସ ଟାର୍ଗେଟ୍କୁ ଅନୁଗୋଳ ପୌରପାଳିକା ପୂରଣ କରିପାରୁ ନାହିଁ। ବିଶେଷକରି ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଶତପ୍ରତିଶତ ହୋଇପାରୁ ନ ଥିବାରୁ ଉକ୍ତ ଧାର୍ଯ୍ୟଲକ୍ଷ୍ୟ ଛୁଇଁବା ଅସମ୍ଭବ ହୋଇପଡ଼ୁଛି।…
ଅର୍ଥ ଅଛି, ଅନୁମତି ନାହିଁ
ବଇଣ୍ଡା, ୨୫ା୮(ଡି.ଏନ୍.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଟେଣ୍ଡର ମଧ୍ୟ କରାଯାଇଛି। ହେଲେ କୋଭିଡ୍ କଟକଣା ପାଇଁ…
କ୍ଷେତକୁ ନିଅଣ୍ଟ ସାର
ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ ନେବା ପାଇଁ ସେମାନଙ୍କ ନିକଟରେ ସାର ହିଁ ଏକମାତ୍ର ବିକଳ୍ପ ରହିଛି। କିନ୍ତୁ…
ରେଙ୍ଗାଳି ଡ୍ୟାମ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ
କଣିହାଁ,୨୩ା୮(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ଶନିବାର ରାତି ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ୍ ଖୋଲାଯାଇଛି। ଏହି ଡ୍ୟାମର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବାବେଳେ ଡ୍ୟାମର ଜଳସ୍ତର ୧୨୧.୫୫…
ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ଜୀବନଗଲା
କଣିହାଁ,୨୩ା୮(ଡି.ଏନ୍.ଏ.): ସାନ ଭାଇଙ୍କ ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ସମଲ ଥାନା ଶିପୁର ଗ୍ରାମରେ। ମୃତକଙ୍କ ନାମ ରଞ୍ଜନ ବାରିକ (୨୮)। ଘଟଣାରୁ ପ୍ରକାଶ ଯେ, ଦୁଃଖ ବାରିକଙ୍କ…

