Posted inଫୁରସତ

ଆପଣାନ୍ତୁ ଏହି ଦେଶୀ ଉପାୟ, ବର୍ଷା ଦିନେ ବି ମାସ ମାସ ଧରି ଖରାପ ହେବ ନାହିଁ ଆଳୁ-ପିଆଜ

ବର୍ଷା ଦିନେ ଆଳୁ-ପିଆଜ ସଢ଼ିଯିବାର ଭୟ ଥାଏ। ଏଥିପାଇଁ କୃଷକମାନେ ଏହାକୁ ଶୀଘ୍ର ବିକ୍ରି କରିଦେଇଥାନ୍ତି। ଫଳରେ ତାଙ୍କୁ କମ୍‌ ଦାମ ମିଳିଥାଏ। କ୍ଷତି ସହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବାକୁ ଏକ ଘରୋଇ ଉପାୟ ରହିଛି, ଯାହାକୁ କମ୍‌ ଖର୍ଚ୍ଚରେ ଆପଣ କରିପାରିବେ।

ଘରେ କିଛି ଉଚ୍ଚତାରେ ବାଉଁଶର ଏକ ର଼୍ୟାକ୍‌ ତିଆରି କରନ୍ତୁ। ଏଠାରେ ଆଳୁ ପିଆଜକୁ ସାଇତି ରଖନ୍ତୁ।
ଆଳୁ-ପିଆଜକୁ ଏମିତି ରଖନ୍ତୁ ଯେମିତିକି ସେଠାରେ ବାୟୁ ସହଜରେ ଯା’ଆସ ଗକରୁଥିବା। ଫଳରେ ଏଥିରେ ସଢ଼ିଯିବା ନଚେତ ଆଦ୍ରତା ଆସିବ ନାହିଁ।

ର଼୍ୟାକ୍‌ ଉଚ୍ଚରେ ଥିବା କାରଣରୁ ବର୍ଷା ଯୋଗୁ ଫସଲରେ ଆଦ୍ରତା ପହଞ୍ଚି ନ ଥାଏ। ହେଲେ ଆଖପାଖରେ ପଙ୍ଖା ଲଗାନ୍ତୁ ,ଯାହାଦ୍ୱାରା ପବନ ଲଗାତାର ଯା’ଆସ କରିପାରିବ। ଫସଲ ଖରାପ ହେବ ନାହିଁ।

ଏହି ର଼୍ୟାକ୍‌କୁ ମଲ୍ଟିଷ୍ଟୋରେଜ୍‌ ସିଷ୍ଟମ୍‌ ଭାବେ ଉପରକୁ କିମ୍ବା ତଳକୁ ବଢ଼ାଇପାରିବେ। ଫଳରେ ଏହା ଏକ ଭଣ୍ଡାର ଘର ଭଳି ହୋଇପାରିବ।

ଏଭଳି ଉପାୟ ଆପଣାଇ ୪ ମାସ ଯାଏ ଆଳୁ-ପିଆଜ ସୁରକ୍ଷିତ ରହିପାରିବ। ଦାମ୍‌ ବଢ଼ିଲେ ଏହାକୁ ବିକି କୃଷକ ଲାଭ ରୋଜଗାର କରିପାରିବେ।

ଥରେ ଏଭଳି ବ୍ୟବସ୍ଥା ଆପଣାଇଲେ ଅନେକ ବର୍ଷ ଯାଏ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଅଧିକ ଟଙ୍କା ଲାଗିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri