ଏହି ରାଶିର ଲୋକମାନେ ହୁଅନ୍ତି ଅଧିକ ଧନୀ, କେବେ ବି ଅଭାବ ରହେନି…

ଅନେକ ଲୋକ ବିଶ୍ୱାସ କରନ୍ତି ଯେ କିଛି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ ହେବାର ସମ୍ଭାବନା ରଖନ୍ତି। ତେବେ, କେଉଁ ରାଶିର ଲୋକ ଅଧିକ ଧନୀ ହୋଇଥାନ୍ତି?

ବୃଷ ରାଶି
ଶୁକ୍ର ଗ୍ରହ ଦ୍ୱାରା ପରିଚାଳିତ ବୃଷ ରାଶିର ବ୍ୟକ୍ତି ସାଧାରଣତଃ ଐଶ୍ୱର୍ଯ୍ୟ, ସୁଖ-ସୌଭାଗ୍ୟ ଓ ସ୍ଥିରତା ପସନ୍ଦ କରନ୍ତି। ଏମାନେ ଅର୍ଥ ସଞ୍ଚୟ ଓ ନିବେଶରେ ଅତ୍ୟନ୍ତ ଚତୁର ହୋଇଥାନ୍ତି। ବ୍ୟାଙ୍କିଙ୍ଗ, ରିଅଲ ଏଷ୍ଟେଟ, କଳା, ଫ୍ୟାଶନ ଓ ଖାଦ୍ୟ ଶିଳ୍ପରେ ଏମାନେ ସଫଳତା ହାସଲ କରିଥାନ୍ତି। ଏମାନେ କଠୋର ପରିଶ୍ରମୀ ଏବଂ ର୍ଧଯ୍ୟଶୀଳ, ଯାହା ଏମାନଙ୍କୁ ଦୀର୍ଘମିଆଦି ଆର୍ଥିକ ସ୍ଥିରତା ଆଣିଥାଏ।

କନ୍ୟା ରାଶି
ବୁଧ ଗ୍ରହ ଦ୍ୱାରା ପରିଚାଳିତ କନ୍ୟା ରାଶିର ବ୍ୟକ୍ତି ବିଶ୍ଳେଷଣାତ୍ମକ ଓ ଯୋଜନାବଦ୍ଧ। ଏମାନେ ଆର୍ଥିକ ଯୋଜନା ଓ ବ୍ୟବସ୍ଥାପନାରେ ପାରଙ୍ଗମ। ପ୍ରଯୁକ୍ତି, ହିସାବ ନିକାଶ, ପରାମର୍ଶ ଓ ସେବା କ୍ଷେତ୍ରରେ ଏମାନେ ଉଚ୍ଚସ୍ତରୀୟ ସଫଳତା ହାସଲ କରନ୍ତି। ଏମାନଙ୍କର ସଂଗଠନ କ୍ଷମତା ଓ ସୂକ୍ଷ୍ମ ଦୃଷ୍ଟିକୋଣ ଅର୍ଥ ପରିଚାଳନାରେ ସହାୟକ ହୋଇଥାଏ।

ବିଛା ରାଶି
ମଙ୍ଗଳ ଓ ପ୍ଲୁଟୋ ଦ୍ୱାରା ପରିଚାଳିତ ବିଛା ରାଶିର ବ୍ୟକ୍ତି ଅତ୍ୟନ୍ତ ନିଷ୍ଠାବାନ ଓ ଲକ୍ଷ୍ୟଭିତ୍ତିକ।
ଏମାନେ ରିସ୍କ ନେବାରେ ପଛାନ୍ତି ନାହିଁ ଏବଂ ବ୍ୟବସାୟ, ନିବେଶ ଓ ଅନୁସନ୍ଧାନ କ୍ଷେତ୍ରରେ ସଫଳତା ହାସଲ କରନ୍ତି। ଅନ୍ୟମାନଙ୍କ ସମ୍ପଦ ପରିଚାଳନା କରିବାରେ ମଧ୍ୟ ଏମାନେ ଦକ୍ଷ। ଏମାନଙ୍କର ଗଭୀର ଚିନ୍ତାଧାରା ଓ ର୍ନିଣ୍ଣୟ କ୍ଷମତା ଆର୍ଥିକ ସଫଳତାରେ ସହାୟକ।


Enter your email to get our daily news in your inbox.

All Right Reserved By Dharitri.Com

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି ।...

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ...

୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026...

ଡିସେମ୍ୱରରେ ପଡିଲା ମଳମାସ, ୩୦ଦିନ ଯାଏ କରନ୍ତୁନି ଶୁଭକାମ ନଚେତ୍‌…

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଦେବତାଙ୍କୁ ନଅଟି ଗ୍ରହର ରାଜା ଏବଂ ଚଳନ୍ତି ପ୍ରତିମା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ପ୍ରତି ମାସରେ ସୂର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri