କଦଳୀ ଖାଇଲେ ମିଳିଥାଏ ଏହି ୫ ଉପକାର

ପାଚିଲା କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କଦଳୀରେ ଅନେକ ପୁଷ୍ଟିକର ଉପାଦାନ ଏବଂ ଭିଟାମିନ ମିଳିଥାଏ। ଯାହା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କଦଳୀରେ ଭିଟାମିନ ସି, ଡାଏଟାରୀ ଫାଇବର ଏବଂ ମାଙ୍ଗାନିଜ ଭରପୂର ପରିମାଣରେ ରହିଛି। ଏଥିରେ ଭିଟାମିନ ବି-୬ ମଧ୍ୟ ରହିଛି। କଦଳୀକୁ କୋଲେଷ୍ଟରଲ ମୁକ୍ତ ବୋଲି ମଧ୍ୟ ବିବେଚନା କରାଯାଏ। କଦଳୀକୁ ଶକ୍ତିର ପାଓ୍ବାର ହାଉସ ମଧ୍ୟ କୁହାଯାଏ। କାରଣ ଏହା ଏକ ଶକ୍ତି ବୃଦ୍ଧିକାରୀ ଭାବରେ କାର୍ଯ୍ୟ କରିଥାଏ।

11 Science-Backed Benefits of Bananas

ହଜମ ପାଇଁ ଲାଭଦାୟକ:
କଦଳୀରେ ପାଣି ଏବଂ ଫାଇବର ଥାଏ। ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ।

ସୁସ୍ଥ କିଡନୀ ପାଇଁ ଲାଭଦାୟକ:
କଦଳୀରେ ଖଣିଜ ପୋଟାସିୟମ ଭରପୂର ରହିଛି। ପୋଟାସିୟମ ଶରୀରରେ ତରଳ ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ ଏବଂ କୋଷ ଭିତରେ ଏବଂ ବାହାରେ ଥିବା ପୋଷକ ତତ୍ତ୍ୱ ଏବଂ ବର୍ଜ୍ୟବସ୍ତୁର ଗତିକୁ ନିୟନ୍ତ୍ରଣ କରିଥାଏ। ଏହା ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରିଥାଏ ଏବଂ ରକ୍ତଚାପ ଉପରେ ସୋଡିୟମର ପ୍ରଭାବକୁ ହ୍ରାସ କରିଥାଏ। ପୋଟାସିୟମ ଲୋକଙ୍କ ମଧ୍ୟରେ କିଡନୀ ଷ୍ଟୋନ୍‌ର ଆଶଙ୍କା ହ୍ରାସ କରେ।

Buy Banana - G9, Kela - Plant online from Nurserylive at lowest price.

ଶକ୍ତି ବୃଦ୍ଧି:
କଦଳୀ ଖାଇବା ଦ୍ୱାରା ଶରୀରରେ ଶକ୍ତି ଅନୁଭବ ହୋଇଥାଏ। କଦଳୀରେ ତିନୋଟି ପ୍ରାକୃତିକ ଶର୍କରା ସୁକ୍ରୋଜ, ଫ୍ରୁକଟୋଜ ଏବଂ ଗ୍ଲୁକୋଜ ରହିଥାଏ ଯାହା ଶରୀରକୁ ଚର୍ବିମୁକ୍ତ, କୋଲେଷ୍ଟରଲ ମୁକ୍ତ ଶକ୍ତି ଦେଇଥାଏ। ପିଲାମାନେ କଦଳୀ ଖାଇବା ଲାଭଦାୟକ।

ଗ୍ୟାସ ସମସ୍ୟା ଦୂର କରେ:
କଦଳୀରୁ ପ୍ରଚୁର ପରିମାଣର ଆଇରନ ମିଳିଥାଏ। ପ୍ରତିଦିନ କଦଳୀ ଖାଇବା ଦ୍ୱାରା ରକ୍ତହୀନତାର ସମସ୍ୟା ଧୀରେ ଧୀରେ ଉନ୍ନତ ହେବାକୁ ଲାଗେ।

Inspiring Life Lessons From Bananas - Kadalys US

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ:
କଦଳୀ ବହୁତ ହିତକାରୀ। ଏଥିରେ ଭିଟାମିନ ସି ରହିଛି। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri