ସ୍ବାମୀଙ୍କ ଉପରେ ହୁକୁମ ଚଳାଇବାରେ ମାହିର ଏହି ୪ ରାଶିର ଯୁବତୀ, ଶାଶୁଘରେ ବି ଥାଏ କଣ୍ଟ୍ରୋଲ…

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ ସ୍ବାମୀ ସହ ଶାଶୁଘରରେ ହୁକୁମ ଚଳାଇଥାନ୍ତି। ଲୋକମାନେ ତାଙ୍କ କଥା ନ ଶୁଣିଲେ ସେ ବରଦାସ୍ତ କରିପାରନ୍ତି ନାହିଁ। ଆସନ୍ତୁ ଜାଣିବା:
ଜ୍ୟୋତିଷଶାସ୍ତ୍ରରେ ଏପରି ୪ ରାଶି ବିଷୟରେ କୁହାଯାଇଛି, ଯେଉଁଥିରେ ଜନ୍ମିତ ଯୁବତୀମାନେ ସମସ୍ତଙ୍କ ଉପରେ ହୁକୁମ ଚଳାଇବାକୁ ଚାହାନ୍ତି। ଯେପରିକି:

ବୃଷ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ଡୋମିନେଟିଂ। ସମସ୍ତଙ୍କ ଉପରେ ଏମାନେ ହୁକୁମ ଚଳାଇଥାନ୍ତି। ନିଜ କଥାକୁ ପ୍ରମାଣ କରିବାକୁ ଏମାନେ କୌଣସି ପରିସ୍ଥିତିର ସାମ୍ନା କରିପନdନ୍ତି। ଜୀବନସାଥୀଙ୍କୁ ନେଇ ବହୁତ ପୋଜେସିଭ୍‌ ଏମାନେ। ବିବାହ ପରେ ଏମାନେ ଶାଶୁଘରେ ରାଜ୍‌ କରିଥାନ୍ତି।

ବିଛା ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ବୁଦ୍ଧିମାନ। ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଭଲ କ୍ଷମତା ଥାଏ। ଏଥିପାଇଁ ଏମାନେ ଡୋମିନେଟିଂ ହୋଇଥାନ୍ତି। ହେଲେ ଏମାନେ ନିଜ ସମ୍ପର୍କକୁ ସଫଳ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଏମାନଙ୍କ ସମ୍ପର୍କରେ କେହି ମୁଣ୍ଡ ପୁରାଉ ସେ ଚାହାନ୍ତି ନାହିଁ। ନିଜ ସ୍ବାଧୀନତା ଏମାନଙ୍କୁ ବହୁତ ପସନ୍ଦ।

କନ୍ୟା ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ବାସ୍ତବବାଦୀ ହୋଇଥାନ୍ତି। ଏମାନେ ନିଜର ଭାବପ୍ରବଣତାକୁ କାବୁ କରିନେଇଥାନ୍ତି। ହେଲେ ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କୁ ନେଇ ବହୁତ ପୋଜେସିଭ୍‌ ଥାନ୍ତି। ଏହି କାରଣରୁ ଶାଶୁଘରେ ଏମାନଙ୍କୁ ବହୁତ ସ୍ନେହ ମିଳିଥାଏ।

କୁମ୍ଭ ରାଶି: ଏହି ରାଶିର ଯୁବତୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରପୂର ରହିଥାଏ। ଏମାନେ ନିଜ ଭାବନାକୁ ଚପାଇ ରଖିଥାନ୍ତି। ବିବାହ ପରେ ଏମାନେ ଶାଶୁଘର ଏବଂ ସ୍ବାମୀଙ୍କ ଉପରେ ରାଜ୍‌ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri