Odisha Elections 2024

ଏମିତି ଝିଅଙ୍କୁ ଭୁଲରେ ବି କରନ୍ତୁ ନାହିଁ ବିବାହ

ବିବାହ ଖେଳ ଘର ନୁହେଁ। ବିବାହ ଲାଗି ପ୍ରସ୍ତୁତ ହେବା ଜରୁରୀ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ତୁମର ଜୀବନସାଥୀଙ୍କର କି ପ୍ରକାର ଅଭ୍ୟାସ ଅଛି ଏହା ଜାଣିବା ଆବଶ୍ୟକ କାରଣ ତୁମକୁ ତାଙ୍କ ସହିତ ସାରା ଜୀବନ ବିତାଇବାକୁ ପଡିବ। ଯଦି ସାଥୀ ଭଲ ହୋଇଯାଏ ତେବେ ବିବାହ ସଫଳ ହୁଏ କିନ୍ତୁ ଯଦି ସାଥୀଙ୍କର କିଛି ଖରାପ ଅଭ୍ୟାସ ଥାଏ ଏହାର କୁପ୍ରଭାବ ବୈବାହିକ ଜୀବନ ଉପରେ ପଡିଥାଏ।

ଅନେକ ଝିଅ ଥାନ୍ତି ଯେଉଁମାନଙ୍କ ସ୍ବାର୍ଥପର ପ୍ରକୃତିର ଯଦି ସେମାନେ ସମୟ ସହିତ ପରିବର୍ତ୍ତନ ନ ହୁଅନ୍ତି ତେବେ ଏହାର ପ୍ରଭାବ ସିଧା ପ୍ରଭାବ ବୈବାହିକ ଜୀବନ ଉପରେ ପଡ଼ିଥାଏ।

କେତେଜଣ ବାସ୍ତବତାକୁ ଅଣଦେଖା କରନ୍ତି ଏବଂ ବସ୍ତୁବାଦୀ ହୋଇଥାନ୍ତି। ଏହିପରି ଝିଅମାନେ ବାସ୍ତବତାକୁ ନ ବୁଝୁଥିବା ହେତୁ ସେ ପରିସ୍ଥିତିକୁ ମଧ୍ୟ ହୃଦୟଙ୍ଗମ କରିପାରନ୍ତି ନାହିଁ।

ଯଦିଓ ସମସ୍ତ ଝିଅ ଶପିଂ କରିବାକୁ ଭଲ ପାଆନ୍ତି କିନ୍ତୁ କେତେ ଜଣଙ୍କ ପାଇଁ ଏହା ନିଶା। ଯେପରି ମନ ଭଲ ନ ଥିଲେ କିମ୍ଭା ମନ ବହୁତ ଭଲ ଥିଲେ ସେମାନେ ଶପିଂ କରନ୍ତି। ମାତ୍ର ସେମାନେ ଜାଣନ୍ତି ନାହିଁ ସେମାନେ କେତେ ଟଙ୍କା ବ୍ୟୟ କରୁଛନ୍ତି।

ଅନେକ ଝିଅ ସ୍ବଭାବରେ ଇର୍ଷାଳୁ ହୋଇଥାନ୍ତି। ଏ ନେଇ ସେମାନେ ପାର୍ଟନରଙ୍କ ଉପରେ ଚାପ ପକାଇବା ମଧ୍ୟ ଆରମ୍ଭ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri