ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱରର ଫୁଟପାଥରେ ତାଳସଜ ବିକ୍ରି ଚାଲିଛି

କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା ଚାଲିଛି

ଭୁବନେଶ୍ୱରର କମଳା ନେହେରୁ କଲେଜର ଯୁକ୍ତ -୨ ଛାତ୍ରୀମାନେ ଧାଡିରେ ପରୀକ୍ଷା ହଲରେ ପ୍ରବେଶ କରୁଛନ୍ତି






ଧରିତ୍ରୀର ୫୨ତମ ଜନ୍ମ ଦିବସ ସମାରୋହ ପାଳିତ
ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲିଭୋଗ ନୀତି ବାଣୀବିହାରରେ ଉତ୍ତେଜନା, ପୋଲିସ ମୁତୟନ, ପିଲାମାନେ ନ୍ୟାୟ ପାଇଁ ଗେଟ ଆଗରେ...
ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶ୍ୱେତପଦ୍ମ ପକ୍ଷରୁ ନାଟକ ‘ନାଗ ବଂଶମ’ ପରିବେଷଣ ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ୪ର୍ଥ ଜାତୀୟ ଲୋକ ଅଦାଲତ
୧୬ତମ ଭାରତ ମୁନି ମହୋତ୍ସବ କାଲିଙ୍ଗାୟନ ତୌର୍ୟତ୍ରିକମ୍ ଦ୍ୱାରା GKCMରେ ଶୁକ୍ରବାର ଆୟୋଜିତ ହୋଇଛି ପୁରୀ ବେଳାଭୂମିରେ ବେଲ୍ ଅନୁଷ୍ଠାନ ପକ୍ଷରୁ ମହୋଦଧି ଦିବସ ପାଳନ...
ଜିକେସିଏମରେ ଆୟୋଜିତ ୧୬ତମ ଭାରତ ମୁନି ଉତ୍ସବରେ ଅଂଶଗ୍ରହଣକାରୀମାନେ ନୃତ୍ୟ ପ୍ରଦର୍ଶନ
ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାର ଗୋଟିଏ ଦିନ ପରେ, ଟିମ୍ ଇଣ୍ଡିଆ ଆଜି ଭୁବନେଶ୍ୱର ଛାଡିଛି ...
ଭାରତୀୟ କ୍ରିକେଟ ଦଳ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି ଜେ.ଏନ୍. ଇନଡୋର୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ‘ଓଡିଶା ମାଷ୍ଟର୍ସ୍ BWF ଟୁର୍...
