ପ୍ରମୁଖ ଦଳ ମଧ୍ୟରେ ହେବ ଲଢ଼େଇ

ଖୋର୍ଦ୍ଧା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ପରେ ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପରିଷଦ ଜୋନରେ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୯୨ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେଥିରୁ ୧୨ଟି ନାକଚ ହୋଇଥିବାବେଳେ ୮୦ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି।
ଜୋନ୍‌ ୧ରୁ ପ୍ରଫୁଲ୍ଲ କୁମାର ଦଳାଇ ବିଜେଡି, ପ୍ରବୀରା ପ୍ରିୟଦର୍ଶିନୀ ଭଞ୍ଜଦେଓ ଭାଜପା, ସରିଫ ମହମ୍ମଦକଂଗ୍ରେସ, ଧନେଶ୍ୱର ପାଇକରାୟ ଓ ସରୋଜ କୁମାର ବଳିଆରସିଂ ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨ରୁ କୈଶରା ବେଗମ୍‌ ବିଜେଡି, ତନିମା ସେଠୀ ଭାଜପା, ମମତା ମଞ୍ଜରୀ ବାହୁବଳେନ୍ଦ୍ର କଂଗ୍ରେସ, ଧରିତ୍ରୀ ପାଇକରାୟ ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୩ରୁ ପୁଷ୍ପଲତା କାଣ୍ଡି ବିଏସ୍‌ପି, ରୂପଶ୍ରୀ ରାଣୀ ଗୁମାନସିଂ ବିଜେଡି, ଶକୁନ୍ତଳା ଜଗଦ୍ଦେବ ଭାଜପା, ସୁରମା ଦେବୀ ସିପିଆଇ(ଏମ୍‌), ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ୪ରୁ ଅଞ୍ଜଳି ବିଶ୍ୱାଳ କଂଗ୍ରେସ, ମମତା ପାଇକରାୟ ବିଜେଡି, ସବିତାରାଣୀ ବରାଳ ସିପିଆଇ(ଏମ୍‌), ସୁକାନ୍ତି ଦେଈ ଭାଜପାରୁ ପ୍ରାର୍ଥୀ ରହିଛନ୍ତି। ୫ରୁ ନମିତା ବେହେରା ଭାଜପା, ରୀନା ବେହେରା ବିଜେଡି, ସୁକି ଦେଈ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ୬ରୁ ମଧୁସ୍ମିତା ପ୍ରଧାନ କଂଗ୍ରେସ, ମମତା ପରିଡ଼ା ଭାଜପା, ସବିତା ସୁନ୍ଦରାୟ ବିଜେଡି ପ୍ରାର୍ଥୀ ରହିଛନ୍ତି। ୯ରୁ ଆଶିଷ କୁମାର ବରିସଲ ଭାଜପା, ଚନ୍ଦ୍ରକାନ୍ତ ମହାରଥୀ କଂଗ୍ରେସ, ମିତାଞ୍ଜଳୀ ବଳିଆରସିଂ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି। ୧୦ରୁ ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ କଂଗ୍ରେସ, ବିଜୟ କୁମାର ଜେନା ବିଜେଡି, ସନ୍ତୋଷ ନାୟକ ସୁପ୍ରିମ ଜିରୋ ପାର୍ଟି ଅଫ୍‌ ଭାରତ, ହେମନ୍ତ କୁମାର ବେହେରା ଭାଜପା ଏବଂ ଲକ୍ଷ୍ମଣ ବେହେରା ସିପିଆଇ(ଏମ୍‌)ରୁ ପ୍ରାର୍ଥୀ ରହିଛନ୍ତି। ୧୧ରୁ ଅନୁସୂୟା ବେହେରା ବିଜେଡି, କବିତା ବେହେରା ସୁପ୍ରିମ୍‌ ଜିରୋ ପାର୍ଟି ଅଫ ଭାରତ, ଗୀତାଞ୍ଜଳି ସାହୁ ଭାଜପା ଏବଂ ରେଣୁବାଳା ବେହେରା କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ୧୨ରୁ ଆଲୋକ ରଞ୍ଜନ ଛୋଟରାୟ ଭାଜପା, ପୂର୍ଣ୍ଣଚନ୍ଦ୍ର ଜେନା କଂଗ୍ରେସ, ବିଜୟ କୁମାର ପାଲଟାସିଂ ବିଜେଡି, ସେକ୍‌ ନାଜିର ବିଏସ୍‌ପିରୁ ପ୍ରାର୍ଥୀ ରହିଛନ୍ତି। ୧୩ରୁ ଟିକି ଶବର ଭାଜପା, ସତ୍ୟବତୀ ଜାନୀ କଂଗ୍ରେସ, ସସ୍ମିତା ପ୍ରଧାନ ବିଜେଡିରୁ ରହିଛନ୍ତି। ୧୪ରୁ ରଶ୍ମିତା ମହାପାତ୍ର କଂଗ୍ରେସ, ରୋଜିତା ପ୍ରଧାନ ଭାଜପା, ଲିଲିବାଳା ଭୋଳ ବିଜେଡି ପ୍ରାର୍ଥୀ ରହିଛନ୍ତି। ୧୫ରୁ ଅକ୍ଷୟ କୁମାର ମହାପାତ୍ର କଂଗ୍ରେସ, ଗୋପିନାଥ ମହାରଣା ବିଜେଡି, ବାମନ ଚରଣ ଦାସ ଭାଜପା, ମନୋଜ କୁମାର ଜେନା ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨୨ରୁ ପୁରୁଷୋତ୍ତମ ବାରିକ ସ୍ବାଧୀନ , ପ୍ରକାଶ ସାହୁ ବିଜେଡି, ମଦନ ମୋହନ ସାହୁ କଂଗ୍ରେସ ଏବଂ ସରୋଜ ମହାପାତ୍ର ଭାଜପା ପ୍ରାର୍ଥୀ ରହିଛନ୍ତି। ୨୩ରୁ ଅନାଦି ସାହୁ ବିଜେଡି, ଅବିନାଶ ପ୍ରଧାନ ଏସ୍‌ୟୁସିଆଇ, ଅହମ୍ମଦ ଖାନ କଂଗ୍ରେସ, ଜିତେନ୍ଦ୍ର କୁମାର ସାହୁ ଭାଜପା, କମଳକାନ୍ତ ମହାପାତ୍ର, ପ୍ରଦୀପ୍ତ ମଙ୍ଗରାଜ, ପ୍ରଭାତ ସୁବୁଦ୍ଧି ଓ ସର୍ବେଶ୍ୱର ଜେନା ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨୪ରୁ ଚାରୁଲତା ବେହେରା ବିଏସ୍‌ପି, ତନୁଜା ପାଟ୍ଟଶାଣୀ ବିଜେଡି, ରୀତା ପାଇକରାୟ କଂଗ୍ରେସ, ଶ୍ୱେତସ୍ବିନୀ ରଣବିଜୁଳି ଭାଜପା, ବିନୋଦିନୀ ସାମନ୍ତରାୟ ଓ ଭବାନୀ ଚମ୍ପତି ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨୫ରୁ ଗୀତା ପରିଡ଼ା କଂଗ୍ରେସ, ସୁନନ୍ଦିତା ସାହୁ ବିଜେଡି, ସୁନିତାରାଣୀ ଦାସ ଭାଜପାରୁ ପ୍ରାର୍ଥୀ ରହିଛନ୍ତି। ୨୬ରୁ ଚିରଞ୍ଜିବୀ ସୁନ୍ଦରା କଂଗ୍ରେସ, ଧନେଶ୍ୱର ସାହୁ ସ୍ବାଧିନ, ମିଥୁନ ପାଇକରାୟ ଭାଜପା, ରାଧାଶ୍ୟାମ ବଳିଆରସିଂ କମ୍ୟୁନିଷ୍ଟ, ସୁବାସ ଚନ୍ଦ୍ର ରାୟଗୁରୁ ବିଜେଡି, ସୁଶାନ୍ତ ମିଶ୍ର ଏଏପିର ପ୍ରାର୍ଥୀ ରହିଛନ୍ତି। ଜୋନ ୨୭ରେ ଅକ୍ରୁର ପ୍ରଧାନ କମ୍ୟୁନିଷ୍ଟ, ପ୍ରତିମାରାଣୀ ସାହୁ ଭାଜପା, ପ୍ରଦୀପ୍ତ କିଶୋର ଛୋଟରାୟ ବିଜେଡି ଏବଂ ଶଙ୍କର୍ଷଣ ରାଉତ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri