Odisha Elections 2024
Posted inଜାତୀୟ

ବ୍ୟାଣ୍ଡେଜ ତଳେ ଲୁଚାଇଥିଲେ ୯୦୦ ଗ୍ରାମ ସୁନା

ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦ୍‌ କଷ୍ଟମ ଅଧିକାରୀ ଶାରଜାରୁ ଆସିଥିବା ଜଣେ ଯାତ୍ରୀଙ୍କ ନାମରେ ସୁନା ଚୋରାଚାଲାଣ ମାମଲା ରୁଜୁ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଶାରଜାରୁ ୯ ତାରିଖରେ ବିମାନ ଯୋଗେ ଆସିଥିବା ଉକ୍ତ ଯାତ୍ରୀଙ୍କ ପାଖରୁ ୯୭୦ ଗ୍ରାମ ସୁନା ଜବତ କରାଯାଇଛି। ଏହାର ଅନୁମାନିକ ମୂଲ୍ୟ ୪୭ ଲକ୍ଷ ହେବ।

କଷ୍ଟମ ଅଧିକାରୀଙ୍କ ଅନୁଯାୟୀ, ଯାତ୍ରୀ ଜଣଙ୍କ ଉଭୟ ଗୋଡ଼ରେ ବ୍ୟାଣ୍ଡେଜ ଲଗାଇଥିଲେ। ବ୍ୟାଣ୍ଡେଜ ଭିତରେ ସୁନାକୁ ପେଷ୍ଟ ଆକାରରେ ଲୁଚାଇ ରଖାଯାଇଥିଲା। ପୁରୁଷ ଯାତ୍ରୀ ଜଣଙ୍କ ଏୟାର ଆରବିଆ ବିମାନ ଯୋଗେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ରାଜସ୍ଥାନ, ଲୋକ ସଭା ନିର୍ବାଚନ ସମୟରେ ଏତେ ହଜାର କୋଟି ଟଙ୍କା ଜବତ

ଜୟପୁର,୨୬।୫: ମାର୍ଚ୍ଚ ଆରମ୍ଭରୁ ଲୋକ ସଭା ନିର୍ବାଚନ ସମୟରେ ରାଜସ୍ଥାନର ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ବା ପ୍ରବର୍ତ୍ତନ ଏଜେନ୍ସି ଦ୍ୱାରା ୧,୨୦୫ କୋଟିରୁ ଅଧିକ ମୂଲ୍ୟର...

ବିବାହ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଇଭିଏମ୍‌କୁ ବିରୋଧ

ଲାତୁରା,୨୬।୫: ୨୦୨୪ରେ ଲୋକ ସଭା ନିର୍ବାଚନ ଚାଲିଛି ଏବଂ ଏହାର ୬ଟି ପର୍ଯ୍ୟାୟ ଶେଷ ହୋଇଛି। ଏହି ସମୟରେ, ଇଭିଏମ ବ୍ୟବହାର ଏବଂ ଏହାର ସୁରକ୍ଷାକୁ...

ନୀତୀଶଙ୍କ ସୁରକ୍ଷାରେ ତ୍ରୁଟି, ହେଲିକପ୍ଟରର ଇନ୍ଧନ ସରିଯିବାରୁ ଏମରଜେନ୍ସି ଲ୍ୟାଣ୍ଡିଂ

ପାଟନା,୨୬।୫: ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନା ନିକଟସ୍ଥ...

‘ଆଉ ମାତ୍ର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି କହିବେ ମୋତେ ପୂଜା କର’

ପାଟନା,୨୬।୫: ଲୋକ ସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ବିହାରରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି...

ପ୍ରଥମେ ନିଜ ସିଷ୍ଟମ ଠିକ୍‌ କରନ୍ତୁ ରାହୁଲ ଗାନ୍ଧୀ, ପରେ ଦେଶ କଥା ଭାବିବେ

ନୂଆଦିଲ୍ଲୀ,୨୬।୫: କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ପୁଣି ଥରେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,...

ଭାରତୀୟ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୬।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ଆସନ୍ତା ମେ ୩୧ରେ ଅବସର ନେବାର ଥିଲା।...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ରାସ୍ତା କଡ଼ରୁ କଟାଯାଇ ପାରିବ ନାହିଁ ଗଛ

କୋଚି,୨୬।୫: କେବଳ ବ୍ୟବସାୟିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବାରୁ ରାସ୍ତା କଡ଼ରେ କୌଣସି ଗଛ କଟାଯିବ ନାହିଁ ବୋଲି କେରଳ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ଇଚ୍ଛା ହେଉଛି ନରେନ୍ଦ୍ର ମୋଦି ହୁଅନ୍ତୁ ଦେଶର ମୁଖ୍ୟମନ୍ତ୍ରୀ, କହୁ କହୁ ଏମିତି କହିଲେ ନୀତୀଶ

ପାଟନା,୨୬।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ନିର୍ବାଚନ ରାଲି କରୁଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ରମାଗତ ଭାବରେ ବିହାର ଗସ୍ତ କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri