Odisha Elections 2024

ମୁହଁ ଖୋଲି କହି ନ ପାରିଲେ ବି ଝିଅଙ୍କ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ

ପୁରୁଷମାନେ ମନଖୋଲି ସବୁକଥା କୁହନ୍ତି ନାହିଁ। ମାତ୍ର ମହିଳାମାନେ ସେମାନଙ୍କ କଥା ସହଜରେ କହି ଦେଇଥାନ୍ତି। ସେମାନେ ସହଜରେ କୁହନ୍ତି ଯେ, ସେମାନଙ୍କର ମନରେ କ’ଣ ଅଛି କିମ୍ବା ସେମାନେ କେଉଁ ପ୍ରକାରର ପୁରୁଷଙ୍କୁ ପସନ୍ଦ କରନ୍ତି। ତେବେ ମୁଁହ ଖୋଲି ନ କହିଲେ ମଧ୍ୟ ମହିଳାମାନଙ୍କ ଏହି ଗୁଣ ଦ୍ୱାରା ଅତି ଶୀଘ୍ର ପ୍ରଭାବିତ ହୁଅନ୍ତି ପୁରୁଷ।

ଯେଉଁ ଝିଅ ମାନେ ଆତ୍ମନିର୍ଭରଶୀଳ, ପୁଅମାନେ ସେହି ଆତ୍ମନିର୍ଭରଶୀଳ ଗୁଣକୁ ପସନ୍ଦ କରନ୍ତି । ଯିଏ ନିଜ କାମ କିପରି କରିବେ ଜାଣନ୍ତି, ନିଜେ ନିଷ୍ପତ୍ତି ନେବାକୁ ସକ୍ଷମ, ସେହି ଝିଅକୁ ପୁଅ ଭଲପାଇ ବସନ୍ତି।

ଯେଉଁ ଝିଅମାନେ ଜୀବନକୁ ସକାରାତ୍ମକ ଢଙ୍ଗରେ ଦେଖନ୍ତି, ପୁଅମାନେ ସେମାନଙ୍କୁ ବହୁତ ଭଲ ପାଆନ୍ତି। ସକାରାତ୍ମକ ମନୋଭାବ ଥିବା ଝିଅ ପୁରୁଷଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରନ୍ତି। ସେମାନେ ପୁରୁଷଙ୍କୁ କିଛି ନୂଆ କରିବାକୁ ଅଟକାନ୍ତି ନାହିଁ । ପୁରୁଷମାନେ ବିରକ୍ତ ହେଲେ ମଧ୍ୟ ଝିଅମାନେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହେବା ପରିବର୍ତ୍ତେ ସମସ୍ୟାରୁ ମୁକ୍ତ କରିବାର ଉପାୟ ଖୋଜନ୍ତି।

ଯେଉଁ ଝିଅ ପୁଅର ପରିବାରକୁ ତାଙ୍କ ନିଜ ପରିବାର ବୋଲି ଭାବନ୍ତି ପୁଅମାନେ ସେମାନଙ୍କୁ ଅଧିକ ପସନ୍ଦ କରନ୍ତି।

ଯେଉଁ ଝିଅମାନେ ଚଞ୍ଚଳ ସ୍ବଭାବର ପୁଅ ମାନେ ମୁହଁ ଖୋଲି ନ କହି ପାରିଲେ ମଧ୍ୟ ସେମାନଙ୍କୁ ଅଧିକ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ଜଗିଂ ଶୁଜ୍‌ କିଣୁଥିଲେ, ହୋଇଯାନ୍ତୁ ସାବଧାନ…

ବର୍ତ୍ତମାନ ଅନ୍‌ଲାଇନରେ କମ୍‌ ଦାମ୍‌ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍‌ ମିଳିଯାଉଛି। ଯଦି ଆପଣ ବି ଅନ୍‌ଲାଇନରେ ଜଗିଂ ଶୁଜ୍‌ ମଗାଉଛନ୍ତି ତେବେ କେତେକ...

ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ

କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ...

ପିଲାମାନେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳୁଥିଲେ…ଅଭିଭାବକ ଏମିତି ରୁହନ୍ତୁ ସଚେତନ

ବର୍ତ୍ତମାନ ଅଧିକାଂଶ ପିଲା ଅନ୍‌ଲାଇନ୍‌ ଗେମ୍‌ ଖେଳିବା ନିଶାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ଖେଳିବା ଲାଗି ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌...

ସକାରାତ୍ମକ ମାନସିକତା ପାଇଁ ଆପଣାନ୍ତୁ ଏହି ଟିପ୍ସ

ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି ଅନେକେ ଏ କ୍ଷେତ୍ରରେ ସଫଳ ହୋଇଥାଆନ୍ତି। ଏ ନେଇ ଆମକୁ କେତୋଟି ଦିଗ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା

କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ...

ଶରୀରରେ ଭିଟାମିନ୍‌ ଡି’ର ଅଭାବ ହେଲେ, ଦେଖାଯାଏ ଏହି ରୋଗ: ତୁରନ୍ତ ଆପଣାନ୍ତୁ ଏସବୁ ଖାଦ୍ୟ

ଭିଟାମିନ୍‌ ‘ଡି’ ଶରୀରରେ ହାଡ଼ ଓ ମାଂସପେଶୀକୁ ମଜଭୁତ୍‌ ରଖିବାରେ ସାହାଯ୍ୟ କରେ। ହେଲେ ଶରୀରରେ ଯେତେବେଳେ ଏହି ଭିଟାମିନ୍‌ର ଅଭାବ ଘଟେ ସେତେବେଳେ ଏହା...

ଅବସାଦ ଦୂର କରିବାର ସହଜ ଉପାୟ

ଅବ୍ୟବସ୍ଥିତ ଜୀବନଶୈଳୀ, ଅଧିକ କାମର ବୋଝ ଆଦି କାରଣରୁ କେତେକ ବ୍ୟକ୍ତି ଅବସାଦ ବା ଡିପ୍ରେସନର ଶିକାର ହୋଇଥାଆନ୍ତି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବାର...

ଅଂଶୁଘାତର ପ୍ରତିକାର

”ପୃଥିବୀ ସୃଷ୍ଟି ସମୟରୁ ଖରା, ବର୍ଷା, ଶୀତର ଉପକାରିତା, ପ୍ରକୋପ ଓ ପ୍ରଭାବ ସହ ମନୁଷ୍ୟ ସମାଜ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଏହାର ସାମ୍ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri