ନଖର ଯତ୍ନ

ନଖକୁ ସୁନ୍ଦର କରିବା ପାଇଁ ସବୁବେଳେ ପାର୍ଲର ଯିବା ବଦଳରେ ଘରେ ମଧ୍ୟ ଏହାର ଯତ୍ନ ନେଇପାରିବେ…

ନଖକୁ ସବୁବେଳେ ସଫା ରଖନ୍ତୁ। ନଖ ବଢିବା ମାତ୍ରେ ସେଥିରେ ଆଦୌ ମଇଳା ଜମା ହେବାକୁ ଦିଅନ୍ତୁ ନାହିଁ। ନେଲକଟର ବ୍ୟବହାର କରି ସବୁବେଳେ ନଖକୁ ଠିକ୍‌ ସେପ୍‌ ଦେବା ସହିତ ସଫାକରନ୍ତୁ।
ହାତ ଓ ଗୋଡର ନଖକୁ ନିୟମିତ ସମୟ ବ୍ୟବଧାନରେ ବ୍ରଶରେ ସଫା କରନ୍ତୁ। ଏହା ସହିତ ନଖ ସଫା ରହିଲେ ଇନଫେକସନ୍‌ ବି ହେବ ନାହିଁ।
ଟୁଥପେଷ୍ଟକୁ ବ୍ୟବହାର କରି ନଖକୁ ସୁନ୍ଦର କରିହେବ। ସବୁ ନଖ ଉପରେ ଅଳ୍ପ ଅଳ୍ପ ଟୁଥପେଷ୍ଟ ଲଗାଇ ଦୁଇ ହାତରୁ ଆଙ୍ଗୁଳିକୁ ଘଷନ୍ତୁ। ଏହାପରେ ହାତକୁ ଭଲଭାବେ ଧୋଇ ମଶ୍ଚରାଇଜର ଲଗାଇ ଦିଅନ୍ତୁ।
ଖ ସଫା କରିବା ପାଇଁ ଲେମ୍ବୁ ଚୋପା ଘଷନ୍ତୁ। ଏହାପରେ ପାଣିରେ ଧୋଇ ଦେଇ ମଶ୍ଚରାଇଜର ଲଗାନ୍ତୁ।
ଏକ ଚାମଚ ବେକିଂ ସୋଡାରେ ସାମାନ୍ୟ ଲେମ୍ବୁ ରସ ମିଶାନ୍ତୁ। ଏହି ପେଷ୍ଟକୁ ନଖ ଉପରେ ଲଗାଇ ୫ ମିନିଟ୍‌ ପାଇଁ ଛାଡି ଦିଅନ୍ତୁ। ଏହାପରେ ଅଙ୍ଗୁଳିକୁ ପରସ୍ପର ମଧ୍ୟ ରେ କିଛି ସମୟ ଘଷିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ନଖକୁ ସଫା କରିବା ପାଇଁ ପେପର ଫାଇଲର ମାଧ୍ୟମରେ ନଖ ଭିତରେ ଥିବା ମଇଳାକୁ ବାହାର କରି ଦିଅନ୍ତୁ।
ଉଷୁମ ପାଣିରେ ହାତ ବୁଡାଇ ବ୍ରଶ ସାହାଯ୍ୟରେ ସଫା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri