ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୫ , ୨୦୨୧)

ସିଏଆଇଟି ତରଫ ରୁ ଭାରତ ବନ୍ଦ ଗୋଟିଏ ଦିନ ପୂର୍ବରୁ ବୁଧବାର ଭୁବନେଶ୍ୱରରେ ଗ୍ରାହକମାନେ ଯାନବାହନ ରେ ତେଲ ଭରିବା ପାଇଁ ଲାଇନ ଲଗାଉଛନ୍ତି

 

‘ପୁରବା ରଙ୍ଗ ଗୁଆହାଟୀ’ର କଳାକାରମାନେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଅଭିନୟ କରୁଛନ୍ତି

ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ବଢିଯିବାରୁ ଦୁଇଟି ଝିଅ ଛତା ନେଇ ରାସ୍ତାରେ ଯାଉଛନ୍ତି

କଟକର କ୍ୟାଣ୍ଟନମେଣ୍ଟ ରୋଡରେ ଏକ ଶିଶୁ ତାଙ୍କ ମୁଣ୍ଡରେ ହେଲମେଟ ଧରି ସାଇକେଲରେ ବଶି ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୨ ଡିସେମ୍ବର, ୨୦୨୫ )

ଜିକେସିଏମରେ ଆୟୋଜିତ ୧୬ତମ ଭାରତ ମୁନି ଉତ୍ସବରେ ଅଂଶଗ୍ରହଣକାରୀମାନେ ନୃତ୍ୟ ପ୍ରଦର୍ଶନ

ଓଡ଼ିଶା: ଆଜିର ଫଟୋ ( ୧୦ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାର ଗୋଟିଏ ଦିନ ପରେ, ଟିମ୍ ଇଣ୍ଡିଆ ଆଜି ଭୁବନେଶ୍ୱର ଛାଡିଛି      ...

ଓଡ଼ିଶା: ଆଜିର ଫଟୋ ( ୯ ଡିସେମ୍ବର, ୨୦୨୫ )

ଭାରତୀୟ କ୍ରିକେଟ ଦଳ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି       ଜେ.ଏନ୍‌. ଇନଡୋର୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ‘ଓଡିଶା ମାଷ୍ଟର୍ସ୍‌ BWF ଟୁର୍...

ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ଅଭ୍ୟାସ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୭ ଡିସେମ୍ବର, ୨୦୨୫ )

ଶୀତୁଆ ସକାଳରେ ନନ୍ଦନକାନନରେ ଗଛଡାଳରେ ବସିଥିବା ପକ୍ଷୀ   ଆସନ୍ତା ୯ ତାରିଖ କଟକ ବାରବାଟୀରେ ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ...

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ       କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...

ଓଡ଼ିଶା: ଆଜିର ଫଟୋ ( ୩ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକମାନେ ସ୍ପିଡ ବୋଟରେ ସମୁଦ୍ର ଭ୍ରମଣର ମଜା ନେଉଛନ୍ତି     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ନାଟୁଆ ସଂଘ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ )

ପୁରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୮୭୫ ପ୍ରକାର ବ୍ୟଞ୍ଜନ ଠାକୁରଙ୍କୁ ଭୋଗ ଲଗାଯାଇଛି       କଟକ ବାରବାଟି ଷ୍ଟାଡିୟମ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri