କେବଳ ଏହି କାରଣ ପାଇଁ କୁଆଁରୀ ରହିବାକୁ ପସନ୍ଦ କରନ୍ତି ଝିଅ

ଅନେକ ସମୟରେ ଏହା ଶୁଣିବାକୁ ମିଳିଥାଏ ଯେ ଜୀବନରେ ସାଥୀଟିଏ ନିହାତି ଆବଶ୍ୟକ। ବିନା ସାଥୀରେ ଜୀବନ ଜିଇବା ଅନେକ କଷ୍ଟସାଧ୍ୟ ହୋଇଥାଏ। ଏ ନେଇ ଅନେକ ଦିନ ପୂର୍ବେ ଝିଅ ବଡ଼ ହେବା ମାତ୍ରେ ଘରେ ତାହାର ବିଭାଘର କଥା ଚିନ୍ତା କରିଥାନ୍ତି। ମାତ୍ର ବର୍ତ୍ତମାନ ସମୟରେ ଏହି କାରଣ ପାଇଁ ଅନେକ ଝିଅ ବାହାହେବାକୁ ପସନ୍ଦ ନ କରି ଏକା ରହିବାକୁ ପସନ୍ଦ କରନ୍ତି। ତେବେ ଜାଣନ୍ତୁ ସେ କାରଣ ସମ୍ପର୍କରେ…

ନିଜ କ୍ୟାରିୟର ଉପରେ ଦେଇଥାନ୍ତି ଧ୍ୟାନ: ଝିଅମାନେ ବର୍ତ୍ତମାନ ସମୟରେ ନିଜର କ୍ୟାରିୟର ଉପରେ ଧ୍ୟାନ ଦେଇଥାନ୍ତି। ବିବାହ ପରେ ତାଙ୍କୁ ତାଙ୍କ ନାଁଠୁ ଆରମ୍ଭ କରି ପରିବାର ସବୁକିଛିରେ ଛାଡିବାକୁ ପଡିଥାଏ। ସ୍ବାମୀଙ୍କ ପରିବାର ସହିତ ଖାପ ଖୁଆଇ ଚଳିବାକୁ ଅନେକ ସମୟ ଲାଗିଯାଏ। ଯାହାଫଳରେ ସେମାନେ କ୍ୟାରିୟରକୁ ଧ୍ୟାନ ଦେଇ ପାରି ନ ଥାନ୍ତି।

ଏକୁଟିଆ ରହିବାକୁ ପସନ୍ଦ: ଅନେକ ଝିଅ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି। ସେମାନଙ୍କୁ କୌଣସି ସାଥୀର ଆବଶ୍ୟକ ପଡ଼ି ନ ଥାଏ। ସେମାନେ କାହାକୁ ତାଙ୍କ ଜୀବନରେ ଅଧିକ ଗୁରୁତ୍ୱ ଦେବାକୁ ଚାହିଁ ନ ଥାନ୍ତି।

ସ୍ବାଧୀନ ରହିବାକୁ ପସନ୍ଦ: ସବୁ ସମୟରେ ପରିବାର ଲୋକେ ଝିଅକୁ କହିଥାନ୍ତି, ଏଇଠି ଯାହା କରୁଛୁ କର ଶାଶୁ ଘରେ ଏସବୁ ଚଳିବନି ତ, ସେଠି ତାଙ୍କ ମନ ନେଇ ଚଳିବାକୁ ହୋଇଥାଏ। ଏହି ଡର ଛୋଟବେଳୁ ଝିଅଙ୍କ ମନରେ ରହିଯାଇଥାଏ, ଯେଉଁଥି ପାଇଁ ସେ ବିଭାଘର କଥା ଶୁଣୁଶୁଣୁ ଚିଡିଯାଆନ୍ତି।

ମନ ପସନ୍ଦ ପୁଅ ନ ମିଳିବାରୁ: ଅନେକ ଝିଅଙ୍କୁ ନିଜ ମନ ପସନ୍ଦର ପୁଅ ନ ମିଳିବା କାରଣରୁ ସେମାନେ କୁଆଁରୀ ରହିବାକୁ ପସନ୍ଦ କରିଥାନ୍ତି। ପରିବାର କଥାରେ ଆସି ସେମାନେ କୌଣସି ତ୍ୟାଗ କରିବାକୁ ପସନ୍ଦ କରି ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri