
କଟକ ତାଳଦଣ୍ଡା କେନାଲ ରୋଡ୍ ପାର୍ଶ୍ୱରେ ଜଣେ ମହିଳା ବାଉଁଶସାମଗ୍ରୀ ପ୍ରସ୍ତୁତ କରୁଛନ୍ତି

ବିଡିଏ ତରଫରୁ ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ରୋଡ୍ରେ ବେଆଇନ୍ ଘରକୁ ଉଚ୍ଛେଦ କରାଯାଉଛି

କଟକଚଣ୍ଡୀ ଟ୍ରାଫିକ୍ ଛକ ସମ୍ମୁଖରେ ଗୋରୁପଲ ଅବାଧରେ ବିଚରଣ କରୁଛନ୍ତି

ଭୁବନେଶ୍ୱରରେ ଥିବା ବିନ୍ଦୁସାଗର ପୁଷ୍କରିଣୀରେ ଆହାର ଖୋଜୁଛି ବଗ

ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ରୋଡ୍ ଉପରେ ଗାଡିମୋଟର ରଖିବାରୁ ରାସ୍ତା ଅବରୋଧ ହୋଇଛି


