Posted inଫୁରସତ

ଏପରି ଚିତ୍ର ଯାହାକୁ ଘରେ ଟାଙ୍ଗିଲେ ବଢ଼ିଲା ଦୁଶ୍ଚିନ୍ତା, ହଜିଲା ନିଦ

ବିଶ୍ୱର ଏପରି କିଛି ଭୟଭୀତ ଚିତ୍ର ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଡ଼ରିଯିବେ । ଏହାକୁ ଦେଖିଲେ ଭୟ ଲାଗିଥାଏ ବୋଲି କୁହାଯାଏ। ଏହି ଚିତ୍ରକୁ ଯିଏ ଘରେ ଟାଙ୍ଗିଲା ତା’ଙ୍କର ଦୁଶ୍ଚିନ୍ତା ବଢ଼ିଲା, ଓ ନିଦ ହଜିଲା । ତେବେ ଜାଣନ୍ତୁ ଏହି ଚିତ୍ର ସମ୍ପର୍କରେ।

ଦ ରେନ୍‌ ଓମେନ୍‌
ଏହି ଚିତ୍ର ତିଆରି କରିଥିବା ଚିତ୍ରକାର ସ୍ବେତଲେନା ଟେଲିଜ୍‌ ଅନେକ ପେଣ୍ଟିଂ ତିଆରି କରିଛନ୍ତି। ତାଙ୍କ ଚିତ୍ର ବିଶ୍ୱବ୍ୟାପୀ ପ୍ରସିଦ୍ଧ । ମାତ୍ର ଏହି ଚିତ୍ରକୁ ନେଇ ଅନେକ ଆଲୋଚନା ହୋଇଛି। ଚିତ୍ରରେ ବର୍ଷା ମଧ୍ୟରେ ଜଣେ ମହିଳା ନଜର ଆସିଛନ୍ତି। କଳା ଏବଂ ଧଳା ରଙ୍ଗ ମଧ୍ୟରେ ହାଲୁକା ସବୁଜ ମଧ୍ୟ ଅଛି । ଏହ ଚିତ୍ର ବିଷୟରେ ଚିତ୍ରକାର କହିଛନ୍ତି ଯେ, ସେ ଏହି ଚିତ୍ରକୁ ମାତ୍ର ୫ ଘଣ୍ଟା ମଧ୍ୟରେ ତିଆରି କରିଥିଲେ। ଏହାକୁ କଲାବେଳେ ଯେପରି କେହି ତାଙ୍କ ହାତକୁ ଧରି ଚିତ୍ର ଆଙ୍କୁଛନ୍ତି ତାଙ୍କୁ ସେଭଳି ଲାଗିଥିଲା। ଅନେକ ଲୋକ ଏହି ଚିତ୍ରକୁ ଅଧିକ ମୂଲ୍ୟ ଦେଇ କିଣିଥିଲେ। କିନ୍ତୁ ଅଳ୍ପ ସମୟ ପରେ ସମସ୍ତେ ଏହାକୁ ଫେରାଇ ଦେଇଥିଲେ। ଲୋକେ କହିଥିଲେ ଯେ, ଏହି ପେଣ୍ଟିଂକୁ ଘରେ ଟାଙ୍ଗିବା ମାତ୍ରେ ଦୁଶ୍ଚିନ୍ତା ବଢ଼ିଥିଲା। ଏହା ସହିତ ନିଦ ହଜି ଯାଇଥିଲା। ପରେ ସବୁସ୍ଥାନରେ ଚିନ୍ତା ଜନକ ଜିନିଷ ନଜର ଆସିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri