Posted inଖେଳ

ସୁଲିଭାନ୍‌ଙ୍କୁ ୬ଷ୍ଠ ବିଶ୍ୱ ସ୍ନୁକର ଟାଇଟଲ

ଓ୍ବାଶିଂଟନ, ୧୮ା୮ (ଏପି)-ରୋନି ଓ’ ସୁଲିଭାନ୍‌ ୪୪ ବର୍ଷ ବୟସରେ ୬ଷ୍ଠ ଥର ପାଇଁ ବିଶ୍ୱ ସ୍ନୁକର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଇଂଲଣ୍ଡର କିରେନ୍‌ ଓ୍ବିଲସନଙ୍କୁ ୧୮-୮ରେ ପରାସ୍ତ କରିଛନ୍ତି। ଏହାଦ୍ୱାରା ସର୍ବକାଳୀନ ବିଶ୍ୱ ଟାଇଟଲ ଅଧିକାରୀ ଷ୍ଟିଫେନ୍‌ଙ୍କଠାରୁ ଗୋଟିଏ ବିଜୟ ପଛରେ ରହିଛନ୍ତି। ଷ୍ଟିଭ୍‌ ଡାଭିସ ଓ ରେ ରିଅଡନ୍‌ଙ୍କ ସହିତ ସମକକ୍ଷ ହୋଇ ପାରିଛନ୍ତି। ଫାଇନାଲରେ ପହଞ୍ଚତ୍ବା ପାଇଁ ସୁଲିଭାନଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି। ଦ୍ୱିତୀୟ ରାଉଣ୍ଡରେ ତାଙ୍କୁ ଚାଇନିଜ ଷ୍ଟାର ଡିଙ୍ଗ୍‌ ଜୁନ୍‌ହି, କ୍ୱାର୍ଟରଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ ମାର୍କ ଓ୍ବିଲିୟମ୍ସଙ୍କୁ ହରାଇବାକୁ ପଡ଼ିଥିଲା। ସେମିଫାଇନାଲରେ ୩ଥର ବିଜେତା ମାର୍କ ସେଲ୍‌ବିଙ୍କୁ ପରାସ୍ତ କରିବାକୁ ହୋଇଥିଲା। ଏହି ମ୍ୟାଚ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚତ୍ୟାଇଥିଲା। ବାମହାତୀ ସୁଲିଭାନ ପୂର୍ବରୁ ୨୦୦୨, ୨୦୦୪, ୨୦୦୮, ୨୦୧୨ ଏବଂ ୨୦୧୩ରେ ବିଶ୍ୱ ଟାଇଟଲ ଜିତିଥିଲେ। ତାଙ୍କ କ୍ୟାରିୟର ର଼୍ୟାଙ୍କିଙ୍ଗ ଟାଇଟଲ ସଂଖ୍ୟା ୩୭ରେ ପହଞ୍ଚତ୍ଛି, ଯାହାକୁ ଏକ ରେକର୍ଡ। ପୁନଶ୍ଚ ସେ ଏକମାତ୍ର ଖେଳାଳି ଭାବେ ୧,୦୦୦ରୁ ଅଧିକ କମ୍ପିଟେଟିଭ୍‌ ସେଞ୍ଚୁରି କରିଛନ୍ତି। ସେ ଆହୁରି ମଧ୍ୟ ୧୫ କମ୍ପିଟେଟିଭ୍‌ ପ୍ଲେରେ ସର୍ବାଧିକ ୧୪୭ ବ୍ରେକ୍‌ କରିଛନ୍ତି। ତନ୍ମଧ୍ୟରେ ୧୯୯୭ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକ ଅଫିସିଆଲ ଟାଇମିଂ ମାତ୍ର ୫ ମିନିଟ୍‌ ଓ ୨୦ ସେକେଣ୍ଡ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri