Posted inଖେଳ

ଗୁରୁପୂର୍ଣ୍ଣିମାରେ ଏହି ୩ ବ୍ୟକ୍ତିଙ୍କୁ ମନେ ପକାଇଲେ ସଚିନ

କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଥିବା ସଚିନ ତେନ୍ଦୁଲକର ରବିବାର ଗୁରୁପୂର୍ଣ୍ଣିମା ଅବସରରେ ଏକ ଭିଡିଓ ଶେୟାର ନିଜ ଗୁରୁଙ୍କୁ ସଲାମ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଚିନ ଗୁରୁ, ଶିକ୍ଷକ ଏବଂ ବରିଷ୍ଠ କ୍ରିକେଟରଙ୍କୁ ମନେ ପକାଇ କହିଛନ୍ତି, ମଁୁ ସେହି ୩ ଲୋକଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି ଯେଉଁମାନଙ୍କ ପାଇଁ ଆଜି ମୁଁ ଏହି ଶିଖରରେ ପହଞ୍ଚିଛି। ଏହି ୩ ବ୍ୟକ୍ତି ହେଉଛନ୍ତି ମୋ ଭାଇ ଅଜିତ ତେନ୍ଦୁଲକର ଯିଏ ମୋତେ ରମାକାନ୍ତ ଆଚ୍ରେକର ସାର୍‌ଙ୍କ ପାଖକୁ ନେବାର ନିଷ୍ପତ୍ତି ନେଇଥିଲେ। କୋଚ ରମାକାନ୍ତ ଆଚ୍ରେରକର ମୋର ଦ୍ୱିତୀୟ ଗୁରୁ ଏବଂ ପିତା ରମେଶ ତେନ୍ଦୁଲକର ମୋ ତୃତୀୟ ଗୁରୁ ବୋଲି ସଚିନ କହିଛନ୍ତି। ଏହି ୩ ବ୍ୟକ୍ତିଙ୍କ ବିନା ମୋ ଜୀବନ ଅଧୁରା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ବାଂଲାଦେଶକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଆଡିଲେଡ,୨।୧୧: ଟି-୨୦ ବିଶ୍ୱକପ ସୁପର ୧୨ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ଭାରତୀୟ କ୍ରିକେଟ ଦଳ ଆଜି ବାଂଲାଦେଶକୁ ଭେଟିବ। ଦୁଇ ଦଳ...

କୋହଲି କି ରୋହିତ ନୁହେଁ, ଏହି ୨ କ୍ରିକେଟର୍‌ଙ୍କୁ ପାକିସ୍ତାନର ପ୍ରବଳ ଭୟ

ଦୁବାଇ,୨୨।୧୦: ଟି -୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଜବରଦସ୍ତ ଆରମ୍ଭ କରିଛି। ଦଳ ଉଭୟ ଅଭ୍ୟାସ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ...

ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ

ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ର...

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି...

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ।...

ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି ଗୋଲାର୍ଟ

ବେଜିଂ, ୨୬ା୭ (ଏପି)-ହିବେଇ ଚାଇନା ଫର୍ଚୁନ ତରଫରୁ ଖେଳୁଥିବା ଜଣେ ବ୍ରାଜିଲିଆନ ଷ୍ଟ୍ରାଇକର ରିକାର୍ଡୋ ଗୋଲାର୍ଟ ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି। ବିନା ମାସ୍କରେ ସେ...

ଓସାକା ସଡ଼କରେ ଅଲିମ୍ପିକ ମଶାଲ ରାଲି ବାତିଲ

ଟୋକିଓ,୮।୪(ଏପି): କୋଭିଡ୍‌-୧୯ ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ଟୋକିଓ ଅଲିମ୍ପିକ୍ସର ମଶାଲ ରାଲି ପ୍ରଭାବିତ ହୋଇଛି। ଓସାକା ସହରର ସଡକରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ...

ବିନା ଟ୍ରଫିରେ ଶେଷ ହୋଇଯିବ କି ବିରାଟଙ୍କ ଆଇପିଏଲ୍‌ କ୍ୟାରିୟର୍‌

ୟୁଏଇ,୨୧।୯: ବିରାଟ କୋହଲିଙ୍କ ପାଇଁ ଗତ କିଛି ଦିନ ହେବ ଭଲ ଚାଲୁ ନାହିଁ। କିଛି ଦିନ ହେବ ନିଜ ଫର୍ମକୁ ନେଇ ଚିନ୍ତିତ ଥିବାବେଳେ...

Advertisement
Archives

Model This Week