Posted inଖେଳ

ଜାତୀୟ ଶିବିରରେ ୨ ଓଡ଼ିଆ

କଟକ ଅଫିସ,୯ା୭- ଜୁଲାଇ ୧୫ରୁ ଗୋଆଠାରେ ୧୬ବର୍ଷରୁ କମ୍‌ ବାଳକ ଜାତୀୟ ଫୁଟବଲ ଶିବିର ଆରମ୍ଭ ହେବ। ଅଲଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଦ୍ୱାରା ଆୟୋଜିତ ଏହି ଶିବିରରେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଏମାନେ ହେଲେ କନ୍ଧମାଳ ସ୍ପୋଟର୍‌ସ ହଷ୍ଟେଲର ଏ. ଶିବ ପ୍ରସାଦ ଓ ଭୁବନେଶ୍ୱରର ରଞ୍ଜନ ସୋରେନ। ଉଭୟଙ୍କୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌

ତ୍ରିନିଦାଦ,୨୯।୭: ଭାରତ ବିପକ୍ଷ ଟି୨୦ ସିରିଜ୍‌ ଶୁକ୍ରବାର ଆରମ୍ଭ ହେବ। ଜୁଲାଇ ୨୯ରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ତେବେ ସିରିଜ...

ଧୋନୀଙ୍କ ଗ୍ଲୋଭ୍ସରେ ସ୍ବତନ୍ତ୍ର ଚିହ୍ନ

ସାଉଥାମ୍ପଟନ, ୬।୬- ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ବତନ୍ତ୍ର ଗ୍ଲୋବ୍ସ...

ବୁମରା ପ୍ରଥମ ଏସୀୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ),୨୬।୮(ପିଟି): ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କ ବଲକୁ ଓ୍ବେଷ୍ଟଇଣ୍ଡିଆନ ବ୍ୟାଟ୍ସମ୍ୟାନମାନେ ଖେଳିବାକୁ ସମର୍ଥ ହୋଇ ନ ଥିଲେ। ସେ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୭...

ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର

ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ,...

ରେକର୍ଡ କଲେ ଏହି ପାକିସ୍ତାନୀ ବୋଲର୍‌; ୮୭ ବର୍ଷ କ୍ରିକେଟ ଇତିହାସରେ ଘଟି ନ ଥିଲା…

କରାଚି,୩୦।୧: ପାକିସ୍ତାନର ବାମହାତୀ ସ୍ପିନର ନୌମାନ ଅଲୀ ୩୪ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ ଖେଳିଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ...

ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ବେଳେ ଚଉକା ହେଲେ ରାଗରେ ଚିତ୍କାର କରୁଥିଲେ ଶାସ୍ତ୍ରୀ: ଭରତ ଅରୁଣ

ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ଟିମ୍‌ର ବୋଲିଂ କୋଚ୍‌ ଭରତ ଅରୁଣ ନିକଟରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଯେତେବେଳେ କୌଣସି...

ଆଜି ଯାହା ଦେଖିଲି ତାହା ଅଦ୍ଭୁତ, ଅସାମାନ୍ୟ ଥିଲା: ଶାସ୍ତ୍ରୀ

ବର୍ମିଂହାମ,୩।୭: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ସମ୍ଭାଳୁଛନ୍ତି ଜସପ୍ରିତ ବୁମ୍‌ରା। ଶନିବାର ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ...

ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର

ଆଣ୍ଟିଗୁଆ,୨୦।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ...

Advertisement
Archives

Model This Week