ନାଡା ଶୃଙ୍ଖଳାଗତ ପ୍ୟାନେଲରେ ପୁଣି ଅଖିଲ୍
ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ ପୁଣିଥରେ ସାମିଲ କରାଯାଇଛି। ଅଖିଲ୍ ମଧ୍ୟ ହରିୟାଣା ପୋଲିସ୍ ବିଭାଗରେ ଗୁରୁଗ୍ରାମ୍ରେ ଏସିପି ଭାବେ…
କୋଭିଡ-୧୯: ମହିଳା ଦିନିକିଆ, ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ୱାଲିଫାୟର୍ସ ଘୁଞ୍ଚିଲା
ଦୁବାଇ,୧୨।୫ (ପି.ଟି.): କୋଭିଡ-୧୯ ମହାମାରୀ ପାଇଁ ଆଉ ଦୁଇଟି ବଡ଼ ଇଭେଣ୍ଟକୁ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ନିଷ୍ପତ୍ତି ନେଇଛି। ୨୦୨୧ ମହିଳା ବିଶ୍ୱକପ୍ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ୍ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଡ଼ିଶା ଏଫ୍ସିର ସହାୟତା
ଭୁବନେଶ୍ୱର, ୧୨।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍ ସଂକ୍ରମଣ କାରଣରୁ ଏବେ ସମସ୍ତ ଖେଳ ବନ୍ଦ ରହିଥିବାବେଳେ ବିଭିନ୍ନ ଅନୁଷ୍ଠାନ, କ୍ଲବ ଏବଂ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଉଛନ୍ତି। ଏଥିରେ ସାମିଲ ହୋଇଛି ଭୁବନେଶ୍ୱର ଭିତ୍ତିକ ଇଣ୍ଡିଆନ ସୁପରଲିଗ୍(ଆଇଏସଏଲ) କ୍ଲବ ଓଡ଼ିଶା…
ରିଅଲ ମାଡ୍ରିଡ୍ର ଟ୍ରେନିଂ ଆରମ୍ଭ
ମାଡ୍ରିଡ୍, ୧୨ା୫ (ଏପି)-ସ୍ପାନିଶ ଲିଗ୍ର ସଦ୍ୟତମ କ୍ଲବ ଭାବେ ରିଅଲ ମାଡ୍ରିଡ୍ ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିଛି। କରୋନାଭାଇରସ୍ ମହାମାରୀ ଯୋଗୁ ଦୁଇ ମାସ ଧରି ଲିଗ୍ ସସ୍ପେଣ୍ଡ ରହିବା ପରେ ଖେଳାଳିମାନେ ସେମାନଙ୍କ ଦଳର ଟ୍ରେନିଂ ସେଣ୍ଟରକୁ ଫେରିଛନ୍ତି। ଅଧିକାଂଶ…
ଇଟାଲୀ ଫେରିବେ ଇବ୍ରାହିମୋଭିଚ୍
ଓ୍ବାଶଂଟନ, ୧୨ା୫ (ଏପି)- ସ୍ବିଡେନ୍ର ଷ୍ଟାର ଫୁଟ୍ବଲ ଖେଳାଳି ଜ୍ଲାଟାନ୍ ଇବ୍ରାହିମୋଭିଚ୍ ଇଟାଲୀ ଫେରିବା ଲାଗି ଯୋଜନା କରୁଛନ୍ତି। ସିରି ଏ’ ସିଜନରେ ସେ ଏସି ମିଲାନ ଦଳ ତରଫରୁ ଖେଳିବେ। ଇଟାଲୀ ଗଲେ ସେଠାରେ ତାଙ୍କୁ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍ରେ…
ଚାଇନା ଜିତିଲା ନେସନ୍ସ କପ୍: ଆମେରିକା ୨ୟ,ଭାରତ ୫ମ
ମାନିଲା(ଫିଲିପାଇନ୍ସ),୧୨।୫- ଫିଡେ୍ ଚେସ୍ ପକ୍ଷରୁ ଆୟୋଜିତ ସର୍ବପ୍ରଥମ ଅନ୍ଲାଇନ୍ ନେସନ୍ସ କପ୍ ଚେସ୍ ଟୁର୍ନାମେଣ୍ଟରେ ଚାଇନା ଚାମ୍ପିୟନ ହୋଇଛି। ଚାଇନା ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ସୁପର ଫାଇନାଲ ୨-୨ ସ୍ଥିତିରେ ଶେଷ ହୋଇଥିଲା। ଫଳରେ ରାଉଣ୍ଡ ରବିନ୍ ଭିତ୍ତିରେ ଚାଇନା…
ସାନିଆଙ୍କୁ ଫେଡ୍ କପ୍ ହାର୍ଟ ଆଓ୍ବାର୍ଡ
ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ପ୍ରଥମ ଭାରତୀୟ ଭାବେ ଫେଡ୍ କପ୍ ହାର୍ଟ ଆଓ୍ବାର୍ଡ ଜିତିଛନ୍ତି। ମାତୃତ୍ୱ ଲାଭ ପରେ ଟେନିସ କୋର୍ଟକୁ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସାନିଆ ଏସିଆ/ଓସେନିଆ ଜୋନ୍ରୁ…
କ୍ରିକେଟ ପୁଣି ଆରମ୍ଭ କରିବାକୁ ସରକାରଙ୍କ ସହ କାର୍ଯ୍ୟ କରୁଛୁ: ଇସିବି
ଲଣ୍ଡନ,୧୧।୫ (ପି.ଟି.): ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଣ୍ଟା ଭିଡିଛି। ଏଥିପାଇଁ ୟୁନାଟେଡ କିଙ୍ଗ୍ଡମ୍ (ୟୁକେ) ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛୁ ବୋଲି ଇସିବି କହିଛି। କୋଭିଡ-୧୯…
ସେପ୍ଟେମ୍ବର ପର୍ଯ୍ୟନ୍ତ ୫୪ ଏନ୍ଏସ୍ଏଫ୍ଗୁଡିକୁ ସ୍ବୀକୃତି ପ୍ରଦାନ
ନୂଆଦିଲ୍ଳୀ,୧୧।୫ (ପି.ଟି.): କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦେଶର ୫୪ ଜାତୀୟ ସ୍ପୋଟର୍ସ ଫେଡେରେଶନ (ଏନ୍ଏସ୍ଏଫ୍)ଗୁଡିକୁ ସ୍ବୀକୃତି ପ୍ରଦାନ କରିଛି। ଚଳିତବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସ୍ବୀକୃତି ବଳବତ୍ତର ରହିବ। ତେବେ ପାରା ଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଓ ରୋଇଂ…
ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍ଙ୍କ ପରାମର୍ଶ
ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ ଓ ତାଙ୍କୁ ଆଦର୍ଶ ମାନିବାକୁ ସେ ଯୁବ ଫୁଟବଲରମାନଙ୍କୁ ପରାମର୍ଶ ଦେଇଛନ୍ତି। ଗତ ମାସ…
ଇଂଲଣ୍ଡରେ ଟେନିସ କୋର୍ଟ, ଗଲ୍ଫ କୋର୍ସ ପୁଣି ଖୋଲାଯିବ
ଲଣ୍ଡନ,୧୧।୫ (ଏପି): ବୁଧବାରଠାରୁ ଇଂଲଣ୍ଡରେ ଟେନିସ କୋର୍ଟ ଓ ଗଲ୍ଫ କୋର୍ସ ସବୁ ପୁଣି ଖୋଲାଯିବ ବୋଲି ବ୍ରିଟିଶ୍ ସରକାର କହିଛନ୍ତି। ତେବେ ନିଜ ସାଥି ଖେଳାଳିଙ୍କ ସହ କ୍ରୀଡ଼ାବିତ୍ମାନେ ଖେଳିପାରିବେ ବୋଲି କୁହାଯାଇଛି। କରୋନା ଭାଇରସ୍ ସଂକ୍ରମଣ କାରଣରୁ ମାର୍ଚ୍ଚ…
ଲକ୍ଡାଉନ୍ ଉଠିଲେ ତାରକା ଆଥ୍ଲେଟଙ୍କ ଟ୍ରେନିଂ ଆରମ୍ଭ ହେବ: ରିଜିଜୁ
ନୂଆଦିଲ୍ଲୀ,୧୧।୫(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଚାଲିଥିବା ଲକ୍ଡାଉନ୍ ଉଠାଇ ଦିଆଗଲେ ତାରକା ତଥା ଆଗଧାଡିର ଆଥ୍ଲେଟମାନେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ତେଣୁ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସହିତ ଜଡିତ ରହିଥିବା ବ୍ୟକ୍ତିମାନଙ୍କୁ…

