ଖେଳ

ଗାଭାସ୍କରଙ୍କ ଭାରତ-ପାକ୍‌ ମିଳିତ ଏକାଦଶ

ନୂଆଦିଲ୍ଲୀ, ୧୮।୫ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଭାରତ-ପାକିସ୍ତାନ ମିଳିତ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ୬ ଭାରତୀୟ ଓ ୫ ପାକିସ୍ତାନ ଖେଳାଳିଙ୍କୁ ନେଇଥିବାବେଳେ ଅନେକ ବିସ୍ମୟ ଦେଖିବାକୁ ମିଳିଛି। ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର…

ବୁଣ୍ଡେସ୍‌ଲିଗା ଆରମ୍ଭ: ରେକର୍ଡ ଦର୍ଶକ

ବର୍ଲିନ, ୧୮ା୫ (ଏଏଫ୍‌ପି)-ବୁଣ୍ଡେସ୍‌ଲିଗା ଫୁଟ୍‌ବଲ ପୁନର୍ବାର ଶନିବାରଠାରୁ ଆରମ୍ଭ ହୋଇଛି। ମ୍ୟାଚଗୁଡ଼ିକ ରୁଦ୍ଧଦ୍ୱାରରେ ଖେଳାଯାଉଛି। ସ୍କାଏ ବ୍ରଡ୍‌କାଷ୍ଟର୍ସ ତରଫରୁ ଏହାର ସିଧାପ୍ରସାରଣ କରାଯାଉଛି। ଶନିବାର ରେକର୍ଡ ସଂଖ୍ୟକ ୬.୬୮ନିୟୁତରୁ ଊର୍ଦ୍ଧ୍ୱ ଦର୍ଶକ ମ୍ୟାଚ୍‌କୁ ଉପଭୋଗ କରିଛନ୍ତି। ଜର୍ମାନୀର ଏହି ଟିଭି ଚ୍ୟାନେଲ…

ସମସ୍ୟାରେ ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟର

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-‘ଜନ ଧନ’ ଆକାଉଣ୍ଟ ଥିବା ୬ଜଣ ଜୁନିୟର କ୍ରିକେଟର ଏବେ ସମସ୍ୟାରେ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସେମାନଙ୍କ ଆକାଉଣ୍ଟରେ ପୁରସ୍କାର ରାଶି ଜମା କରିପାରୁନାହିଁ। ‘ଜନ ଧନ’ ଆକାଉଣ୍ଟରେ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ…

କ୍ରୀଡ଼ା ମନ୍ତ୍ରଣାଳୟର ସହାୟତା ଲୋଡ଼ିଲା ଆଇଓଏ

ନୂଆଦିଲ୍ଲୀ, ୧୮।୫: କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ସହାୟତା ଲୋଡ଼ିଛି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)। ଆସନ୍ତାବର୍ଷ ପର୍ଯ୍ୟନ୍ତ କୌଣସି ପ୍ରାୟୋଜକ ଆଗକୁ ଆସିବା ସମ୍ଭାବନା ନାହିଁ। ତେଣୁ ସରକାର ସହାୟତାର ହାତ ବଢ଼ାଇବା ଜରୁରୀ…

ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଅନୁମତି ମିଳିଲା

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-କରୋନାଭାଇରସ୍‌ ଯୋଗୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ କରିବା ଲାଗି ସରକାର ବାଧ୍ୟ ହୋଇଛନ୍ତି। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କ୍ରୀଡ଼ା କମ୍ପ୍ଲେକ୍ସ ଖୋଲିିବା ଲାଗି ଅନୁମତି ଦେଇଛନ୍ତି। ଫଳରେ ମାର୍ଚ୍ଚ ମଧ୍ୟଭାଗରୁ ବନ୍ଦ ରହିଥିବା ଆଥଲେଟ୍‌ମାନଙ୍କ ଟ୍ରେନିଂ କାର୍ଯ୍ୟ…

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ତାଙ୍କୁ ୧୫ ବର୍ଷ ତଳେ ଦେଇଥିବା ଏକ ସ୍ବତନ୍ତ୍ର ଉପହାରକୁ ସେ ଚ୍ୟାରିଟି…

ଆଫ୍ରିଦିଙ୍କୁ ଗମ୍ଭୀରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୭।୫: ଭାରତୀୟ ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନାମୁଖ୍ୟ ଜେନେରାଲ କମର ବାଜଓ୍ବାଙ୍କ ସମେତ…

ଟି୨୦ ବିଶ୍ୱକପ୍‌ ବାତିଲ ହେଲେ ଆଇପିଏଲ୍‌ ଲାଗି ବାଟ ଖୋଲିବ: ଟେଲର

ମେଲବୋର୍ନ,୧୭।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ବାତିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯଦି ଏହି ମେଗା ଇଭେଣ୍ଟ ବାତିଲ ହୁଏ ତେବେ, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ବାଟ…

ଜୁଲାଇରେ ଇଂଲଣ୍ଡ ଗସ୍ତ କରିବାକୁ ପାକିସ୍ତାନ ରାଜି: ଗସ୍ତରେ ସାମିଲ ହେବାକୁ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ

କରାଚି,୧୭।୫(ପି.ଟି.): ଆସନ୍ତା ଜୁଲାଇରେ ପାକିସ୍ତାନ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବାକୁ ରାଜି ହୋଇଛି। ତେବେ ଏହି ଗସ୍ତରେ ସାମିଲ ହେବାକୁ ଖେଳାଳିମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସ୍ପଷ୍ଟ କରିଛି।…

ଜୁନ୍‌ ୬ରୁ ଅଷ୍ଟ୍ରେଲିଆରେ କ୍ଲବ କ୍ରିକେଟ ଆରମ୍ଭ ହେବ

ମେଲବୋର୍ନ,୧୭।୫ (ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଅସମୟରେ ବନ୍ଦ କରାଯାଇଥିବା ପ୍ରତିଯୋଗିତାମୂଳକ କ୍ରିକେଟ ପୁଣି ଥରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱକ୍ରୀଡ଼ା ଠପ୍‌ ହେବା ପରେ ଆସନ୍ତା ମାସ ୬ ତାରିଖରୁ ଅଷ୍ଟ୍ରେଲିଆରେ କ୍ଲବ…

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌ କରାଯାଇଛି। ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଏହି ଦୁଇ ଖେଳାଳିଙ୍କ ନାମ ଅର୍ଜୁନ…

ଅନୁଷ୍କାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ନୂଆଦିଲ୍ଲୀ, ୧୭।୫: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ଦେଖାଯାଉଛି ଯେ କୋହଲି ନିଜ ମୁମ୍ବାଇ ବାସଭବନରେ କିଛି ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?