Posted inଖେଳ

ବାଂଲାଦେଶ କ୍ରିକେଟରମାନଙ୍କ ଟ୍ରେନିଂ ଆରମ୍ଭ

ଢାକା, ୨୦ା୭ (ପି.ଟି.)- ରବିବାର ୯ଜଣ ବାଂଲାଦେଶ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। କୋଭିଡ୍‌-୧୯ ସୁରକ୍ଷା ପ୍ରୋଟୋକଲ ଅନୁସାରେ କେବଳ ଜଣେ ମାତ୍ର ଖେଳାଳିଙ୍କୁ ଷ୍ଟାଡିୟମ ଭିତରେ ଅଭ୍ୟାସ ପାଇଁ ଅନୁମତି ମିଳିଛି। କରୋନା ଭାଇରସ୍‌ ଦେଖାଦେବା ପରେ ମାର୍ଚ୍ଚ ମାସରେ ଆକସ୍ମିକ କ୍ରିକେଟ କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଥିଲା। ମହମ୍ମଦ ମିଥୁନ, ମୁସ୍‌ଫିକର ରହିମ୍‌ ଓ ଶାଫିଉଲ୍‌ ଇସ୍‌ଲାମ ଢାକାରେ ଟ୍ରେନିଂ ନେଇଥିବା ବେଳେ ପେସ୍‌ର ଖଲିଲ ଅହମ୍ମଦ ଓ ସ୍ପିନର ନାସମ୍‌ ଅହମ୍ମଦ ସିଲ୍‌ହେଟ୍‌ଠାରେ ଟ୍ରେନିଂ ନେଇଥିଲେ। କ୍ରିକେଟରଙ୍କ ସହ ଷ୍ଟାଡିୟମ ଭିତରକୁ କେବଳ ଜଣେ ଟ୍ରେନରଙ୍କୁ ଅନୁମତି ରହିଛି। ଉଭୟଙ୍କୁ ପୃଥକ୍‌ ପାଣି ବୋତଲ, ଆସନ ଓ ଟଏଲେଟ୍‌ ବ୍ୟବହାର କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ...

୨୦୧୯ ବିଶ୍ୱକପ୍‌ ବିପର୍ଯ୍ୟୟ ଦୁଃଖଦ ଥିଲା: ଜାଡେଜା

ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି...

ନାଓମି ଓସାକା ଜିତିଲେ ଅଷ୍ଟ୍ରେଲିଆ ଓପନ୍‌

ମେଲବୋର୍ନ,୨୦।୨:ଅଷ୍ଟ୍ରେଲୀୟ ଓପନ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟାଇଟଲ ଶନିବାର ନାଓମି ଓସାକା ଜିତିଛନ୍ତି। ୨୩ ବର୍ଷୀୟ ଜାପାନୀ ଖେଳାଳି ଫାଇନାଲରେ ଜେନିଫର ବ୍ରାଡିଙ୍କୁ ୬-୪,...

ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

ମୁମ୍ବାଇ, ୨୪।୫ : କୋଭିଡ୍‌-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

ସିରିଜ୍‌ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ...

‘ମୁଁ ବିଲକୁଲ ଆଶ୍ଚର୍ଯ୍ୟ ନୁହେଁ’

ନୂଆଦିଲ୍ଲୀ,୧୬।୧: ଟେଷ୍ଟ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଓହରିବା ନିଷ୍ପତ୍ତି ଭାରତୀୟ କ୍ରିକେଟରେ ହଇଚୟ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ସିରିଜ୍‌ ହାରିବା...

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ସ୍ମରଣୀୟ ଦିନ: ଜାଣନ୍ତୁ କାହିଁକି

ଆଜିକାଲି ବିଶ୍ୱ କ୍ରିକେଟରେ ଅଧିକାଂଶ ଦିନିକିଆ ମ୍ୟାଚ୍‌ ଡେ’ ନାଇଟ୍‌ ଖେଳାଯାଉଛି। କିନ୍ତୁ ୩୭ ବର୍ଷ ପୂର୍ବେ, ଏପରି ଜିନିଷ କେବଳ କଳ୍ପନା ମଧ୍ୟ କରାଯାଉ...

ଅଭିନେତ୍ରୀଙ୍କ ପ୍ରତି ଆକୃଷ୍ଟ ହେଲେ କ୍ରିକେଟର ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଅବସର ନେଇସାରିଥିଲେ ମଧ୍ୟ ସେ ସର୍ବଦାଚର୍ଚ୍ଚାରେ ରହୁଛନ୍ତି। ମଡେଲ ହେଜେଲ କିଚ୍‌ଙ୍କୁ ବିବାହ କରିବା...

Advertisement
Archives

Model This Week