ଖେଳ

ପ୍ରଥମ ରୋଜଗାରକୁ ଏହିଭଳି ଭାବେ ଖର୍ଚ୍ଚ କରିଥିଲେ ଭୁବନେଶ୍ୱର

ନୂଆଦିଲ୍ଲୀ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଭାରତରେ ଖେଳ ପରିସ୍ଥିତି ଏବେ ମଧ୍ୟ ଆରମ୍ଭ ହେବାଭଳି ସ୍ଥିତିରେ ନାହିଁ। ବିଶ୍ୱରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ…

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ ଅପରିବର୍ତ୍ତିତ

ଦୁବାଇ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ୍‌ ସହ ଦୀର୍ଘ ୪ ମାସର ବ୍ୟବଧାନ ପରେ ପଡ଼ିଆକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍‌। ମହାମାରୀ କରୋନା ଭାଇରସ୍‌ ଲାଗି ଗତ ମାର୍ଚ୍ଚ ୧୫ରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିଲା। ତେବେ…

ବାପା ହେଲେ ଏହି ଭାରତୀୟ କ୍ରିକେଟର୍‌

ଗୁଣ୍ଟୁର, ୧୩।୭- ନିଜର ଦମ୍‌ଦାର ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଥିବା ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡ଼ୁଙ୍କ ପାଇଁ ଖୁସି ଖବର। ରାୟୁଡ଼ୁ ପିତୃତ୍ୱ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଚେନ୍ନୁପଲ୍ଲୀ ବିଦ୍ୟା ରବିବାର ଏକ କନ୍ୟା ସନ୍ତାନ ପ୍ରସବ…

କାହିଁକି ଲାଇମ୍‌ଲାଇଟ୍‌ରୁ ଦୂରେଇ ଅଛନ୍ତି ଧୋନୀଙ୍କ ବଡ ଭାଇ

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ତେବେ ଧୋନୀଙ୍କ ବଡ ଭାଇ ନରେନ୍ଦ୍ର ସିଂ ଥିଲେ ମଧ୍ୟ ତାଙ୍କ କଥା କୌଣସି ଜାଗାରେ ଆଲୋଚନା ହୋଇ ନ ଥାଏ।…

ସେଦିନ ଭାବିଥିଲି ମୁଁ ଅମିତାଭ ବଚ୍ଚନ, କାହିଁକି ଏମିତି କହିଲେ କ୍ରିକେଟର୍‌

ବିଗ୍‌ ବି ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ଏବେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଦେଶର ଅନେକ ସ୍ଥାନରେ ପୂଜାର୍ଚ୍ଚନା ମଧ୍ୟ ଚାଲିଛି। ଏହି ସମୟରେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌ ଏକ…

ଅବଶିଷ୍ଟ ମ୍ୟାଚ ଖେଳି ନ ପାରନ୍ତି ଗ୍ରିଜ୍‌ମାନ

ବାର୍ସିଲୋନା, ୧୩ା୭ (ଏପି)- ମାଂଶପେଶୀରେ ଇଞ୍ଜୁରି ଯୋଗୁ ସ୍ପାନିଶ ଫୁଟ୍‌ବଲ ଲିଗ୍‌ର ଅବଶିଷ୍ଟ ମ୍ୟାଚରୁ ବିଶ୍ରାମ ନେଇ ପାରନ୍ତି ଆଣ୍ଟୋନୀ ଗ୍ରିଜ୍‌ମାନ। ରବିବାର ଫିଟ୍‌ନେସ୍‌ ଟେଷ୍ଟ ହୋଇଥିଲା। ଗ୍ରିଜ୍‌ମାନଙ୍କ ଡାହାଣ ଜଙ୍ଘରେ ଆଘାତ ଲାଗିଥିବା ଦେଖାଯାଇଥିଲା। ତେଣୁ ତାଙ୍କୁ ବର୍ତ୍ତମାନ ପାର୍ଇ…

ସାଇକ୍ଲିଂ ଓ କ୍ରିକେଟ ଖେଳୁଛନ୍ତି ହିମା

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଅଲିମ୍ପିକ୍ସ କ୍ୱାଲିଫାଇଂ ପାଇଁ ଚିନ୍ତିତ ନୁହନ୍ତି। କୋଭିଡ୍‌-୧୯ ଜନିତ କଟକଣା ଯୋଗୁ ପୁର ଦମ୍‌ରେ ଟ୍ରେନିଂ ସମ୍ଭବର ନୁହେଁ। ଫିଟ୍‌ନେସ୍‌ ବଜାୟ ରଖିବା ପାଇଁ ସେ ସାଇକ୍ଲିଂ କରିବା ସହ କିଛି ସମୟ…

ରାଜ୍ୟ କ୍ରୀଡ଼ାମନ୍ତ୍ରୀମାନଙ୍କ ଅନ୍‌ଲାଇନ୍‌ ବୈଠକ ୧୪ରେ

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଜୁଲାଇ ୧୪ରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ାମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇଛନ୍ତି। ଅନ୍‌ଲାଇନ୍‌ରେ ଦୁଇ ଦିନ ଧରି ହେବାକୁଥିବା ଏହି ବୈଠକରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ କ୍ରୀଡ଼ା…

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୩ା୭ (ଏପି)-ଜର୍ମେନ ବ୍ଲାକ୍‌ଉଡ୍‌ଙ୍କ ଲଢୁଆ ୯୫ରନ ସହାୟତାରେ ସ୍ଥାନୀୟ ରୋଜ୍‌ ବାଓଲଠାରେ ବିନା ଦର୍ଶକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ଲାଭ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୦ ରନ…

ହାମିଲଟନ ଜିତିଲେ ଷ୍ଟାଇରିଆନ ଗ୍ରାଁପ୍ରି

ସ୍ପିଲବର୍ଗ,୧୨ା୭: ଟିମ୍‌ମେଟ୍‌ ଭାଲଟେରି ବୋଟାସଙ୍କୁ ପଛରେ ପକାଇ ମର୍ସିଡିଜର ଲୁଇସ୍‌ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଷ୍ଟାଇରିଆନ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ରେସ୍‌ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୫ତମ ଟାଇଟଲ। ସବୁଠାରୁ ଅଧିକ ୯୧ ଗ୍ରାଁପ୍ରି ଜିତି ମାଇକେଲ…

ଜାଡେଜାଙ୍କ ଜୀବନର ଏହା ଥିଲା ଅନ୍ୟତମ ଦୁଃଖଦ ଦିନ

ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଗତବର୍ଷ ଆଜିର ଦିନରେ ଭାରତ ଏହି ମହା…

ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌

ନୂଆଦିଲ୍ଲୀ, ୧୨।୭- ଭାରତୀୟ କ୍ରିକେଟ୍‌ ଦଳର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଗ୍ରାଏମ୍‌ ସ୍ମିଥ। ଦକ୍ଷିଣ ଆଫ୍ରିକା ଦଳର ଏହି ପୂର୍ବତନ ଅଧିନାୟକ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?