ଖେଳ

ଟାର୍ଗେଟ୍‌ ୨୦୦: ଓ୍ବେଷ୍ଟଇଣ୍ଡିଜ ୩୫/୩

ସାଉଥାମ୍ପଟନ, ୧୨।୭- ସ୍ଥାନୀୟ ରୋଜ୍‌ ବାଓଲଠାରେ ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସାମ୍ନାରେ ୨୦୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଜବାବରେ ରବିବାର ମ୍ୟାଚ୍‌ର ଅନ୍ତିମ…

ବିରାଟ କୋହଲିଙ୍କୁ ଗାଳି ଦେଲେ ଫ୍ୟାନ୍‌, ଜାଣନ୍ତୁ କାହିଁକ

ସୁପରଷ୍ଟାର୍‌ ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଛି। ବଲିଉଡ୍‌ର ଅନେକ କଳାକାର, ରାଜନେତା, କ୍ରିକେଟର ଏବଂ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ସୁସ୍ଥତା କାମନା କରିଛନ୍ତି। ପଡୋଶୀ…

ବିଶ୍ୱକପ୍‌ ଜିତିଲେ ବିବାହ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୨।୭- ଆଫଗାନିସ୍ତାନ କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ରଶିଦ୍‌ ଖାନ ନିଜ ବୋଲିଂରେ ବିଭିନ୍ନତା ପାଇଁ ବିଶ୍ୱରେ ବେଶ୍‌ ସଫଳତା ଲାଭ କରିଛନ୍ତି। ୨୦୧୫ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ରଶିଦ୍‌ ବୋଲିଂରେ ଲେଗ୍‌ସ୍ପିନ, ଗୁଗ୍‌ଲୀ, ଗତି ରହୁଥିବାରୁ ବିଶ୍ୱରେ…

୬ ବର୍ଷର ପୁଅକୁ ରୁଟି ସେକିବା ଶିଖାଇଲେ ଏହି କ୍ରିକେଟର

କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟର ମାନେ ସେମାନଙ୍କ ପରିବାର ସହ ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଭାରତୀୟ ଓପନର ଶିଖର ଧାଓ୍ବନ୍‌ ସେମାନଙ୍କ ମଧ୍ୟ ଅନ୍ୟତମ ।…

ଅମିତାଭ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କଲେ ଏହି ପାକିସ୍ତାନ କ୍ରିକେଟର

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଥିବା ଦେଖାଯାଇଛି। ଅମିତାଭ ବଚ୍ଚନ କୋଟି କୋଟି ଫ୍ୟାନ୍‌ କେବଳ ଦେଶରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ…

ବିଶ୍ୱକପ୍‌ ଜିତିବା ଧୋନୀଙ୍କ ଭାଗ୍ୟ, ଏହାର ଶ୍ରେୟ ଗାଙ୍ଗୁଲୀଙ୍କୁ ଯାଉଛି: ଗମ୍ଭୀର

ନୂଆଦିଲ୍ଲୀ,୧୨।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଓପନର୍‌ ଗୌତମ ଗମ୍ଭୀର ମହେନ୍ଦ୍ର ସିଂ ଧୋନୀ ଆଇସିସି ଟ୍ରଫି ଜିତିବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୋନୀ ବହୁତ ଭାଗ୍ୟଶାଳୀ ଅଧିନାୟକ। କାରଣ ତାଙ୍କୁ ଏକ ଅଦ୍ଭୁତ ଟିମ୍‌ ମିଳିଥିଲା।…

ଷ୍ଟିରିଆନ୍‌ ଗ୍ରାଁ ପ୍ରି: ହାମିଲଟନ୍‌ଙ୍କୁ ପୋଲ୍‌ ପୋଜିଶନ

ଷ୍ଟିରିଆ,୧୨।୭: ଅଷ୍ଟ୍ରିଆର ଷ୍ଟିରିଆରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଫର୍ମୁଲା-୧ ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏଥି ସହିତ ମର୍ସିଡିଜ୍‌ ଡ୍ରାଇଭର ହାମିଲଟନ କ୍ୟାରିୟରରେ ରେକର୍ଡ ୮୯ତମ ପୋଲ ପୋଜିଶନ ହାସଲ କରିଛନ୍ତି। ଶନିବାର ପୋଲ…

ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର: ଆକାଶ

ନୂଆଦିଲ୍ଲୀ,୧୨।୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି। ଭାରତର ଶ୍ରେଷ୍ଠ ୬ଜଣ ଫିଲ୍ଡର ଚୟନ ପାଇଁ ସେ ପ୍ରୟାସ କରୁଥିଲେ। ତେବେ ସେ ଦେଖିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଚୟନ…

ସୌରାଷ୍ଟ୍ର ଛାଡ଼ିଲେ ଜ୍ୟାକ୍‌ଶନ: ପୁଡୁଚେରୀ ତରଫରୁ ଖେଳିବେ

ଚେନ୍ନାଇ/ମୁମ୍ବାଇ,୧୨।୭(ପି.ଟି.): ଶେଲଡନ ଜ୍ୟାକ୍‌ଶନ ସୌରାଷ୍ଟ୍ର ଦଳ ଛାଡିଛନ୍ତି। ସୌରାଷ୍ଟ୍ରକୁ ଗତ ରଣଜୀ ସେସନରେ ଚାମ୍ପିୟନ କରାଇଥିବା ଏହି ତାରକା ବ୍ୟାଟ୍ସମ୍ୟାନ ଆଗାମୀ ଘରୋଇ ସେସନରେ ଏବେ ପୁଡୁଚେରୀ ପକ୍ଷରୁ ଖେଳିବେ। ଏ ନେଇ ଜ୍ୟାକଶନ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ନିଶ୍ଚିତ…

ଅଷ୍ଟ୍ରେଲିଆ ଗସ୍ତ: କ୍ୱାରାଣ୍ଟାଇନ୍‌ ଅବଧି କମାଇବାକୁ ଚାହାନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ,୧୨।୭(ପି.ଟି.): ଆଗାମୀ ଡିସେମ୍ବରରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆରେ କୋଭିଡ୍‌-୧୯ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ମେଲେବୋର୍ନ ଏବେ ହଟ୍‌ ସ୍ପଟ୍‌ ଭାବେ ପରିଗଣିତ ହେଉଛି। ଭାରତୀୟ ଖେଳାଳିମାନେ ସେଠାରେ ପହଞ୍ଚିବା ପରେ…

ଚେତନ ଚୌହାନ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ,୧୨।୭(ପି.ଟି.): ଭାରତୀୟ ପୂର୍ବତନ ଓପନର ତଥା ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା, ଆର.ପି. ସିଂ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଟୁଇଟ୍‌ କରିବା…

କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ: ତଦନ୍ତ କିମିଟି ଗଠନ କଲା ସାଇ

ନୂଆଦିଲ୍ଲୀ, ୧୨ା୭ (ପି.ଟି.)-ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ଠାରେ ୩ଜଣ ବକ୍ସର କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଶନିବାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ଏକ ତଦନ୍ତ କମିଟି ଗଠନ କରିଛି। ସାଇ ସେକ୍ରେଟାରି ରୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?