ଖେଳ

କରୋନାରୁ ସୁସ୍ଥ ହେଲେ ଏହି କ୍ରିକେଟର୍‌

ଢାକା, ୧୫।୭- ବିଶ୍ୱରେ ଅନେକ କ୍ରୀଡ଼ାବିତ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ଏହିକ୍ରମରେ ବାଂଲାଦେଶ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମାଶ୍ରାଫି ମୋର୍ତାଜା ଏହି ମହାମାରୀରୁ ସୁସ୍ଥତା ଲାଭ କରିଛନ୍ତି। ସୁସ୍ଥ ହୋଇଥିବା ନେଇ ମୋର୍ତାଜା ନିଜେ…

ବାତିଲ୍‌ ହୋଇପାରେ ଭାରତ-ଇଂଲଣ୍ଡ ସିରିଜ

ନୂଆଦିଲ୍ଲୀ, ୧୫।୭- ମହାମାରୀ କରୋନା ଭାଇରସ୍‌ ଲାଗି ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ ସିରିଜ ବାତିଲ ହୋଇପାରେ। ସେହିଭଳି ଆସନ୍ତା ମାସରେ ନ୍ୟୁଜିଲାଣ୍ଡ-ଏ ଦଳ ମଧ୍ୟ ଭାରତ ଗସ୍ତରେ ଆସି…

ଏକଦା ମୋବାଇଲ ନେଟଓ୍ବାର୍କ ପାଇଁ ଗଛ ଉପରେ ଚଢ଼ିଥିଲେ ଏହି ଆଇସିସି ଅମ୍ପାୟାର; ଏବେ ପାଲଟିଲେ ଗାଁର ହିରୋ

ନୂଆଦିଲ୍ଲୀ,୧୫।୭: ଆଇସିସି ଅନ୍ତରାଷ୍ଟ୍ରୀୟ ପ୍ୟାନେଲରେ ଭାରତର ଅମ୍ପାୟାର ଅନିଲ ଚୌଧୁରୀ ଲକ୍‌ଡାଉନ୍‌ ସମୟରେ ଉତ୍ତରପ୍ରଦେଶର ମୁଜଫ୍ଫରନଗର ଜିଲାରେ ଥିବା ନିଜ ଘରେ ରହିଥିଲେ। ଏହି ସମୟରେ ତାଙ୍କୁ ମୋବାଇଲ୍‌ ନେଟଓ୍ବାର୍କ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। କାରଣ ସେ ଗଛ…

ଗୁରୁତର ଅଭିଯୋଗ ଆଣିଲେ ମୁସ୍ତାକ

ନୂଆଦିଲ୍ଲୀ, ୧୫।୭(ପି.ଟି.)-ଜାତୀୟ କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନକରି ନିର୍ବାଚିତ ହୋଇଥିବାରୁ ନିକଟରେ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେଇଥିବା ମହମ୍ମଦ ମୁସ୍ତାକ ଅହମ୍ମଦ ଏବେ ମୁହଁ ଖୋଲିଛନ୍ତି। ଅନ୍ୟ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯାଉ ନ ଥିବାବେଳେ ଏପରି ବିଳମ୍ବିତ ନିଷ୍ପତ୍ତରୁ ମନ୍ଦ…

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ୪ ଉଇକେଟରେ ଜିତି ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ତେବେ…

ଶିିକାଗୋ ମାରାଥନ ବାତିଲ

ଶିକାଗୋ, ୧୫ା୭ (ଏପି)-କରୋନାଭାଇରସ୍‌ ଯୋଗୁ ଧାବକ, ଦର୍ଶକ, ଭଲେଣ୍ଟିଅର ଏବଂ ଅନ୍ୟମାନଙ୍କର ସ୍ବାସ୍ଥ୍ୟ ସଂକଟ ଯୋଗୁ ଦି ବ୍ୟାଙ୍କ୍‌ ଅଫ୍‌ ଆମେରିକା ଶିିକାଗୋ ମାରାଥନକୁ ଏହାର ଆୟୋଜକମାନେ ବାତିଲ କରିଦେଇଛନ୍ତି। କୋଭିଡ୍‌-୧୯ ଯୋଗୁ ଅକ୍ଟୋବର ୧୧ରେ ଏହି ଇଭେଣ୍ଟର ଆୟୋଜନ କରିବା…

ଟୋନି ଇରିଶଙ୍କ ଇସ୍ତଫା

ଲଣ୍ଡନ, ୧୫ା୭ (ପି.ଟି.)-ଟୋନି ଇରିଶ ଇଂଲଣ୍ଡ ଓ ଓ୍ବେଲ୍ସର ପ୍ରଫେସନାଲ କ୍ରିକେଟର୍ସ ଆସୋଏଶନ (ପିସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦବୀରୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ସାଉଥ୍‌ ଆଫ୍ରିକାନ କ୍ରିକେଟର୍ସ ଆସୋସିଏଶନ ପାଇଁ ୧୭ ବର୍ଷ ଧରି କାର୍ଯ୍ୟକରିବା ପରେ ଇରିିଶ ଗତ…

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଉଠିଲେ ଜାସନ ହୋଲ୍‌ଡର

ଦୁବାଇ ୧୫ା୭ (ପି.ଟି.)-ଆଇସିସି ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଜାସନ ହୋଲ୍‌ଡର ତାଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସବୁଠାରୁ ଅଧିକ ରେଟିଂ ପଏଣ୍ଟ ଅର୍ଜନ କରିପାରିଛନ୍ତି। କର୍ଟନୀ ଓ୍ବାଲ୍ସଙ୍କ ପରେ ୨୦ ବର୍ଷ ମଧ୍ୟରେ…

ନୂତନତ୍ୱର ପ୍ରବର୍ତ୍ତନ, ଟେକ୍ନୋଲୋଜି ଦ୍ୱାରା କ୍ରୀଡ଼ା ପରିବେଶ ସୃଷ୍ଟି କରାଯାଇ ପାରିବ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧୫ା୭ (ସ୍ପୋଟର୍‌ସ ବ୍ୟୁରୋ)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କ୍ରୀଡ଼ାମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଦୁଇଦିନିଆ ବୈଠକ ମଙ୍ଗଳବାର ଆରମ୍ଭ ହୋଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହି ବୈଠକରେ ଓଡ଼ିଶା…

ଗ୍ରାମରେ ନେଟ୍‌ଓ୍ବର୍କ ସମସ୍ୟା ସମାଧାନ କଲେ ଏହି ଭାରତୀୟ ଅମ୍ପାୟର

ନୂଆଦିଲ୍ଲୀ, ୧୪।୭- ମହାମାରୀ କରୋନା ଭାଇରସ ଲାଗି ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୪ ମାସର ବ୍ୟବଧାନ ପରେ ନିକଟରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରୋନା ସମୟରେ କ୍ରିକେଟ୍‌…

ଗାଙ୍ଗୁଲିଙ୍କ ଭଳି ଧୋନୀ ଭାରତୀୟ କ୍ରିକେଟ୍‌କୁ ଯଥେଷ୍ଟ ଦକ୍ଷ ଖେଳାଳି ଦେଇନାହାନ୍ତି: ଗମ୍ଭୀର

ନୂଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ ଇତିହାସରେ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁଇ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ଯଦି ସଫଳତା ଦୃଷ୍ଟିରୁ ଦେଖାଯିବ ତେବେ ଧୋନୀ ଆଗରେ ରହିବେ। ଧୋନୀଙ୍କ ନେତୃତ୍ୱରେ ଭାରତ ଆଇସିସି ଟି୨୦…

ନେଟ୍ସରେ ବ୍ୟାଟିଂ କଲେ ଏହି ଦୁଇ ଭାରତୀୟ କ୍ରିକେଟର୍‌

ଗାଜିଆବାଦ, ୧୪।୭- କରୋନା ଭାଇରସ୍‌ ଲାଗି ଦୀର୍ଘ ଦିନ ଧରି ବିଶ୍ରାମ ନେବା ପରେ ଦୁଇ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଏକାଠି ଟ୍ରେନିଂ ଆରମ୍ଭ କରିଛନ୍ତି। ଉଭୟ ସମସ୍ତ ସତର୍କତାକୁ ଅବଲମ୍ବନ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?