ଖେଳ

ହାର୍ଦ୍ଦିକଙ୍କ ପୁଅଙ୍କୁ କୋଳରେ ଧରି ଭାବୁକ ହେଲେ ଭାଇ କୃଣାଳ, କହିଲେ ଏପରି କଥା..

ନୂଆଦିଲ୍ଲୀ,୨।୮: ନିକଟରେ ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ୟା। କୁନି ପାଣ୍ଡ୍ୟାଙ୍କୁ ପାଇ ପୁରା ପରିବାର ଏବେ ଖୁସିରେ ବିଭୋର ହୋଇଯାଇଛନ୍ତି। ଶନିବାର କୋଳରେ ପୁଅଙ୍କୁ ଧରି ହାର୍ଦ୍ଦିକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା…

ଲଙ୍କା ପ୍ରିମିୟର ଲିଗ୍‌ ଖେଳିବା ଲାଗି ଇରଫାନ ଆଗ୍ରହୀ

ନୂଆଦିଲ୍ଲୀ, ୨ା୮ (ପି.ଟି.)-ଅଗଷ୍ଟ ୨୮ରୁ ଆରମ୍ଭ ହେବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଅଂଶଗ୍ରହଣ କରିବା ଲାଗି ୭୦ ବିଦେଶୀ ଖେଳାଳି ଆଗ୍ରହୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ ପଠାନ ଅନ୍ୟତମ ଆକର୍ଷଣ। ଲିଗ୍‌ରେ ୫ଟି…

ହାଉସ୍‌ ଅଫ୍‌ ଲର୍ଡସ ସଦସ୍ୟ ହେଲେ ବୋଥାମ୍‌

ଲଣ୍ଡନ, ୨ା୮ (ପି.ଟି.)-କିମ୍ବଦନ୍ତୀ ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମ ବ୍ରିଟିଶ ପାର୍ଲାମେଣ୍ଟର ହାଉସ୍‌ ଅଫ୍‌ ଲଡର୍‌ସ ସଦସ୍ୟ ହୋଇଛନ୍ତି। ୬୪ ବର୍ଷୀୟ ପୂର୍ବତନ କ୍ରିକେଟ ଅଧିନାୟକଙ୍କ ସମେତ ୨୬ ଜଣ ଅଣନିର୍ବାଚିତ ସଦନର ସଦସ୍ୟ ଭାବେ ମନୋନୀତ ହୋଇଥିବା ସରକାରଙ୍କ ତରଫରୁ…

ଦକ୍ଷିଣ ଆଫ୍ରିକାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌ ସ୍ଥଗିତ

ଜୋହାନ୍ସବର୍ଗ, ୧ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦକ୍ଷିଣ ଆଫ୍ରିକା ଏହାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ନିର୍ଦ୍ଦେଶକ ଗେମ୍‌ ସ୍ମିଥ୍‌ ଶନିବାର ଏହା ପ୍ରକାଶ କରିଛନ୍ତି। ଜାତୀୟ ଦଳ…

ଆଣ୍ଡୁମାଡ଼ି ବସିଲେନି ଜୋନାଥନ

ଲେକ୍‌ ବୁଇନା ଭିଷ୍ଟା, ୨ା୮(ଏପି)-ବ୍ରୁକ୍‌ଲିନ୍‌ ନେଟ୍ସ ବିପକ୍ଷ ବାସ୍କେଟବଲ୍‌ ମ୍ୟାଚ ପୂର୍ବରୁ ଓର୍ଲାଣ୍ଡୋ ମ୍ୟାଜିକ୍‌ ଦଳର ଏକମାତ୍ର ଖେଳାଳି ଭାବେ ଜୋନାଥନ ଆଇଜାକ୍‌ ଛିଡ଼ାହୋଇ ଜାତୀୟ ସଙ୍ଗୀତ ଗାନ କରିଥିବା ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଆଣ୍ଠେଇ ଜାତୀୟ…

ଓସିଏର ଅନ୍ତର୍ଜାତୀୟ ଏକାଡେମୀ ଯୋଜନା

କଟକ ଅଫିସ,୨ା୯- ବିସ୍ତାରିତ ହେବ ଭିତ୍ତିଭୂମି, ବିକଶିତ ହେବ ରାଜ୍ୟ କ୍ରିକେଟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ମାଣ କରିବାକୁ ଯାଉଛି ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ। ୨୦ରୁ ୪୦ ଏକର ଜମିରେ ହେବ ଏହି ଏକାଡେମୀ।…

ପ୍ରଥମ ଦଳ ଭାବେ ଟ୍ରେନିଂ ଆରମ୍ଭ କରିପାରେ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ, ୧।୮- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଛି। କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ପ୍ରତିଯୋଗିତାକୁ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜନ ପାଇଁ…

ମାତୃତ୍ୱ ଲାଭ ପରେ କ’ଣ କହିଲେ ନତାଶାଙ୍କ ପୂର୍ବତନ ପ୍ରେମିକ

ନୂଆଦିଲ୍ଲୀ, ୧।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ବର୍ଷ ବେଶ୍‌ ସ୍ମରଣୀୟ ହୋଇ ରହିବ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପ୍ରମୁଖ ଖେଳାଳି ନିକଟରେ ପ୍ରଥମ ଥର ଲାଗି ପିତୃତ୍ୱ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ…

ବର୍ଷାର ମଜା ଉଠାଇଲେ ରାଇନା; ଦେଖନ୍ତୁ ଭିଡିଓ…

ଲକ୍ଷ୍ନୌ, ୧।୮: ଏକଦା ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରହିଥିବା ସୁରେଶ ରାଇନା ଖରାପ ଫର୍ମ ଲାଗି କିଛିବର୍ଷ ହେବ ଦଳରୁ ବାଦ୍‌ ପଡ଼ିଛନ୍ତି। ଏହାସତ୍ତ୍ୱେ ରାଇନା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବେଶ୍‌ ସକ୍ରିୟ…

ଇଦ୍‌ରେ ସ୍ତ୍ରୀଙ୍କୁ ମର୍ସିଡିଜ୍‌-ବେଞ୍ଜ କାର୍‌ ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧।୮: ବାଂଲାଦେଶ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ତଥା ଅଭିଜ୍ଞ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଇଦ୍‌ ଅବସରେ ସ୍ତ୍ରୀ ଉମି ଅହମ୍ମଦ ଶିଶିରଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। ଇଦ୍‌ ଉପଲକ୍ଷେ ଶାକିବ ଏକ ନୂଆ ମର୍ସିଡିଜ୍‌-ବେଞ୍ଜ…

ଇଦ୍‌ରେ କାହିଁକି ଟ୍ରୋଲ୍‌ ହେଲେ ପାକିସ୍ତାନ କ୍ରିକେଟର୍‌

ମାଞ୍ଚେଷ୍ଟର, ୧।୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ଓ ଟି୨୦ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୫ରୁ ମାଞ୍ଚେଷ୍ଟରରେ ଖେଳାଯିବ। ସେହିଭଳି ଅଗଷ୍ଟ ୨୮ରୁ…

କୁନି ପାଣ୍ଡ୍ୟାଙ୍କୁ ପାଇ ଖୁସିରେ ବିଭୋର ହାର୍ଦ୍ଦିକ: ଦେଖନ୍ତୁ ପୁଅଙ୍କ ପ୍ରଥମ ଝଲକ..

ନୂଆଦିଲ୍ଲୀ,୧।୮: ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ନିକଟରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା ବେଳେ ଏବେ ଆଉ ଏକ ଫଟୋ ଶେୟାର କରିଛନ୍ତି। ଇନ୍‌ଷ୍ଟାରେ ଫଟୋଟିକୁ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?