ସଚିନଙ୍କ ବ୍ୟାଟ୍ରେ ୩୭ ବଲରୁ ଶତକ ହାସଲ କରିଥିଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ, ୪।୮- ବିସ୍ଫୋରକ ପାକିସ୍ତାନ ବ୍ୟାଟ୍ସମ୍ୟାନ ଶାହିଦ୍ ଆଫ୍ରିଦୀ ଏକଦିବସୀୟ କ୍ରିକେଟ୍ରେ ମାତ୍ର ୩୭ ବଲରୁ ଶତକ ହାସଲ କରିଛନ୍ତି। ୧୯୯୬ରେ ଅନୁଷ୍ଠିତ କେସିଏ ଟୁର୍ନାମେଣ୍ଟରେ ଆଫ୍ରିଦୀ ଶ୍ରୀଲଙ୍କା ବିପକ୍ଷରେ ସେ ଏହି ବିସ୍ଫୋରକ ଇନିଂସ ଖେଳି ଏକଦିବସୀୟ କ୍ରିକେଟ୍ରେ ଦ୍ରୁତତ୍ତମ…
ଏହି କ୍ରିକେଟରଙ୍କୁ ବୁଢା କୁହନ୍ତି ସ୍ତ୍ରୀ
ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଘଟିଥିବା ଏକ ମଜାଦାର ଘଟଣାକୁ ଶେୟାର କରିଛନ୍ତି ଟିମ ଇଣ୍ଡିଆ ଫାଷ୍ଟ ବୋଲର ଇଶାନ୍ତ ଶର୍ମା। ଏକ ଶୋ’ରେ ସେ କହିଛନ୍ତି ଯେ ଥରେ ଧୋନୀ ତାଙ୍କ ବୟସ ପାଇଁ ତାଙ୍କୁ ପରିହାସ…
ସଚିନଙ୍କ ବ୍ୟାଟ୍ରେ ଖେଳି ଏହି ପାକିସ୍ତାନ କ୍ରିକେଟରଙ୍କ ଜୀବନ ବଦଳି ଯାଇଥିଲା
ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି ୩୭ ବଲରେ ଶତକ ହାସଲ କରିଛନ୍ତି। ଏହା ସେତେବେଳେ ଦ୍ରୁତତମ ଏକଦିବସୀୟ ଶତକ ଥିଲା। ଏହି ରେକର୍ଡ ପ୍ରାୟ ୧୮ ବର୍ଷ ଧରି ଆଫ୍ରିଦିଙ୍କ ନାମରେ ଥିଲା। ଏବେ ଏବି ଡି ଭିଲିୟର୍ସ ଏକଦିବସୀୟ…
ଆଇପିଏଲ୍ ଖେଳୁ ନ ଥିବାରୁ ଅବସୋସ ନାହିଁ: ଷ୍ଟାର୍କ
ମେଲବୋର୍ନ,୪।୮(ପି.ଟି.): ଚଳିତ ବର୍ଷ ୟୁନାଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଖେଳିବେ ନାହିଁ। ତେବେ ଏଥିପାଇଁ ମୋର କୌଣସି ଅବସୋସ ନାହିଁ ବୋଲି ସେ…
ନରସିଂହ ଯାଦବଙ୍କ ବାସନ୍ଦ ସିରିଲା: ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ
ନୂଆଦିଲ୍ଲୀ,୪।୮: ଭାରତୀୟ ତାରକା ରେସଲର ନରସିଂହ ଯାଦବଙ୍କ ବାସନ୍ଦ ଅବଧୀ ଶେଷ ହୋଇଛି। ୪ ବର୍ଷ ତଳେ ତାଙ୍କୁ ଡୋପ୍ ଟେଷ୍ଟରେ ବିଫଳ ହେବା କାରଣରୁ ବାସନ୍ଦ କରାଯାଇଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ତାଙ୍କୁ ବିଶ୍ୱ ନିଶା ନିବାରଣ ସଂସ୍ଥା…
ଅଷ୍ଟ୍ରେଲିଆ- ଓ୍ବେଷ୍ଟଇଣ୍ଡିଜ୍ ଟି୨୦ ସିରିଜ ସ୍ଥଗିତ
ମେଲବୋର୍ନ, ୪।୮(ପି.ଟି.): ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆ- ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜକୁ ସ୍ଥଗିତ ରଖାଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ସୂଚନା ଦେଇଛି। ଟି୨୦ ବିଶ୍ୱକପ୍ ପୂର୍ବରୁ ଏହାକୁ ଏକ ଓ୍ବାର୍ମଅପ୍ ସିରିଜ…
ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର, ପିଠିରେ କରିଛନ୍ତି ଏମିତି
ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ ମଧ୍ୟ ତାଙ୍କ ପ୍ରେମିକା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। ୨୦୧୩ରେ ପ୍ରଥମ ଥର ପାଇଁ…
କୋଭିଡ୍ ଟାସ୍କଫୋର୍ସର ମୁଖ୍ୟ: ହୋଇପାରନ୍ତି ଡ୍ରାଭିଡ୍
ନୂଆଦିଲ୍ଲୀ, ୪ା୮ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ କୋଭିଡ୍-୧୯ ଟାସ୍କଫୋର୍ସ ଗଠନ କରିବ। ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ମୁଖ୍ୟ ହୋଇଥିବାରୁ ତାଙ୍କୁ ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ କରାଯିବା ସମ୍ଭାବନା ରହିଛି।…
ଫୁଟ୍ବଲ ପ୍ରତିଭା ଅନ୍ବେଷଣ: ଗଠନ ହେବ ୫ ଜୋନାଲ ଟ୍ୟାଲେଣ୍ଟ ହଣ୍ଟ୍ କମିଟି
ନୂଆଦିଲ୍ଲୀ, ୪ା୮ (ପି.ଟି.)-ଭାରତ କିପରି ଫିଫା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ସେଥିଲାଗି ସରକାର ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ସମସ୍ତ ଦେଶରୁ ଫୁଟ୍ବଲ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଲାଗି ୫ଟି ଜୋନାଲ ଟ୍ୟାଲେଣ୍ଟ ହଣ୍ଟ୍ କମିଟି ଗଠନ…
ମହିଳା ବିଶ୍ୱ ସ୍କ୍ବାଶ ଚାମ୍ପିୟନଶିପ୍ରୁ ଓହରିଲା ଭାରତ
ଚେନ୍ନାଇ, ୪ା୮ (ପି.ଟି.)-ମାଲେସିଆର କୁଆଲାଲମ୍ପୁରରେ ଡିସେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ ହେବାକୁଥିବା ମହିଳା ବିଶ୍ୱ ଟିମ୍ ସ୍କ୍ବାଶ ଚାମ୍ପିୟନଶିପ୍ରୁ ଭାରତ ଓହରିଯାଇଛି। କୋଭିଡ୍-୧୯ ମହାମାରୀ ଯୋଗୁ ଗସ୍ତ କଟକଣା ନେଇ ଅନିଶ୍ଚିତତା ଏବଂ ପ୍ରସ୍ତୁତି ପାଇଁ ସମୟ ଅଭାବରୁ ଏହି ନିଷ୍ପତ୍ତି…
ଥୋମାସ୍ ଓ ଉବର କପ୍:ସହଜ ଡ୍ର’ରେ ଭାରତ
ନୂଆଦିଲ୍ଲୀ, ୪ା୮ (ପି.ଟି.)-କୋଭିଡ୍-୧୯ ଯୋଗୁ ଦୁଇଥର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବା ପରେ ଥୋମାସ୍ ଓ ଉବର କପ୍ ଫାଇନାଲ ଡେନମାର୍କର ଆରହସ୍ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ଆୟୋଜନ ପାଇଁ ସ୍ଥିର ହୋଇଛି। ଏଥିରେ ଭାରତ ଅପେକ୍ଷାକୃତ ସହଜ ଡ୍ର’ରେ ସ୍ଥାନ…
ବିସିସିଆଇ ଏସ୍ଓପି: ଅରୁଣଲାଲ, ହ୍ବାଟମୋର ପ୍ରଶିକ୍ଷଣ ଦେଇପାରିବେନି
ନୂଆଦିଲ୍ଲୀ,୩।୮(ପି.ଟି.): କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍ଓପି) କରିଛି। ଏହା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ କୋଚ୍ ନିଯୁକ୍ତି ଦେବା ପ୍ରକ୍ରିୟାରୁ ବିରତ ରହିବେ।…

