ଖେଳ

ବୟସ ଜାଲିଆତି ମାମଲା: ସ୍ବୀକାର ନ କଲେ ଖେଳାଳି ୨ ବର୍ଷ ବାସନ୍ଦ ହେବେ

ନୁଆଦିଲ୍ଲୀ,୩।୮ (ପି.ଟି.): କ୍ରିକେଟରେ ଖେଳାଳିଙ୍କ ବୟସ ଜାଲିଆତି ପ୍ରସଙ୍ଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ଆଭିମୁଖ୍ୟ ଆହୁରି କଡ଼ା କରିଛି। ପଞ୍ଜୀକୃତ ଖେଳାଳିମାନେ ବୟସ ଜାଲିଆତି କରିଥିବା ନେଇ ନଜ ଆଡୁ ମାନିଗଲେ ସେମାନଙ୍କୁ କ୍ଷମା କରିଦିଆଯିବ ବୋଲି…

ଟ୍ରଟ୍‌ ଇଂଲଣ୍ଡ ବ୍ୟାଟିଂ କୋଚ୍‌

ଲଣ୍ଡନ,୩।୮(ପି.ଟି.): ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ନୂଆ ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି। ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ପୂର୍ବତନ ବ୍ୟାଟ୍ସମ୍ୟାନ ଜୋନାଥନ ଟ୍ରଟ୍‌ ଇଂଲଣ୍ଡର ବ୍ୟାଟିଂ କୋଚ୍‌ ଭାବେ…

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଇଂଲଣ୍ଡ

ସାଉଥାମ୍ପଟନ,୩।୮(ପି.ଟି.): ସ୍ଥାନୀୟ ରୋଜ ବାଉଲ୍‌ ଗ୍ରାଉଣ୍ଡରେ ମଙ୍ଗଳବାର ଇଂଲଣ୍ଡ ଓ ଭ୍ରମଣକାରୀ ଆୟର୍ଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଇଂଲଣ୍ଡ ୨-୦ରେ ସିରିଜ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ…

ସେହ୍ବାଗଙ୍କୁ ପଡିଆରେ ପିଟିଥାନ୍ତି, କାହିଁକି ଏମିତି କହିଲେ ପାକିସ୍ତାନୀ ବୋଲର୍‌

ବିଶ୍ୱର ପ୍ରସିଦ୍ଧ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଶୋଏବ ଅଖତର ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଖତର କହିଛନ୍ତି ସେହ୍ବାଗ କେବେ ବି ତାଙ୍କୁ ବାପ୍‌ ବାପ୍‌ ହୋତା…

ୟୁଏସ୍‌ ଓପନ୍‌ରୁ ଓହରିଲେ କିରଗିଓସ

ସିଡ୍‌ନୀ, ୩ା୮ (ଏ.ପି)- କରୋନା ଭାଇରସ୍‌ ଆଶଙ୍କାରେ ନିକ୍‌ କିରଗିଓସ୍‌ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। କୋଭିଡ୍‌-୧୯ରେ ସଂକ୍ରିମତ ହୋଇ ଆମେରିକାରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଚଳିତ ବର୍ଷର ଟୁର୍ନାମେଣ୍ଟକୁ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ…

ହାମିଲଟନଙ୍କୁ ୭ମ ବ୍ରିଟିଶ ଗ୍ରାଁ ପ୍ରି ଟାଇଟଲ

ସିଲଭରଷ୍ଟୋନ୍‌, ୩ା୮: ଅନ୍ତିମ ଲାପ୍‌ରେ ଟାୟାର ପଙ୍କ୍‌ଚର ସତ୍ତ୍ୱେ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ରବିବାର ଅନୁଷ୍ଠିତ ବ୍ରିଟିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଟାଇଟଲ ଜିତିିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୭ତମ ଟାଇଟଲ। କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ରେକର୍ଡଠାରୁ ସେ…

ଭାରତର ସର୍ବକନିଷ୍ଠ ବାସ୍କେଟବଲ୍‌ ଅଧିନାୟକଙ୍କ ଆତ୍ମଜୀବନୀ ପୁସ୍ତକ

ନୂଆଦିଲ୍ଲୀ, ୩ା୮ (ପି.ଟି.)-ଭାରତର ସର୍ବ କନିଷ୍ଠ ବାସ୍କେଟବଲ୍‌ ଅଧିନାୟକ ବିଶେଷ ଭୃଗୁବଂଶୀଙ୍କ ଆତ୍ମଜୀବନୀ ଉପରେ ଲିଖିତ ପୁସ୍ତକ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ବଜାରକୁ ଆସିବ ବୋଲି ପ୍ରକାଶନ ସଂସ୍ଥା ବ୍‌ୁଲ୍‌ରୋଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପୁସ୍ତକଟିର ଶିରୋନାମା ରଖାଯାଇଛି…

ଦାରୁବାଲା ଚତୁର୍ଥ

ସିଲଭରଷ୍ଟୋନ୍‌, ୩ା୮ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ସ୍ପ୍ରିଣ୍ଟ୍‌ ରେସ୍‌ରେ ଭାରତର ଜେହାନ ଦାରୁବାଲା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏଫଆଇଏ ଫର୍ମୁଲା-୨ ଚାମ୍ପିୟନଶିପ୍‌ରେ ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ରେସ୍‌ର ଅନ୍ତିମ ୩ ଲାପ୍‌ ଆକ୍ସନଭରା ରହିଥିଲା। ଏଥିରେ ଦାରୁବାଲା…

ଧୋନୀଙ୍କ ପାଇଁ ଆଇପିଏଲ୍‌ ଚୟନର ମାପକାଠି ହେବ ନାହିଁ:  ନେହେରା

ନୂଆଦିଲ୍ଲୀ,୨।୮(ପି.ଟି.): ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଚୟନର ମାପକାଠି ହୋଇପାରିବ ନାହିଁ ବୋଲି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା କହିଛନ୍ତି। ଧୋନୀ ଟେଷ୍ଟରୁ ଅବସର ନେଇ ସାରିଛନ୍ତି ଓ ସେ ଗତବର୍ଷ…

ମହିଳା ଆଇପିଏଲ୍‌ ନେଇ ଗାଙ୍ଗୁଲିଙ୍କ ଘୋଷଣା

ନୂଆଦିଲ୍ଳୀ,୨।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମହିଳା ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ଘୋଷଣା କରିଛନ୍ତି। ମହିଳା ଆଇପିଏଲ ବା ଚ୍ୟାଲେଞ୍ଜର୍ସ ସିରିଜ୍‌ ନେଇ ଚାଲିଥିବା…

ଫଶିଲେ ବିରାଟ କୋହଲି, ଗିରଫ ପାଇଁ ହାଇକୋର୍ଟରେ ଆବେଦନ

ଚେନ୍ନାଇ,୨।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଅନଲାଇନ୍‌ ଜୁଆ ଖେଳକୁ ନେଇ ବଡ ବିବାଦରେ ଫଶିଯାଇଛନ୍ତି। ମାଡ୍ରାସ ହାଇକୋର୍ଟରେ ବିରାଟଙ୍କୁ ଗିରଫ ପାଇଁ ଏକ ପିଟିଶନ ଦାଖଲ କରାଯାଇଛି। ତାଙ୍କ ବିରୋଧରେ ଅନଲାଇନ୍‌ ଜୁଆ ଖେଳକୁ ପ୍ରମୋଶନ କରୁଥିବାର ଅଭିଯୋଗ ରହିଛି।…

ସଚିନଙ୍କ ଝିଅଙ୍କୁ ପ୍ରେମ କରି ବସିଛନ୍ତି ଏହି କ୍ରିକେଟର, ଭାଇରାଲ ହେଉଛି ମେସେଜ୍‌

କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ ଏବେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡିଥିବା ନେଇ ଆଲୋଚନା ହେଉଛି। ଭାରତର ଅଣ୍ଡର-୧୯ କ୍ରିକେଟର ଶୁଭମନ ଗିଲ୍‌ଙ୍କ ପ୍ରେମରେ ସେ ପଡିଥିବା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?